ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ୪ ୱିକେଟରେ ଇଂଲଣ୍ଡକୁ ପରାସ୍ତ କଲା ଭାରତ

The Sakala Picture
Published On

ନାଗପୁର: ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ। ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଭାରତ ଆଗରେ ୨୪୯ ରନର ଲକ୍ଷ୍ୟ ରଖିଥିଲା। ଭାରତ ୩୮.୪ ଓଭରରେ ୬ ୱିକେଟ ହରାଇ ୨୫୧ ରନ କରି ମ୍ୟାଚକୁ ସହଜରେ ଜିିତି ନେଇଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୭ ବଲରେ ୨ରନ କରି ଆଉଟ ହୋଇଥିବାବେଳେ ଯଶସ୍ଵୀ ଜୟସ୍ଵାଲ ୨୨ ବଲରେ ୧୫ ରନ କରି ଆଉଟ […]

ନାଗପୁର: ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ। ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଭାରତ ଆଗରେ ୨୪୯ ରନର ଲକ୍ଷ୍ୟ ରଖିଥିଲା। ଭାରତ ୩୮.୪ ଓଭରରେ ୬ ୱିକେଟ ହରାଇ ୨୫୧ ରନ କରି ମ୍ୟାଚକୁ ସହଜରେ ଜିିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୭ ବଲରେ ୨ରନ କରି ଆଉଟ ହୋଇଥିବାବେଳେ ଯଶସ୍ଵୀ ଜୟସ୍ଵାଲ ୨୨ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିଲେ ଶ୍ରେୟାସ ଆୟର ଓ ଶୁବମାନ ଗିଲ୍‌। ଶ୍ରେୟାସ ଆୟର ୩୬ ବଲରେ ୫୯ ରନ କରି ଆଉଟ ହୋଇଥିଲେ। ପରେ ଅକ୍ଷର ପଟେଲ ଶୁବମାନ ଗିଲଙ୍କ ସାଥ ଦେଇଥିଲେ। ଅକ୍ଷର ପଟେଲ ବଲରେ ରନ କରିଥିବାବେଳେ ଶୁବମାନ ଗିଲ ବଲରେ ରନ କରିଥିଲେ। ଅକ୍ଷର ପଟେଲ ୪୭ ବଲରେ ୫୨ ରନ କରି ଆଉଟ ହୋଇଥିଲେ। ପରେ ଲୋକେଶ ରାହୁଲ ଆସିଥିଲେ। ଲୋକେଶ ରାହୁଲ ୯ ବଲରେ ୨ ରନ କରି ଆଉଟ ହୋଇଥିଲେ। ଶୁବମାନ ଗିଲ୍‌ ୯୬ ବଲରେ ୮୭ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରେ ୬ ରନ କରି ଅପରାଜିତ ରହିଥିବାବେଳେ ରବୀନ୍ଦ୍ର ଜାଡେଜା ୧୦ ବଲରେ ୧୨ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଇଂଲଣ୍ଡ ପକ୍ଷରୁ ସାକିବ ମହମ୍ମଦ୍‌ ଓ ଆଦିଲ ରସିଦ ଉଭୟ ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ଜୋଫ୍ରା ଆର୍ଚର  ଓ ଜ୍ୟାକବ ବେଥେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର