ମନୋରଞ୍ଜନ
ଓଡ଼ିଶା
କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ପରେ ସ୍ଥଗିତ ହେଲା ଭାରତ- ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦
କଲମ୍ବୋ: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମଙ୍ଗଳାବାର ଅନୁଷ୍ଠିତ ହେବାରୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ସ୍ଥଗିତ କରାଯାଇଛି। ଉଭୟ ଦଳର ଖେଳାଳୀଙ୍କୁ ଆଇସୋଲେସନରେ ରଖାଯାଇଛି। ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଣ୍ଡ୍ୟା ପଜିଟିଭ ଚିହ୍ନଟ ପରେ ଆଜି ହେବାକୁ ଥିବା ମ୍ୟାଚ୍ ଘୁଞ୍ଚିଇ ଦିଆଯାଇଛି। ଆଇସୋଲେସନରେ ଥିବା ଖେଳାଳୀଙ୍କ କରୋନା ରିପୋର୍ଟ ଯଦି ନେଗେଟିଭ୍ ଆସେ ତେବେ ଆଜିର ସ୍ଥଗିତ ମ୍ଯାଚ ଆସନ୍ତାକାଲି […]
କଲମ୍ବୋ: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମଙ୍ଗଳାବାର ଅନୁଷ୍ଠିତ ହେବାରୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ସ୍ଥଗିତ କରାଯାଇଛି। ଉଭୟ ଦଳର ଖେଳାଳୀଙ୍କୁ ଆଇସୋଲେସନରେ ରଖାଯାଇଛି।
ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ
ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଣ୍ଡ୍ୟା ପଜିଟିଭ ଚିହ୍ନଟ ପରେ ଆଜି ହେବାକୁ ଥିବା ମ୍ୟାଚ୍ ଘୁଞ୍ଚିଇ ଦିଆଯାଇଛି। ଆଇସୋଲେସନରେ ଥିବା ଖେଳାଳୀଙ୍କ କରୋନା ରିପୋର୍ଟ ଯଦି ନେଗେଟିଭ୍ ଆସେ ତେବେ ଆଜିର ସ୍ଥଗିତ ମ୍ଯାଚ ଆସନ୍ତାକାଲି ଅର୍ଥାତ ବୁଧବାର ଖେଳାଯିବ ବୋଲି ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ
ସୂଚନା ଅନୁଯାୟା, ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଭାରତ ୩୮ ରନ୍ରେ ବିଜୟ ହାସଲ କରିଥିଲା । ସୂର୍ଯ୍ଯକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ବଳରେ ଭାରତର ବିଜୟ ସହଜ ହୋଇଥିଲା ।






