ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା : କରୋନା ପଜିଟିଭ୍‌ ହେଲେ ବିରାଟ କୋହଲି

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳକୁ ଜୁଲାଇ ୧ ରୁ ଇଂଲଣ୍ଡ ବିପକ୍ଷରେ  ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି।  ଏହି ଟେଷ୍ଟ ମ୍ୟାଚ୍ ହେଉଛି ଗତ ବର୍ଷର ଟେଷ୍ଟ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ । କରୋନା କାରଣରୁ ଗତ ବର୍ଷ ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ ପଡ଼ିଲା ।ଗତ ବର୍ଷ ଏହି ସିରିଜ୍‌ର ୪ଟି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଶେଷ ମ୍ୟାଚ୍‌ କରୋନା ସଂକ୍ରମଣ ପାଇଁ ବନ୍ଦ କରାଯାଇଥିଲା । ଏବେ […]

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳକୁ ଜୁଲାଇ ୧ ରୁ ଇଂଲଣ୍ଡ ବିପକ୍ଷରେ  ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି।  ଏହି ଟେଷ୍ଟ ମ୍ୟାଚ୍ ହେଉଛି ଗତ ବର୍ଷର ଟେଷ୍ଟ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ । କରୋନା କାରଣରୁ ଗତ ବର୍ଷ ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ ପଡ଼ିଲା ।ଗତ ବର୍ଷ ଏହି ସିରିଜ୍‌ର ୪ଟି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଶେଷ ମ୍ୟାଚ୍‌ କରୋନା ସଂକ୍ରମଣ ପାଇଁ ବନ୍ଦ କରାଯାଇଥିଲା । ଏବେ ଜୁଲାଇ ୧ରୁ ଶେଷ ଟେଷ୍ଟ ମ୍ୟାଚ ଖେଳାଯିବ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । କିନ୍ତୁ ଏସବୁ ଭିତରେ ଆସିଛି ଆଉ ଏକ ବଡ଼ ଖବର । ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପରେ ବିରୋଟ କୋହଲି କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳୁଛି । ସେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଆଇପିଏଲରେ 'ଗର୍ଲଫ୍ରେଣ୍ଡ କଲଚର' ଉପରେ କଟକଣା ଲଗାଇବ ବିସିସିଆଇ: ଦଳର ଗୋପନୀୟ ତଥ୍ୟ ଲିକ୍ ହେବା ନେଇ ବଢିଲା ଚିନ୍ତା

କିଛି ଦିନ ପୂର୍ବ କୋହଲି ମାଳଦ୍ବୀପ ଯାଇଥିଲେ । ସେଠାରୁ ଆସିବା ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ପରୀକ୍ଷା କରାଇବାରୁ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି ।ଆଗାମୀ ଦିନରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳିପାରିବେ ବୋଲି ସୂଚନା ମିଳିଛି । ତେବେ ଟିମ୍‌ ମ୍ୟାନେଜମେଣ୍ଟ କରୋନା ସଂକ୍ରମଣ ନେଇ ବିଶେଷ ଧ୍ୟାନ୍‌ ଦେଉଛି।  ଗତକାଲି (ମଙ୍ଗଳବାର) ଭାରତର ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ କୋରୋନା ସଂକ୍ରମିତ ହୋଇଥିଲେ । ଫଳରେ ଭାରତୀୟ ଟେଷ୍ଟ ଦଳ ସହ ଇଂଲଣ୍ଡ ଯାତ୍ରାରୁ ବାଦ ପଡିଛନ୍ତି ଅଶ୍ବିନୀ । ସେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ବେଙ୍ଗାଲୁରୁରୁ ଛଡ଼ାଇ ନିଆଗଲା ଫାଇନାଲ୍ ଆୟୋଜନ ଅଧିକାର, ବିସିସିଆଇ ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କଲା କେଏସସିଏ

22 Jun 2022 By The Sakala

ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା : କରୋନା ପଜିଟିଭ୍‌ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳକୁ ଜୁଲାଇ ୧ ରୁ ଇଂଲଣ୍ଡ ବିପକ୍ଷରେ  ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି।  ଏହି ଟେଷ୍ଟ ମ୍ୟାଚ୍ ହେଉଛି ଗତ ବର୍ଷର ଟେଷ୍ଟ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ । କରୋନା କାରଣରୁ ଗତ ବର୍ଷ ଏହି ମ୍ୟାଚକୁ ସ୍ଥଗିତ ରଖିବାକୁ ପଡ଼ିଲା ।ଗତ ବର୍ଷ ଏହି ସିରିଜ୍‌ର ୪ଟି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଶେଷ ମ୍ୟାଚ୍‌ କରୋନା ସଂକ୍ରମଣ ପାଇଁ ବନ୍ଦ କରାଯାଇଥିଲା । ଏବେ ଜୁଲାଇ ୧ରୁ ଶେଷ ଟେଷ୍ଟ ମ୍ୟାଚ ଖେଳାଯିବ । ଭାରତ ୨-୧ରେ ସିରିଜ ଆଗୁଆ ରହିଛି । କିନ୍ତୁ ଏସବୁ ଭିତରେ ଆସିଛି ଆଉ ଏକ ବଡ଼ ଖବର । ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପରେ ବିରୋଟ କୋହଲି କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳୁଛି । ସେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି ।

କିଛି ଦିନ ପୂର୍ବ କୋହଲି ମାଳଦ୍ବୀପ ଯାଇଥିଲେ । ସେଠାରୁ ଆସିବା ପରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ପରୀକ୍ଷା କରାଇବାରୁ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି ।ଆଗାମୀ ଦିନରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳିପାରିବେ ବୋଲି ସୂଚନା ମିଳିଛି । ତେବେ ଟିମ୍‌ ମ୍ୟାନେଜମେଣ୍ଟ କରୋନା ସଂକ୍ରମଣ ନେଇ ବିଶେଷ ଧ୍ୟାନ୍‌ ଦେଉଛି।  ଗତକାଲି (ମଙ୍ଗଳବାର) ଭାରତର ପ୍ରମୁଖ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ କୋରୋନା ସଂକ୍ରମିତ ହୋଇଥିଲେ । ଫଳରେ ଭାରତୀୟ ଟେଷ୍ଟ ଦଳ ସହ ଇଂଲଣ୍ଡ ଯାତ୍ରାରୁ ବାଦ ପଡିଛନ୍ତି ଅଶ୍ବିନୀ । ସେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର