ଦ୍ବିତୀୟ ଟେଷ୍ଟରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

The Sakala Picture
Published On

ଜୋହାନ୍ସବର୍ଗ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ । ଦ୍ବିତୀୟ ଇନିଂସରେ ଫେଲ ମାରିଲେ ପେସ୍‌ ବାହିନୀ । ଅଧିନାୟକ ଡିନ୍‌ ଏଲଗାରଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ଘରୋଇ ଦଳକୁ ୨୪୦ରନର ଆବଶ୍ୟକତା ଥିବା ବେଳେ ସହଜରେ ହାସଲ କରିନେଇଛି । ଦଳ ପକ୍ଷରୁ […]

ଜୋହାନ୍ସବର୍ଗ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ । ଦ୍ବିତୀୟ ଇନିଂସରେ ଫେଲ ମାରିଲେ ପେସ୍‌ ବାହିନୀ । ଅଧିନାୟକ ଡିନ୍‌ ଏଲଗାରଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ଘରୋଇ ଦଳକୁ ୨୪୦ରନର ଆବଶ୍ୟକତା ଥିବା ବେଳେ ସହଜରେ ହାସଲ କରିନେଇଛି । ଦଳ ପକ୍ଷରୁ ଆଇଡେନ୍‌ ମାର୍କରମ୍‌ ୩୧ ରନ କରିଥିବା ବେଳେ ଅଧିନାୟକ ଡିନ୍‌ ଏଲ୍‌ଗାର ଅପରାଜିତ ୯୬ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଆସନ୍ତା ୧୧ ତାରିଖରୁ ଖେଳାଯିବାକୁଥିବା ତୃତୀୟ ଟେଷ୍ଟ ସିରିଜ୍ ଫଳାଫଳ ନିର୍ଦ୍ଧାରଣ କରିବ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୦୨ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୨୨୯ ରନ୍ କରି ୨୭ ରନର ଅଗ୍ରଣୀ ହାସଲ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନରେ ଅଲଆଉଟ୍ ହୋଇ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ଟାର୍ଗେଟ୍ ରଖିଥିଲା।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

06 Jan 2022 By The Sakala

ଦ୍ବିତୀୟ ଟେଷ୍ଟରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ । ଦ୍ବିତୀୟ ଇନିଂସରେ ଫେଲ ମାରିଲେ ପେସ୍‌ ବାହିନୀ । ଅଧିନାୟକ ଡିନ୍‌ ଏଲଗାରଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ଘରୋଇ ଦଳକୁ ୨୪୦ରନର ଆବଶ୍ୟକତା ଥିବା ବେଳେ ସହଜରେ ହାସଲ କରିନେଇଛି । ଦଳ ପକ୍ଷରୁ ଆଇଡେନ୍‌ ମାର୍କରମ୍‌ ୩୧ ରନ କରିଥିବା ବେଳେ ଅଧିନାୟକ ଡିନ୍‌ ଏଲ୍‌ଗାର ଅପରାଜିତ ୯୬ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଆସନ୍ତା ୧୧ ତାରିଖରୁ ଖେଳାଯିବାକୁଥିବା ତୃତୀୟ ଟେଷ୍ଟ ସିରିଜ୍ ଫଳାଫଳ ନିର୍ଦ୍ଧାରଣ କରିବ।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୦୨ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୨୨୯ ରନ୍ କରି ୨୭ ରନର ଅଗ୍ରଣୀ ହାସଲ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନରେ ଅଲଆଉଟ୍ ହୋଇ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ଟାର୍ଗେଟ୍ ରଖିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp