କୋଚ୍‌‌ ହେବାକୁ ଗମ୍ଭୀରଙ୍କୁ ବିସିସିଆଇର ପ୍ରସ୍ତାବ

The Sakala Picture
Published On

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକ୍‌‌ପ୍‌‌ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ପଦରୁ ଅବ୍ୟାହତି ନେବେ। ଫଳରେ ନୂଆ ପ୍ରଶିକ୍ଷକ ନିଯୁକ୍ତି ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତତ୍ପରତା ପ୍ରକାଶ କରିଛି। ଏବେ ଏହି ହାଇପ୍ରୋଫାଇଲ ପଦରେ ନିଯୁକ୍ତି ଦେବାକୁ ପୂର୍ବତନ ଓପନର ଗୌତମ୍‌‌ ଗମ୍ଭୀରଙ୍କୁ ବିସିସିଆଇ ତରଫରୁ ପ୍ରସ୍ତାବ ଦିଆଯାଇଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ପରେ ଏ ସଂକ୍ରାନ୍ତରେ ଗମ୍ଭୀରଙ୍କ ସହ ବିସିସିଆଇ ଆଲୋଚନା କରିବ। ଗମ୍ଭୀର ଏବେ […]

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକ୍‌‌ପ୍‌‌ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ପଦରୁ ଅବ୍ୟାହତି ନେବେ। ଫଳରେ ନୂଆ ପ୍ରଶିକ୍ଷକ ନିଯୁକ୍ତି ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତତ୍ପରତା ପ୍ରକାଶ କରିଛି। ଏବେ ଏହି ହାଇପ୍ରୋଫାଇଲ ପଦରେ ନିଯୁକ୍ତି ଦେବାକୁ ପୂର୍ବତନ ଓପନର ଗୌତମ୍‌‌ ଗମ୍ଭୀରଙ୍କୁ ବିସିସିଆଇ ତରଫରୁ ପ୍ରସ୍ତାବ ଦିଆଯାଇଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ପରେ ଏ ସଂକ୍ରାନ୍ତରେ ଗମ୍ଭୀରଙ୍କ ସହ ବିସିସିଆଇ ଆଲୋଚନା କରିବ। ଗମ୍ଭୀର ଏବେ କୋଲକାତା ନାଇଟ ରାଇଡର୍ସ (କେକେଆର)ର ମେଣ୍ଟର ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ୍‌‌ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌‌ରେ ଭାରତକୁ ଚାମ୍ପିଅନ କରାଇବାରେ ଗମ୍ଭୀରଙ୍କ ପ୍ରମୁଖ ଭୂମିକା ରହିଥିଲା।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

18 May 2024 By The Sakala

କୋଚ୍‌‌ ହେବାକୁ ଗମ୍ଭୀରଙ୍କୁ ବିସିସିଆଇର ପ୍ରସ୍ତାବ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକ୍‌‌ପ୍‌‌ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ପଦରୁ ଅବ୍ୟାହତି ନେବେ। ଫଳରେ ନୂଆ ପ୍ରଶିକ୍ଷକ ନିଯୁକ୍ତି ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତତ୍ପରତା ପ୍ରକାଶ କରିଛି। ଏବେ ଏହି ହାଇପ୍ରୋଫାଇଲ ପଦରେ ନିଯୁକ୍ତି ଦେବାକୁ ପୂର୍ବତନ ଓପନର ଗୌତମ୍‌‌ ଗମ୍ଭୀରଙ୍କୁ ବିସିସିଆଇ ତରଫରୁ ପ୍ରସ୍ତାବ ଦିଆଯାଇଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ପରେ ଏ ସଂକ୍ରାନ୍ତରେ ଗମ୍ଭୀରଙ୍କ ସହ ବିସିସିଆଇ ଆଲୋଚନା କରିବ। ଗମ୍ଭୀର ଏବେ କୋଲକାତା ନାଇଟ ରାଇଡର୍ସ (କେକେଆର)ର ମେଣ୍ଟର ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ୍‌‌ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌‌ରେ ଭାରତକୁ ଚାମ୍ପିଅନ କରାଇବାରେ ଗମ୍ଭୀରଙ୍କ ପ୍ରମୁଖ ଭୂମିକା ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର