ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍ କମିନ୍ସ

The Sakala Picture
Published On

ନୂଆଦିଲ୍ଲୀ: ଆଇପିଏଲ୍  ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି କମିନ୍ସ । ୨୦.୫୦ କୋଟିରେ ବିକ୍ରି ହେଲେ କମିନ୍ସ । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ପ୍ରଥମଥର ପାଇଁ ଆଇପିଏଲ୍‌ ଇତିହାସରେ ୨୦ କୋଟି ବ୍ୟୟରେ କୌଣସି ଖେଳାଳିଙ୍କୁ କିଣାଯାଇଛି । କମିନ୍ସଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ୨୦.୫୦ କୋଟିରେ ବିକ୍ରି ହୋଇଛନ୍ତି । ବାଙ୍ଗାଲୋର ସହ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ପରେ କିଣିଥିଲା ହାଇଦ୍ରାବାଦ । -୧୪ କୋଟିରେ […]

ନୂଆଦିଲ୍ଲୀ: ଆଇପିଏଲ୍  ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି କମିନ୍ସ । ୨୦.୫୦ କୋଟିରେ ବିକ୍ରି ହେଲେ କମିନ୍ସ । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ପ୍ରଥମଥର ପାଇଁ ଆଇପିଏଲ୍‌ ଇତିହାସରେ ୨୦ କୋଟି ବ୍ୟୟରେ କୌଣସି ଖେଳାଳିଙ୍କୁ କିଣାଯାଇଛି । କମିନ୍ସଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ୨୦.୫୦ କୋଟିରେ ବିକ୍ରି ହୋଇଛନ୍ତି । ବାଙ୍ଗାଲୋର ସହ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ପରେ କିଣିଥିଲା ହାଇଦ୍ରାବାଦ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

-୧୪ କୋଟିରେ ଡାରେଲ ମିଚେଲଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗସ

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

-ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଲା ପଞ୍ଜାବ କିଙ୍ଗସ୍

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

-ୱେଷ୍ଟଇଣ୍ଡିଜର ପାୱେଲଙ୍କୁ ୭.୪ କୋଟିରେ କିଣିଲା ରାଜସ୍ଥାନ

-ବିଶ୍ବକପ ଫାଇନାଲ ହିରୋ ଟ୍ରାଭିସ୍‌ ହେଡ୍‌ଙ୍କୁ ୬.୮ କୋଟି ଟଙ୍କାରେ କିଣିଲା ହାଇଦ୍ରାବାଦ

– ଜେରାଲ୍ଡ କର୍ଟେଜଙ୍କୁ ୫ କୋଟିରେ କିଣିଲା ମୁମ୍ବାଇ ଇଣ୍ତିଆନ୍ସ

– କ୍ରିସ ୱକ୍ସଙ୍କୁ ୪.୨ କୋଟି ଟଙ୍କାରେ କିଣିଲା ପଞ୍ଜାବ

-ଶ୍ରୀଲଙ୍କାର ହସରଙ୍ଗାଙ୍କୁ ଦେଢ଼ କୋଟିରେ କିଣିଲା ହାଇଦ୍ରାବାଦ

– ନ୍ୟୁଜିଲାଣ୍ଡ ଷ୍ଟାର କ୍ରିକେଟର ରଚିନ ରବିନ୍ଦ୍ରଙ୍କୁ ୧.୮୦ କୋଟିରେ ନେଲା ଚେନ୍ନାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର