ଟି-୨୦ ବିଶ୍ୱକପ ଚାମ୍ପିୟନ ଇଂଲଣ୍ଡ

The Sakala Picture
Published On

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପ ଚାମ୍ପିୟନ ଇଂଲଣ୍ଡ ହୋଇଛି। ଏଥିସହ ଟି-୨୦ ଫର୍ମାଟ୍‌ରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ୍ ହୋଇଛି। ଇଂଲଣ୍ଡ ୫ ୱିକେଟ ହରାଇ ବିଶ୍ୱକପ ଫାଇନାଲ ମ୍ୟାଚକୁ  ସହଜରେ ଜିତି ନେଇଛି। ଆଜି ଫାଇନାଲ୍‌ ମ୍ୟାଚରେ ପାକିସ୍ତାନ ଓ ଇଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।  ପାକିସ୍ତାନ ଇଂଲଣ୍ଡ ଆଗରେ ୧୩୮ ରନ୍‌ର ଟାର୍ଗେଟ ରଖିଥିଲା। ଇଂଲଣ୍ଡ ୫ ୱିକେଟ ହରାଇ ୧୯ ଓଭରରେ ମ୍ୟାଚକୁ ସହଜରେ ଜିତି ନେଇଛି।  ଟସ୍‌ […]

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପ ଚାମ୍ପିୟନ ଇଂଲଣ୍ଡ ହୋଇଛି। ଏଥିସହ ଟି-୨୦ ଫର୍ମାଟ୍‌ରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ୍ ହୋଇଛି। ଇଂଲଣ୍ଡ ୫ ୱିକେଟ ହରାଇ ବିଶ୍ୱକପ ଫାଇନାଲ ମ୍ୟାଚକୁ  ସହଜରେ ଜିତି ନେଇଛି। ଆଜି ଫାଇନାଲ୍‌ ମ୍ୟାଚରେ ପାକିସ୍ତାନ ଓ ଇଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।  ପାକିସ୍ତାନ ଇଂଲଣ୍ଡ ଆଗରେ ୧୩୮ ରନ୍‌ର ଟାର୍ଗେଟ ରଖିଥିଲା। ଇଂଲଣ୍ଡ ୫ ୱିକେଟ ହରାଇ ୧୯ ଓଭରରେ ମ୍ୟାଚକୁ ସହଜରେ ଜିତି ନେଇଛି।  ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ନିର୍ଦ୍ଧାରିତ ୨୦ ଓଭର ଖେଳି ପାକିସ୍ତାନ ୮ ୱିକେଟ ହରାଇ ୧୩୭ ରନ୍‌ କରିଥିଲା ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ଆହୁରି ପଢ଼ନ୍ତୁ: ଆରସିବିଠାରୁ ଶୋଚନୀୟ ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶଂସକଙ୍କୁ ଅକ୍ଷର ପଟେଲଙ୍କ ଭାବୁକ ନିବେଦନ

ଇଂଲଣ୍ଡ ପକ୍ଷରୁ ଜସ୍ ବଟଲର ୧୭ ବଲରେ ୨୬ ରନ କରି ଆଉଟ ହୋଇଥିଲେ।  ଆଲେକ୍ସ ହେଲ୍ସ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ । ଫିଲ ସଲ୍ଟ  ୯ ବଲରେ ୧୦ ରନ କରି ଆଉଟ ହୋଇଥିବା ବେଳେ ହ୍ୟାରୀ ବ୍ରୁକ ୨୩ ବଲରେ ୨୦ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବେନ୍ ଷ୍ଟୋକ୍ସ ଏକି ସାନଦାର ଇଂନିସ ଖେଳିଥିଲେ। ବେନ୍ ଷ୍ଟୋକ୍ସ ଫାଇନାଲ ମ୍ୟାଚରେ ଏକ ଅର୍ଦ୍ଧଶକୀୟ ଇଂନିସ ଖେଳିଥିଲେ।  ୪୯ ବଲରେ ୫୨ ରନ କରି ଅପରାଜିତ ରହିଥିବା ବେଳେ ମୋଇନ ଅଲି ୧୩  ବଲର ୧୯ ରନ କରି ଆଉଟ ହୋଇଥିଲେ

