ଭାରତ -ଇଂଲଣ୍ଡ ପ୍ରଥମ ଟି-୨୦; ୭ ୱିକେଟରେ ଜିତିଲା ଭାରତ

The Sakala Picture
Published On

କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ଇଂଲଣ୍ଡ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୩୨ ରନ କରିଥିଲା। ଫଳରେ ଭାରତ ଆଗରେ ବିଜୟ ପାଇଁ ୧୩୩ ରନର ଟାର୍ଗେଟ ରହିଥିଲା। ଭରତ ୩ ୱିକେଟ ହରାଇ ୧୨.୫ ଓଭରରେ ୧୩୩ ରନ […]

କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ଇଂଲଣ୍ଡ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୩୨ ରନ କରିଥିଲା। ଫଳରେ ଭାରତ ଆଗରେ ବିଜୟ ପାଇଁ ୧୩୩ ରନର ଟାର୍ଗେଟ ରହିଥିଲା। ଭରତ ୩ ୱିକେଟ ହରାଇ ୧୨.୫ ଓଭରରେ ୧୩୩ ରନ କରି ଆଜିର ମ୍ୟାଚକୁ ସହଜରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଭାରତ ପକ୍ଷରୁ ସଞ୍ଜୁ ସାମସନ ୨୦ ବଲରେ ୨୬ ରନ କରି ଆଉଟ ହୋଇଥିବାବେଳେ ଅଭିଷେକ ଶର୍ମା ୩୪ ବଲରେ ୭୯ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିଲେ ତିଲକ ଭର୍ମା। ତିଲକ ଭର୍ମା ୧୬ ବଲରେ ୧୯ ରନ କରି ଅପରାଜିତ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ଯ ୪ ବଲରେ ୩ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୨ଟି ୱିକେଟ ନେଇଥିବାବେଳେ ଆଦିଲ ରଶିଦ୍ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋସ୍ ବଟ୍ଟଲର ୪୪ ବଲରେ ୬୮ ରନ କରି ଆଉଟ ହୋଇଥିବାବେଳେ ହ୍ୟାରୀ ବ୍ରୁକ୍ ୧୪ ବଲରେ ୧୭ରନ କରି ଆଉଟ ହୋଇଥିଲେ। ଜୋଫ୍ରା ଆର୍ଚର ୧୦ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ।

ସେହିପରି ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ ଟି ୱିକେଟ ନେଇଥିବାବେଳେ ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ଯ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

22 Jan 2025 By The Sakala

ଭାରତ -ଇଂଲଣ୍ଡ ପ୍ରଥମ ଟି-୨୦; ୭ ୱିକେଟରେ ଜିତିଲା ଭାରତ

କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ଇଂଲଣ୍ଡ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୩୨ ରନ କରିଥିଲା। ଫଳରେ ଭାରତ ଆଗରେ ବିଜୟ ପାଇଁ ୧୩୩ ରନର ଟାର୍ଗେଟ ରହିଥିଲା। ଭରତ ୩ ୱିକେଟ ହରାଇ ୧୨.୫ ଓଭରରେ ୧୩୩ ରନ କରି ଆଜିର ମ୍ୟାଚକୁ ସହଜରେ ଜିତି ନେଇଛି।

ଭାରତ ପକ୍ଷରୁ ସଞ୍ଜୁ ସାମସନ ୨୦ ବଲରେ ୨୬ ରନ କରି ଆଉଟ ହୋଇଥିବାବେଳେ ଅଭିଷେକ ଶର୍ମା ୩୪ ବଲରେ ୭୯ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିଲେ ତିଲକ ଭର୍ମା। ତିଲକ ଭର୍ମା ୧୬ ବଲରେ ୧୯ ରନ କରି ଅପରାଜିତ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ଯ ୪ ବଲରେ ୩ ରନ କରି ଅପରାଜିତ ରହିଥିଲେ।

ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୨ଟି ୱିକେଟ ନେଇଥିବାବେଳେ ଆଦିଲ ରଶିଦ୍ ଗୋଟିଏ ୱିକେଟ ନେଇଥିଲେ।

ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋସ୍ ବଟ୍ଟଲର ୪୪ ବଲରେ ୬୮ ରନ କରି ଆଉଟ ହୋଇଥିବାବେଳେ ହ୍ୟାରୀ ବ୍ରୁକ୍ ୧୪ ବଲରେ ୧୭ରନ କରି ଆଉଟ ହୋଇଥିଲେ। ଜୋଫ୍ରା ଆର୍ଚର ୧୦ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ।

ସେହିପରି ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ ଟି ୱିକେଟ ନେଇଥିବାବେଳେ ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ଯ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

https://www.thesakala.in/sports/india-won-by-7-wkts-india-vs-england-1st-t20i/article-38167
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର