ଚାମ୍ପିଅନ୍ସ ଟ୍ରଫି: ଭାରତ-ବାଂଲାଦେଶ ମୁକାବିଲା, ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

The Sakala Picture
Published On

ଦୁବାଇ: ଦୁଇଥରର ଚାମ୍ପିଅନ ଭାରତ ଓ ପଡୋଶୀ ବାଂଲାଦେଶ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌-ଏ’ ଲିଗ୍‌ ମୁକାବିଲା ଅନୁଷ୍ଠିତ ହେବ। ଆଜିର ମ୍ୟାଚରେ ବାଂଲାଦେଶ ଟସ୍ ଜିତି  ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ନିକଟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଶକ୍ତିଶାଳୀ ଇଂଲଣ୍ଡକୁ ୩-୦ରେ ପରାସ୍ତ କରି ସିରିଜ୍‌ ସୁଇପ୍‌ ହାସଲ କରିଥିବା ରୋହିତ ଶର୍ମାଙ୍କ ଭାରତ ଏହି ମୁକାବିଲା ନେଇ ବେଶ ଉତ୍ସାହୀ ରହିଛି। ଅନ୍ୟପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବାଂଲାଦେଶ ଖେଳିଥିବା […]

ଦୁବାଇ: ଦୁଇଥରର ଚାମ୍ପିଅନ ଭାରତ ଓ ପଡୋଶୀ ବାଂଲାଦେଶ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌-ଏ’ ଲିଗ୍‌ ମୁକାବିଲା ଅନୁଷ୍ଠିତ ହେବ। ଆଜିର ମ୍ୟାଚରେ ବାଂଲାଦେଶ ଟସ୍ ଜିତି  ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ନିକଟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଶକ୍ତିଶାଳୀ ଇଂଲଣ୍ଡକୁ ୩-୦ରେ ପରାସ୍ତ କରି ସିରିଜ୍‌ ସୁଇପ୍‌ ହାସଲ କରିଥିବା ରୋହିତ ଶର୍ମାଙ୍କ ଭାରତ ଏହି ମୁକାବିଲା ନେଇ ବେଶ ଉତ୍ସାହୀ ରହିଛି। ଅନ୍ୟପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବାଂଲାଦେଶ ଖେଳିଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ସମସ୍ତ ମ୍ୟାଚ୍‌ରେ ପରାଜିତ ହୋଇଛି। ଫିଲ ସିମନ୍ସ ଓ ସଲ୍ଲାଉଦ୍ଦିନଙ୍କ ଯୋଡି ଏବେ ବାଂଲାଦେଶକୁ ଏକ ଲଢ଼ୁଆ ଦଳରେ ପରିଣତ କରିଥିଲାବେଳେ ଭାରତକୁ କଡ଼ା ଜବାବ ଦେବ ବୋଲି ଯୋଜନା କରିଛି। ଏଣୁ ଏହି ମୁକାବିଲାଟି ବେଶ ରୋମାଞ୍ଚକ ହେବ ବୋଲି ଭାରତୀୟ କ୍ରିକେଟପ୍ରେମୀ ମାନେ ଆଶା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଭାରତ
ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ହର୍ଷିତ ରାଣା, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ।

ବାଂଲାଦେଶ
ନାଜମୁଲ ହୋସେନ ସାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତାନଜିଦ ହାସନ, ତୋହିଦ ହୃଦୟ, ମୁସ୍‌ଫିକର ରହିମ,  ଜାକିର ଅଲି ଅନିକ, ମେହଦୀ ହାସନ ମିରାଜ, ରିସାଦ ହୋସେନ, ତାସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହମାନ ଓ ତଞ୍ଜିମ ହାସନ ସକିବ ।

20 Feb 2025 By The Sakala

ଚାମ୍ପିଅନ୍ସ ଟ୍ରଫି: ଭାରତ-ବାଂଲାଦେଶ ମୁକାବିଲା, ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ: ଦୁଇଥରର ଚାମ୍ପିଅନ ଭାରତ ଓ ପଡୋଶୀ ବାଂଲାଦେଶ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌-ଏ’ ଲିଗ୍‌ ମୁକାବିଲା ଅନୁଷ୍ଠିତ ହେବ। ଆଜିର ମ୍ୟାଚରେ ବାଂଲାଦେଶ ଟସ୍ ଜିତି  ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ନିକଟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଶକ୍ତିଶାଳୀ ଇଂଲଣ୍ଡକୁ ୩-୦ରେ ପରାସ୍ତ କରି ସିରିଜ୍‌ ସୁଇପ୍‌ ହାସଲ କରିଥିବା ରୋହିତ ଶର୍ମାଙ୍କ ଭାରତ ଏହି ମୁକାବିଲା ନେଇ ବେଶ ଉତ୍ସାହୀ ରହିଛି। ଅନ୍ୟପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବାଂଲାଦେଶ ଖେଳିଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୱେଷ୍ଟଇଣ୍ଡିଜ୍‌ ନିକଟରୁ ସମସ୍ତ ମ୍ୟାଚ୍‌ରେ ପରାଜିତ ହୋଇଛି। ଫିଲ ସିମନ୍ସ ଓ ସଲ୍ଲାଉଦ୍ଦିନଙ୍କ ଯୋଡି ଏବେ ବାଂଲାଦେଶକୁ ଏକ ଲଢ଼ୁଆ ଦଳରେ ପରିଣତ କରିଥିଲାବେଳେ ଭାରତକୁ କଡ଼ା ଜବାବ ଦେବ ବୋଲି ଯୋଜନା କରିଛି। ଏଣୁ ଏହି ମୁକାବିଲାଟି ବେଶ ରୋମାଞ୍ଚକ ହେବ ବୋଲି ଭାରତୀୟ କ୍ରିକେଟପ୍ରେମୀ ମାନେ ଆଶା ରଖିଛନ୍ତି।

ଭାରତ
ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ହର୍ଷିତ ରାଣା, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ।

ବାଂଲାଦେଶ
ନାଜମୁଲ ହୋସେନ ସାଣ୍ଟୋ (ଅଧିନାୟକ), ସୌମ୍ୟ ସରକାର, ତାନଜିଦ ହାସନ, ତୋହିଦ ହୃଦୟ, ମୁସ୍‌ଫିକର ରହିମ,  ଜାକିର ଅଲି ଅନିକ, ମେହଦୀ ହାସନ ମିରାଜ, ରିସାଦ ହୋସେନ, ତାସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହମାନ ଓ ତଞ୍ଜିମ ହାସନ ସକିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର