ଭାରତକୁ ଟୋକିଓ ପାରାଲିମ୍ପିକ୍ସରେ ପଞ୍ଚମ ସ୍ବର୍ଣ୍ଣ: ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନଗର

The Sakala Picture
Published On

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି ରହିଛି। ରବିବାର ଭାରତକୁ ପଞ୍ଚମ ସ୍ବର୍ଣ୍ଣ ପଦକ ମିଳିଛି। ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କୃଷ୍ଣା ନଗର । ସେ ବ୍ୟାଡମିଣ୍ଟନ ଏସଏଚ୍-୬ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି। ଏଥିସହ ଭାରତର ପଦକ ସଂଖ୍ଯା ୧୯କୁ ବୃଦ୍ଧି ପାଇଛି। କୃଷ୍ଣା ନଗରଙ୍କ ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

05 Sep 2021 By The Sakala

ଭାରତକୁ ଟୋକିଓ ପାରାଲିମ୍ପିକ୍ସରେ ପଞ୍ଚମ ସ୍ବର୍ଣ୍ଣ: ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନଗର

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ଦବଦବା ଜାରି ରହିଛି। ରବିବାର ଭାରତକୁ ପଞ୍ଚମ ସ୍ବର୍ଣ୍ଣ ପଦକ ମିଳିଛି। ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କୃଷ୍ଣା ନଗର । ସେ ବ୍ୟାଡମିଣ୍ଟନ ଏସଏଚ୍-୬ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି। ଏଥିସହ ଭାରତର ପଦକ ସଂଖ୍ଯା ୧୯କୁ ବୃଦ୍ଧି ପାଇଛି। କୃଷ୍ଣା ନଗରଙ୍କ ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

https://www.thesakala.in/sports/tokyo-paralympics-badminton-mens-singles-krishna-nagar-beats-kai-man-chu-to-win-gold/article-5188
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର