ଟେକ୍ନୋଲୋଜି

ଦେଶର ୬୮ କୋଟି ୟୁଜରଙ୍କ ଡାଟା ଚୋରି; ସାଇବର ଅପରାଧୀଙ୍କ ହାତରେ ଇ-ମେଲ୍ ଆଇଡି ଓ ପାସ୍‌ୱାର୍ଡ

ନୂଆଦିଲ୍ଲୀ: ଦେଶରେ ଏକ ବଡ଼ ଧରଣର ଡାଟା ଲିକ୍‌ ହୋଇଛି। ଏଥିରେ ୬୮ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପ୍ରଘଟ ହୋଇଛି। ଏହାଫଳରେ ସାଇବର ଅପରାଧୀମାନଙ୍କ ହାତରେ ଏହି ୬୮ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ଇ-ମେଲ୍ ଆଇଡି ଏବଂ ପାସୱାର୍ଡ ପଡିଯାଇଛି। ଘଟଣା ଜଣାପଡ଼ିବା ପରେ ମଧ୍ୟପ୍ରଦେଶ ସାଇବର ସେଲ୍ ଏହାକୁ...
ଦେଶ- ବିଦେଶ  ବଡ ଖବର  ଟେକ୍ନୋଲୋଜି 

ସୃଜନଶୀଳତାକୁ ମାରିଦେବ କି ଏଆଇ? ଚିତ୍ରଶିଳ୍ପୀଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ସାଜିବ କି ଅଭିଶାପ...

ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ମଣିଷ ପାଇଁ ଆଶୀର୍ବାଦ ହେବ କି ଅଭିଶାପ ତାକୁ ନେଇ ବିତର୍କ ଚାଲିଛି। କିନ୍ତୁ ଏଆଇ ଆଗାମୀ ଦିନରେ ସୃଜନଶୀଳତାକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି।  ଓଡ଼ିଶାରେ ପ୍ରାୟ ୧୨ଟି ଚାରୁକଳା ବା ଆର୍ଟ କଲେଜ ରହିଛି। ଯେଉଁ ଅନୁଷ୍ଠାନ ଗୁଡ଼ିକରୁ ପ୍ରତିବର୍ଷ ପ୍ରାୟ...
ଟେକ୍ନୋଲୋଜି 

ଚୀନର ବୈଜ୍ଞାନିକମାନେ ଏକ କୃତ୍ରିମ ଜିଭ ବିକଶିତ କରିଛନ୍ତି ଯାହା ମସଲାସ୍ତରକୁ ଜାଣିବାରେ ସାହାଯ୍ୟ କରିବ

ଚୀନର ବୈଜ୍ଞାନିକମାନେ ଏକ କୃତ୍ରିମ ଜିଭ ବିକଶିତ କରିଛନ୍ତି। ଏହା ଖାଦ୍ୟରେ ଥିବା ରାଗ ତଥା ମସଲାର ସ୍ତରକୁ କିଛି ସେକେଣ୍ଡରେ ଚିହ୍ନଟ କରିପାରିବ। ତେବେ ରାଗ ଓ ମସଲା ପ୍ରତି ଯେଉଁମାନେ ଅଧିକ ସମ୍ବେଦନଶୀଳ, ସେମାନଙ୍କ ଲାଗି ଏହା ଉପକାରୀ ସାବ୍ୟସ୍ତ ହୋଇପାରେ। ଏହାସହ ସ୍ବାଦ ବାରିବାରେ ଦୁର୍ବଳ ଲୋକେ ବି କୃତ୍ରିମ ଜିଭ...
ବିଶେଷ  ଟେକ୍ନୋଲୋଜି 

ଆନ୍ଧ୍ରରେ ହେବ ପ୍ରଥମ ‘ଏୟାର ଟ୍ୟାକ୍ସି କ୍ଲଷ୍ଟର’, ୨୦୨୭ ସୁଦ୍ଧା ‘ଡ୍ରୋନ୍‌ ଟ୍ୟାକ୍ସି’ ଉତ୍ପାଦନ ଲକ୍ଷ୍ୟ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ନିର୍ମାଣ ହେବ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ‘ଏୟାର ଟ୍ୟାକ୍ସି କ୍ଲଷ୍ଟର’। ଏଥିପାଇଁ ଆନ୍ଧ୍ର ସରକାର ସରଲା ଆଭିଏସନ ସହ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ରାଜ୍ୟରେ ଇଭିଟଲ୍‌ (ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ) ଉତ୍ପାଦନ କାରଖାନା ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପର ନାମ ‘ସ୍କାଏ ଫ୍ୟାକ୍ଟ୍ରି’ ରଖାଯାଇଛି।...
ଦେଶ- ବିଦେଶ  ବଡ ଖବର  ଟେକ୍ନୋଲୋଜି 

ମହାକାଶରେ ଡାଟା ସେଣ୍ଟର ନିର୍ମାଣ କରିବ ଗୁଗଲ୍‌

ୱାଶିଂଟନ୍‌: ଟେକ୍ ଜାଏଣ୍ଟ ଗୁଗଲ୍‌ ଏବେ ମହାକାଶରେ ଏକ ଡାଟା ସେଣ୍ଟର ନିର୍ମାଣ କରିବାକୁ ଯୋଜନା କରୁଛି। ଏହି ପ୍ରୋଜେକ୍ଟକୁ ‘ସନ୍‌ କ୍ୟାଚର୍‌’ ‘ ନାମ ଦିଆଯାଇଛି। ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ ଏକ୍ସ’ ରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଏହି ପ୍ରୋଜେକ୍ଟ ଅନ୍ତର୍ଗତ, ଗୁଗଲ୍‌ ସୌର ପ୍ୟାନେଲ୍ ସହିତ ସଜ୍ଜିତ ସାଟେଲାଇଟ୍...
ଟେକ୍ନୋଲୋଜି 

ଚାଟ୍‌ଜିପିଟି ବ୍ୟବହାର କରିବାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଆଗରେ

ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ଥାନ୍ତି। ଓପନ ଏଆଇର ରିପୋର୍ଟ ଅନୁସାରେ, ଚାଟ୍‌ଜିପିଟି ବ୍ୟବହାର କରିବାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଆଗରେ ଅଛନ୍ତି। ଓପନ ଏଆଇ ନାଁକୁ ବିଶ୍ଲେଷଣ କରି ଲିଙ୍ଗ ଆଧାରରେ ଏକଥା ଜାଣିଛି। ଜୁନ୍ ତଥ୍ୟରୁ ଜଣାପଡ଼ିଛି, ଚାଟ୍‌ଜିପିଟି ବ୍ୟବହାର କରିବାରେ ମହିଳାମାନେ ପୁରୁଷଙ୍କୁ ପଛରେ ପକାଇ ଦେଇଛନ୍ତି।...
ବିଶେଷ  ଟେକ୍ନୋଲୋଜି 

କ୍ରିଏଟରଙ୍କ ପାଇଁ ୟୁଟ୍ୟୁବ୍ ଆଣିଲା ନୂଆ ଫିଚର୍‌, ଅନେକ ଭାଷାରେ ଡବିଂ କରିପାରିବେ ଭିଡିଓ…

ୟୁଟ୍ୟୁବ୍ କ୍ରିଏଟରଙ୍କ ପାଇଁ ଏକ ନୂଆ ଫିଚର୍‌ ଲଞ୍ଚ୍ କରିଛି। ଏହା ଦ୍ବାରା କ୍ରିଏଟରମାନେ ସେମାନଙ୍କ ଭିଡିଓକୁ ଅନେକ ଭାଷାରେ ଡବିଂ କରିପାରିବେ। ଫଳରେ ଏଣିକି କଣ୍ଟେଣ୍ଟ କେବଳ ଗୋଟିଏ ଦେଶରେ ସୀମିତ ରହିବ ନାହିଁ, ବରଂ ବିଶ୍ବ ତମାମ ଲୋକଙ୍କ ପାଖରେ ଏହା ପହଞ୍ଚିପାରିବ। ସେହିପରି ଏହି ଫିଚର ଦ୍ବାରା ୟୁଟ୍ୟୁବର ୱାଚ୍ ଟାଇମ୍ ଏବଂ ଭିୟୁ ମଧ୍ୟ ଶୀଘ୍ର ବୃଦ୍ଧି ପାଇବ। ୟୁଟ୍ୟୁବ୍‌ ମଲଟିଂ ଲାଙ୍ଗୁଏଜ୍ ଅଡିଓ ଫିଚର୍‌ ସବୁ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ୍ […]
ଓଡ଼ିଶା  ବଡ ଖବର  ଟେକ୍ନୋଲୋଜି 

ବିନା ଇଣ୍ଟରନେଟ୍‌ରେ ପଠାଇହେବ ମେସେଜ୍ ; ଜ୍ୟାକ୍ ଡୋର୍ସିଙ୍କ ନୂତନ ମେସେଜିଂ ଆପ୍ ‘ବିଟ୍‌ଚାଟ୍’

ୱାଶିଂଟନ୍‌: ଟ୍ୱିଟର୍ ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ଏକ ନୂତନ ମେସେଜିଂ ଆପ୍ ‘ବିଟ୍‌ଚାଟ୍’ର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ଇଣ୍ଟରନେଟ୍ ସଂଯୋଗ ବିନା ମଧ୍ୟ କାମ କରିବ। ଅର୍ଥାତ୍, ଏହି ଆପ୍ ମାଧ୍ୟମରେ ବ୍ୟବହାରକାରୀମାନେ ଇଣ୍ଟରନେଟ୍ ବିନା ପରସ୍ପରକୁ ମେସେଜ୍‌ ପଠାଇପାରିବେ। ଏହି ଗୋପନୀୟତା କେନ୍ଦ୍ରିତ ମେସେଜିଂ ଆପ୍ ପିଅର୍-ଟୁ-ପିଅର୍ କୌଶଳ ଉପରେ ଆଧାରିତ । ଏଥିପାଇଁ କୌଣସି କେନ୍ଦ୍ରୀୟ ସର୍ଭର କିମ୍ବା ଫୋନ୍ ନେଟୱାର୍କ ଆବଶ୍ୟକତା ନାହିଁ। ବର୍ତ୍ତମାନ, ଏହି ଆପ୍ କେବଳ ଆଇଫୋନ୍‌ ବ୍ୟବହାରକାରୀଙ୍କ […]
ବାଣିଜ୍ୟ  ଟେକ୍ନୋଲୋଜି 

ଚାଟ୍‌ଜିପିଟିରେ କ’ଣ ସେୟାର୍‌ କରିବେ ନାହିଁ…

ଆଜିକାଲି ପ୍ରାୟ ସମସ୍ତେ ଚାଟ୍‌ଜିପିଟିର ବ୍ୟବହାର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ କରୁଛନ୍ତି। ବେଳେ ବେଳେ ଏଥିରେ ଅଜଣାତରେ ବି ଲୋକମାନେ ବ୍ୟକ୍ତିଗତ ତଥ୍ୟ ସେୟାର୍ କରନ୍ତି। ଯାହାକି ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରିଥାଏ। ତେବେ ଚାଟ୍‌ଜିପିଟି ସହିତ କ’ଣ ସବୁ ସେୟାର୍ କରିବା ଅନୁଚିତ, ସେ ସମ୍ପର୍କରେ ଜାଣିବା। -ଚାଟ୍‌ଜିପିଟିରେ ସୋସିଆଲ ମିଡିଆ ପାସ୍‌ୱାର୍ଡ ଏବଂ ଇମେଲ୍ ଆଦି ବାବଦରେ ସେୟାର୍ କରନ୍ତୁ ନାହିଁ। -ଏଥିରେ ବ୍ୟାଙ୍କ ତଥା କ୍ରେଡିଟ୍ କାର୍ଡ ବିବରଣୀ ପ୍ରଦାନ […]
ଟେକ୍ନୋଲୋଜି 

ରାଜକନିକାରେ ବେଲଗାମ୍‌ ଝାଡ଼ାବାନ୍ତି : ମେଡିକାଲରେ ବେଡ୍‌ ନାହିଁ, ଆକ୍ରାନ୍ତଙ୍କୁ ତଳେ ଶୁଆଇ ଚିକିତ୍ସା

ରାଜକନିକା : ଯାହା ଅନୁମାନ କରାଯାଉଥିଲା, ଶେଷରେ ସେୟା ହିଁ ହେଲା। ରାଜକନିକା ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ନା ରହିଲା ଆଗୁଆ ସତର୍କତା, ନା ଆକ୍ରାନ୍ତ ପାଉଛନ୍ତି ସଠିକ୍‌ ଚିକିତ୍ସା ସେବା। ରାଜ୍ୟରେ ସୃଷ୍ଟି ହୋଇଥିବା ଡାଇରିଆ ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଚେତାବନୀ ପରେ ବି ରାଜକନିକାରେ ଏହାର କୌଣସି ସତର୍କତାକୁ ଆଦୌ ଗୁରୁତ୍ୱ ଦିଆଯାଉ ନଥିବାରୁ ଗତକାଲି ୨୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ପହଞ୍ଚିଛି […]
ଓଡ଼ିଶା  ଅପରାଧ  ଟେକ୍ନୋଲୋଜି 

ୟୁଟ୍ୟୁବ୍ ସର୍ଟସ୍‌ରେ ‘ଗୁଗଲ୍‌ ଲେନ୍ସ’ ଫିଚର୍

ଗୁଗଲ୍‌ ଏବେ ୟୁଟ୍ୟୁବ୍ ସର୍ଟସ୍‌ରେ ‘ଗୁଗଲ୍‌ ଲେନ୍ସ’ ଫିଚର୍‌ ଯୋଡ଼ିବ। ତେବେ ବ୍ୟବହାରକାରୀ ସର୍ଟ ଭିଡିଓରେ ଦେଖୁଥିବା ଯେକୌଣସି ବିଶେଷ ସ୍ଥାନ ବାବଦରେ ତଥ୍ୟ ଖୋଜିବାର ସୁବିଧା ଏହି ନୂଆ ଫିଚର୍‌ ପ୍ରଦାନ କରିବ। ଏହି ଲେନ୍ସ ଫିଚର ମାଧ୍ୟମରେ ସର୍ଟସ୍‌ ଦେଖୁଥିବା ବ୍ୟବହାରକାରୀ ଭିଡିଓରେ ଦେଖା ଯାଉଥିବା ଜିନିଷକୁ ଶୀଘ୍ର ଚିହ୍ନଟ ଏବଂ ବୁଝିବା ଦିଗରେ ସାହାଯ୍ୟ କରିବ। ସେହିପରି ଭିଡିଓକୁ ପଜ୍‌ କରିବା ଲାଗି ଲେନ୍ସ ବଟନରେ ଟ୍ୟାପ୍ କରିବାକୁ ହେବ। ଏହାପରେ କୌଣସି […]
ଟେକ୍ନୋଲୋଜି 

‘ଏକ୍ସ’ ଆକାଉଣ୍ଟ୍‌ର ନାମ ପରିବର୍ତ୍ତନ ସହ ପ୍ରୋଫାଇଲ ଫଟୋ ବଦଳାଇଲେ ଏଲୋନ୍‌ ମସ୍କ, କ୍ରିପ୍ଟୋ ଜଗତରେ ହଇଚଇ ସୃଷ୍ଟି….

ନୂଆଦିଲ୍ଲୀ: ଟେସ୍‌ଲା ସିଇଓ ତଥା ‘ଏକ୍ସ’ର ମାଲିକ ଏଲୋନ୍‌ ମସ୍କ ପୁଣି ଥରେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ନିଜର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍‌ର ନାମ ‘ଗୋର୍କଲନ୍‌ ରଷ୍ଟ୍‌’କୁ ପରିବର୍ତ୍ତନ କରିଥିବା ବେଳେ ଏବେ ସେଇ ନାମକୁ ବି ବଦଳାଇ ଦେଇଛନ୍ତି। ଏବେ ‘ଏକ୍ସ’ରେ ମସ୍କ ତାଙ୍କ ନାମ ରଖିଛନ୍ତି ‘କେକିୟସ୍‌ ମାସ୍କିମସ୍‌’। ନାମ ସହିତ ସେ ନିଜର ପ୍ରୋଫାଇଲ୍‌ ଫଟୋ ବି ବଦଳାଇଛନ୍ତି। ତେବେ ତାଙ୍କ ନାମ ଓ […]
ବଡ ଖବର  ଟେକ୍ନୋଲୋଜି