ଅଷ୍ଟ୍ରେଲିଆନ୍ ଓପନ୍ ଜିତି ୨୧ଟି ଗ୍ରାଣ୍ଡ୍ ସ୍ଲାମ୍ ଜିତିବାର ବିଶ୍ଵର ପ୍ରଥମ ପୁରୁଷ ଖେଳାଳି ହେଲେ ରାଫେଲ୍ ନାଦାଲ୍

The Sakala Picture
Published On

ମେଲବର୍ଣ୍ଣ: ଇତିହାସ ରଚିଲେ ରାଫେଲ୍ ନାଦାଲ୍। ସ୍ପେନର ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଶ୍ଵର ପ୍ରଥମ ପୁରୁଷ ଟେନିସ୍ ଖେଳାଳି ଭାବେ ୨୧ଟି ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲ ମ୍ୟାଚରେ ରୁଷୀୟ ଟେନିସ ଖେଳାଳି ଡାନିଏଲ୍ ମେଦଭେଦବଙ୍କୁ ଏକ ସଂଘର୍ଷମୟ ମୁକାବିଲାରେ ପରାନ୍ତ କରିଛନ୍ତି। ଏହା ନାଦାଲଙ୍କ କ୍ୟାରିଅରର ଦ୍ଵିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟେଲ। ଏହି ଟାଇଟେଲ ସହ ନାଦାଲ୍ ଅନ୍ୟ ଦୁଇ ମହାନ ଖେଳାଳି ସ୍ଵିଜରଲ୍ୟାଣ୍ଡର […]

ମେଲବର୍ଣ୍ଣ: ଇତିହାସ ରଚିଲେ ରାଫେଲ୍ ନାଦାଲ୍। ସ୍ପେନର ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଶ୍ଵର ପ୍ରଥମ ପୁରୁଷ ଟେନିସ୍ ଖେଳାଳି ଭାବେ ୨୧ଟି ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲ ମ୍ୟାଚରେ ରୁଷୀୟ ଟେନିସ ଖେଳାଳି ଡାନିଏଲ୍ ମେଦଭେଦବଙ୍କୁ ଏକ ସଂଘର୍ଷମୟ ମୁକାବିଲାରେ ପରାନ୍ତ କରିଛନ୍ତି। ଏହା ନାଦାଲଙ୍କ କ୍ୟାରିଅରର ଦ୍ଵିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟେଲ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ଏହି ଟାଇଟେଲ ସହ ନାଦାଲ୍ ଅନ୍ୟ ଦୁଇ ମହାନ ଖେଳାଳି ସ୍ଵିଜରଲ୍ୟାଣ୍ଡର ରୋଜର ଫେଡେରର ଓ ସର୍ବିଆର ନୋଭାକ୍ ଜୋକୋଭିଚଙ୍କୁ ପଛରେ ପକାଇ ଦେଇଛନ୍ତି । ଫେଡେରର୍ ଓ ଜୋକୋଭିଚ୍ ୨୦ଟି ଲେଖାଏଁ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିଛନ୍ତି।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

ସୂଚନା ଅନୁଯାୟୀ, ୨୦୦୯ରେ ନାଦାଲ୍ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଥିଲେ। ଏହାପରେ ସେ ୪ ଥର ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ହାରି ଯାଇଥିଲେ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

30 Jan 2022 By The Sakala

ଅଷ୍ଟ୍ରେଲିଆନ୍ ଓପନ୍ ଜିତି ୨୧ଟି ଗ୍ରାଣ୍ଡ୍ ସ୍ଲାମ୍ ଜିତିବାର ବିଶ୍ଵର ପ୍ରଥମ ପୁରୁଷ ଖେଳାଳି ହେଲେ ରାଫେଲ୍ ନାଦାଲ୍

ମେଲବର୍ଣ୍ଣ: ଇତିହାସ ରଚିଲେ ରାଫେଲ୍ ନାଦାଲ୍। ସ୍ପେନର ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଶ୍ଵର ପ୍ରଥମ ପୁରୁଷ ଟେନିସ୍ ଖେଳାଳି ଭାବେ ୨୧ଟି ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲ ମ୍ୟାଚରେ ରୁଷୀୟ ଟେନିସ ଖେଳାଳି ଡାନିଏଲ୍ ମେଦଭେଦବଙ୍କୁ ଏକ ସଂଘର୍ଷମୟ ମୁକାବିଲାରେ ପରାନ୍ତ କରିଛନ୍ତି। ଏହା ନାଦାଲଙ୍କ କ୍ୟାରିଅରର ଦ୍ଵିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟେଲ।

ଏହି ଟାଇଟେଲ ସହ ନାଦାଲ୍ ଅନ୍ୟ ଦୁଇ ମହାନ ଖେଳାଳି ସ୍ଵିଜରଲ୍ୟାଣ୍ଡର ରୋଜର ଫେଡେରର ଓ ସର୍ବିଆର ନୋଭାକ୍ ଜୋକୋଭିଚଙ୍କୁ ପଛରେ ପକାଇ ଦେଇଛନ୍ତି । ଫେଡେରର୍ ଓ ଜୋକୋଭିଚ୍ ୨୦ଟି ଲେଖାଏଁ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିଛନ୍ତି।

ସୂଚନା ଅନୁଯାୟୀ, ୨୦୦୯ରେ ନାଦାଲ୍ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଥିଲେ। ଏହାପରେ ସେ ୪ ଥର ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ହାରି ଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର