ମନୋରଞ୍ଜନ
ଓଡ଼ିଶା
ଏସୀୟ କ୍ରୀଡ଼ା ୨୦୨୩: ମହିଳା ଟିମ୍ ଇଭେଣ୍ଟ ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ
ହାଙ୍ଗଝୋଉ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଟିମ୍ ଇଭେଣ୍ଟ ତୀରନ୍ଦାଜୀରେ ଭାରତ ସ୍ୱର୍ଣ୍ଣ ପଦକ ହସଲ କରିଛି। ଜ୍ୟୋତି, ଅଦିତି ଓ ପରନୀତ କୌରଙ୍କ ଟିମ୍ ଭାରତ ପାଇଁ ଏସି ଫଳତା ଆଣିଛନ୍ତି। ଏଥିସହ ଭାରତବର୍ତ୍ତମାନ ସୁଦ୍ଧା ୧୯ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ମୋଟ ୮୨ଟି ପଦକ ହାସଲ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା