ଦୁଇ ସନ୍ତାନଙ୍କ ସହ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବେ ବିରାଟ-ଅନୁଷ୍କା !

The Sakala Picture
Published On

ନୂଆଦିଲ୍ଲୀ: ଭାରତ ଛାଡ଼ି ଲଣ୍ଡନରେ ରହିବେ ବିରାଟ-ଅନୁଷ୍କା । କ୍ରିକେଟ ଷ୍ଟାର ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ ତାରକା ଅନୁଷ୍କା ସବୁଦିନ ପାଇଁ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ବିରାଟ କୋହଲି, ପତ୍ନୀ ଅନୁଷ୍କା ଶର୍ମା ଦୁଇ ସନ୍ତାନ ଭାମିକା ଓ ଅକାୟ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବେ। ଏ ସମ୍ପର୍କରେ ତାଙ୍କ ପିଲାଦିନର କୋଚ୍‌‌ ରାଜକୁମାର ଶର୍ମା ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଅବସର ପରେ ସେ ଓ ତାଙ୍କ ପରିବାର […]

ନୂଆଦିଲ୍ଲୀ: ଭାରତ ଛାଡ଼ି ଲଣ୍ଡନରେ ରହିବେ ବିରାଟ-ଅନୁଷ୍କା । କ୍ରିକେଟ ଷ୍ଟାର ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ ତାରକା ଅନୁଷ୍କା ସବୁଦିନ ପାଇଁ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ବିରାଟ କୋହଲି, ପତ୍ନୀ ଅନୁଷ୍କା ଶର୍ମା ଦୁଇ ସନ୍ତାନ ଭାମିକା ଓ ଅକାୟ ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବେ। ଏ ସମ୍ପର୍କରେ ତାଙ୍କ ପିଲାଦିନର କୋଚ୍‌‌ ରାଜକୁମାର ଶର୍ମା ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଅବସର ପରେ ସେ ଓ ତାଙ୍କ ପରିବାର ଲଣ୍ଡନରେ ରହିବେ, କିନ୍ତୁ ଏହାର କାରଣ ସମ୍ପର୍କରେ ସେ କିଛି କହିନାହାନ୍ତି। ଆଜିକାଲି ସେ ଅଧିକାଂଶ ସମୟ ଲଣ୍ଡନରେ ରହୁଛନ୍ତି। ଏପରିକି ନିକଟରେ ଅର୍ଥାତ ଫେବୃଆରୀ ୧୫ରେ ତାଙ୍କର ଦ୍ୱିତୀୟ ସନ୍ତାନ ତଥା ପୁତ୍ର ଅକାୟ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲା। ସେଠାରେ କୋହଲିଙ୍କର ଘର ଓ ବ୍ୟବସାୟ ରହିଛି। ଏ ସମ୍ପର୍କରେ ରାଜକୁମାର ସୂଚନା ଦେଇଥିଲେ ମଧ୍ୟ କୋହଲି, ଅନୁଷ୍କା କିମ୍ବା ଅନ୍ୟ କେହି କିଛି ସୂଚନା ଦେଇ ନାହାନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp