ଆଇପିଏଲ ୨୦୨୨: କୋଲକାତା ଠାରୁ ୪୪ ରନରେ ଜିତିଲା ଦିଲ୍ଲୀ

The Sakala Picture
Published On

ନୂଆଦିଲ୍ଲୀ: ଆଇପିଏଲ୍‌ର ୧୯ତମ ଲିଗ୍‌ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ଯାଟିଂ କରି  ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଥିଲା। ୨୧୫ ରନ ପିଛାକରି  କୋଲକାତା ୧୭୧ ରନ କରିପରିଥିଲା। ଫଳରେ ଦିଲ୍ଲୀର ସହଜ ବିଜୟ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ ମ୍ଯାଚକୁ ଜିତି ନେଇଛି। କେକେଆର ପକ୍ଷରୁ ଅଜିଙ୍କ୍ଯ ରାହାଣେ (୮), ଭେଙ୍କଟେଶ ଆୟର ( ୧୮), ଶ୍ରେୟସ ଆୟର ( […]

ନୂଆଦିଲ୍ଲୀ: ଆଇପିଏଲ୍‌ର ୧୯ତମ ଲିଗ୍‌ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ଯାଟିଂ କରି  ୫ ଓ୍ଵିକେଟ୍ ହରାଇ ୨୧୫ ରନ କରିଥିଲା। ୨୧୫ ରନ ପିଛାକରି  କୋଲକାତା ୧୭୧ ରନ କରିପରିଥିଲା। ଫଳରେ ଦିଲ୍ଲୀର ସହଜ ବିଜୟ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ ମ୍ଯାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

କେକେଆର ପକ୍ଷରୁ ଅଜିଙ୍କ୍ଯ ରାହାଣେ (୮), ଭେଙ୍କଟେଶ ଆୟର ( ୧୮), ଶ୍ରେୟସ ଆୟର ( ୪୫), ନୀତିଶ ରାଣା (୩୦ ), ରସେଲ ( ୨୪), ସାମ ବିଲିଂସ ( ୧୫), କମିନ୍ସ ( ୪), ଶୁନିନ ନାରିନ (୪), ଉମେଶ ଯାଦବ ( ୦), ରଶିଖ ସଲାମ ( ୭) ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଲଦୀର ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ୩ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ସର୍ଦ୍ଦୁଲ ଠାକୁର ୨ଟି ଓ ଲଲିତ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର