ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଲା ଭାରତୀୟ ହକି ଟିମ୍, ବ୍ରିଟେନକୁ ୪-୨ରେ ହରାଇଲା
ପ୍ୟାରିସ : ପ୍ୟାରିସ ଅଲିମ୍ପିକ ହକି ଇଭେଣ୍ଟ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ହକି ଟିମ୍। ଗ୍ରେଟ୍ବ୍ରିଟେନ୍କୁ ପେନାଲ୍ଟି ସୁଟଆଉଟ ୪-୨ରେ ପରାସ୍ତ କରି ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଆଜି ଖେଳାଯାଉଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ର ଚତୁର୍ଥ ତଥା ଶେଷ କ୍ୱାର୍ଟର ଶେଷ ହେବା ପରେ ଉଭୟ ଦଳର ସ୍କୋର ୧-୧ ରେ ସମାନ ଥିଲା | ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ […]
ପ୍ୟାରିସ : ପ୍ୟାରିସ ଅଲିମ୍ପିକ ହକି ଇଭେଣ୍ଟ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ହକି ଟିମ୍। ଗ୍ରେଟ୍ବ୍ରିଟେନ୍କୁ ପେନାଲ୍ଟି ସୁଟଆଉଟ ୪-୨ରେ ପରାସ୍ତ କରି ଭାରତୀୟ ହକି ଦଳ ଇତିହାସ ସୃଷ୍ଟି କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି।
ଆଜି ଖେଳାଯାଉଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ର ଚତୁର୍ଥ ତଥା ଶେଷ କ୍ୱାର୍ଟର ଶେଷ ହେବା ପରେ ଉଭୟ ଦଳର ସ୍କୋର ୧-୧ ରେ ସମାନ ଥିଲା | ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଉଭୟ ଦଳ ଅଗ୍ରଣୀ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ଏହାପରେ ପେନାଲ୍ଟି ସୁଟଆଉଟ୍ କରାଯାଇଥିଲା ଯେଉଁଥିରେ ଭାରତ ବ୍ରିଟେନକୁ ୪-୨ ପରାସ୍ତ କରିଥିଲା। ଏହି ମ୍ୟାଚରେ ଭାରତ ୧୦ ଖେଳାଳିଙ୍କ ସହ ଖେଳୁଥିଲା କାରଣ ଅମିତ ରୋହିଦାସଙ୍କୁ ଦ୍ୱିତୀୟ କ୍ୱାର୍ଟରରେ ରେଡ କାର୍ଡ ଦିଆଯାଇଥିଲା ଯେଉଁଥିପାଇଁ ସେ ପୁରା ମ୍ୟାଚରୁ ବାଦ ପଡିଥିଲେ। ତେବେ ଭାରତୀୟ ଦଳ ହାର ମାନିନଥିଲେ ଏବଂ ଶେଷ ପର୍ଯ୍ୟନ୍ତ ବ୍ରିଟେନକୁ କଡ଼ା ମୁକାବିଲା କରିଥିଲେ।