ଆହୁରି ପଢ଼ନ୍ତୁ: ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣି ଫସିଲେ ରିୟାନ୍ ପରାଗ, ବିସିସିଆଇ ଲଗାଇଲା ଜୋରିମାନା

ପାକିସ୍ତାନ ପକ୍ଷରୁ ମଧ୍ୟ କଡା ବୋଲିଂ କରାଯାଇଥିଲା। ହ୍ୟାରିସ୍ ରୌଫ ସର୍ବାଧିକ  ୨ଟି ୱିକେଟ ନେଇଥିବା ବେଳେ ଶଦାବ ଖାନ, ମହମ୍ମଦ ଓ୍ବାସିମ  ଓ ସହିନ୍ ଆଫ୍ରିଦି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

13 Nov 2022 By The Sakala

ଟି-୨୦ ବିଶ୍ୱକପ ଚାମ୍ପିୟନ ଇଂଲଣ୍ଡ

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପ ଚାମ୍ପିୟନ ଇଂଲଣ୍ଡ ହୋଇଛି। ଏଥିସହ ଟି-୨୦ ଫର୍ମାଟ୍‌ରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ୍ ହୋଇଛି। ଇଂଲଣ୍ଡ ୫ ୱିକେଟ ହରାଇ ବିଶ୍ୱକପ ଫାଇନାଲ ମ୍ୟାଚକୁ  ସହଜରେ ଜିତି ନେଇଛି। ଆଜି ଫାଇନାଲ୍‌ ମ୍ୟାଚରେ ପାକିସ୍ତାନ ଓ ଇଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।  ପାକିସ୍ତାନ ଇଂଲଣ୍ଡ ଆଗରେ ୧୩୮ ରନ୍‌ର ଟାର୍ଗେଟ ରଖିଥିଲା। ଇଂଲଣ୍ଡ ୫ ୱିକେଟ ହରାଇ ୧୯ ଓଭରରେ ମ୍ୟାଚକୁ ସହଜରେ ଜିତି ନେଇଛି।  ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ନିର୍ଦ୍ଧାରିତ ୨୦ ଓଭର ଖେଳି ପାକିସ୍ତାନ ୮ ୱିକେଟ ହରାଇ ୧୩୭ ରନ୍‌ କରିଥିଲା ।

ଇଂଲଣ୍ଡ ପକ୍ଷରୁ ଜସ୍ ବଟଲର ୧୭ ବଲରେ ୨୬ ରନ କରି ଆଉଟ ହୋଇଥିଲେ।  ଆଲେକ୍ସ ହେଲ୍ସ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ । ଫିଲ ସଲ୍ଟ  ୯ ବଲରେ ୧୦ ରନ କରି ଆଉଟ ହୋଇଥିବା ବେଳେ ହ୍ୟାରୀ ବ୍ରୁକ ୨୩ ବଲରେ ୨୦ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବେନ୍ ଷ୍ଟୋକ୍ସ ଏକି ସାନଦାର ଇଂନିସ ଖେଳିଥିଲେ। ବେନ୍ ଷ୍ଟୋକ୍ସ ଫାଇନାଲ ମ୍ୟାଚରେ ଏକ ଅର୍ଦ୍ଧଶକୀୟ ଇଂନିସ ଖେଳିଥିଲେ।  ୪୯ ବଲରେ ୫୨ ରନ କରି ଅପରାଜିତ ରହିଥିବା ବେଳେ ମୋଇନ ଅଲି ୧୩  ବଲର ୧୯ ରନ କରି ଆଉଟ ହୋଇଥିଲେ

ପାକିସ୍ତାନ ପକ୍ଷରୁ ମଧ୍ୟ କଡା ବୋଲିଂ କରାଯାଇଥିଲା। ହ୍ୟାରିସ୍ ରୌଫ ସର୍ବାଧିକ  ୨ଟି ୱିକେଟ ନେଇଥିବା ବେଳେ ଶଦାବ ଖାନ, ମହମ୍ମଦ ଓ୍ବାସିମ  ଓ ସହିନ୍ ଆଫ୍ରିଦି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର