ଆଇପିଏଲ୍ ୨୦୨୪: କୋଲକାତାକୁ ୧୮୩ ରନର ଟାର୍ଗେଟ ଦେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

The Sakala Picture
Published On

ବେଙ୍ଗାଲୁରୁ: ଆଇପିଏଲ୍ ୧୭ତମ ସଂସ୍କରଣରେ ଦଶମ ଲିଗ୍ ମୁକା ବିଲାରେ ମୁହାଁମୁହିଁ ହୋଇଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ […]

ବେଙ୍ଗାଲୁରୁ: ଆଇପିଏଲ୍ ୧୭ତମ ସଂସ୍କରଣରେ ଦଶମ ଲିଗ୍ ମୁକା ବିଲାରେ ମୁହାଁମୁହିଁ ହୋଇଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ କୋଲକାତା ନାଇଟ୍ ରାଇଡର୍ସକୁ ୧୮୩ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଆରସିବି ପକ୍ଷରୁ ଫାଫ୍ ଡୁପ୍ଲେସିସ୍ ୬ ବଲରେ ୮ ରନ କରି ଆଉଟ ହୋଇଥିଲେ। କ୍ୟାମେରନ୍ ଗ୍ରୀନ୍ ୨୧ ବଲରେ ୩୩ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ୧୯ ବଲରେ ୨୮ ରନ, ରଜତ ପାଟିଦାର ୪ ବଲରେ ୩ ରନ ଓ ଅନୁଜ ରାୱତ ୩ ବଲରେ ୩ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ଗୋଟିଏ ପଟେ ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି ୫୯ ବଲର ୮୩ ରନ କରି ଅପରାଜିତ ରହିଥିବା ବେଳେ ଦୀନେଶ କାର୍ତ୍ତିକ ୮ ବଲରେ ୨୦ ରନ କରି ରନଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

କେକେଆର ପକ୍ଷରୁ ହର୍ଷିତ ରାଣା ଓ ଆଣ୍ଡ୍ରେ ରସେଲ ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ସୁନୀଲ ନାରିନ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

29 Mar 2024 By The Sakala

ଆଇପିଏଲ୍ ୨୦୨୪: କୋଲକାତାକୁ ୧୮୩ ରନର ଟାର୍ଗେଟ ଦେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଆଇପିଏଲ୍ ୧୭ତମ ସଂସ୍କରଣରେ ଦଶମ ଲିଗ୍ ମୁକା ବିଲାରେ ମୁହାଁମୁହିଁ ହୋଇଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ କୋଲକାତା ନାଇଟ୍ ରାଇଡର୍ସକୁ ୧୮୩ ରନର ଆବଶ୍ୟକତା ରହିଛି।

ଆରସିବି ପକ୍ଷରୁ ଫାଫ୍ ଡୁପ୍ଲେସିସ୍ ୬ ବଲରେ ୮ ରନ କରି ଆଉଟ ହୋଇଥିଲେ। କ୍ୟାମେରନ୍ ଗ୍ରୀନ୍ ୨୧ ବଲରେ ୩୩ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ୧୯ ବଲରେ ୨୮ ରନ, ରଜତ ପାଟିଦାର ୪ ବଲରେ ୩ ରନ ଓ ଅନୁଜ ରାୱତ ୩ ବଲରେ ୩ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ଗୋଟିଏ ପଟେ ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି ୫୯ ବଲର ୮୩ ରନ କରି ଅପରାଜିତ ରହିଥିବା ବେଳେ ଦୀନେଶ କାର୍ତ୍ତିକ ୮ ବଲରେ ୨୦ ରନ କରି ରନଆଉଟ ହୋଇଥିଲେ।

କେକେଆର ପକ୍ଷରୁ ହର୍ଷିତ ରାଣା ଓ ଆଣ୍ଡ୍ରେ ରସେଲ ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ସୁନୀଲ ନାରିନ ଗୋଟିଏ ୱିକେଟ ନେଇଥିଲେ।

https://www.thesakala.in/sports/indian-premier-league-2024-bengaluru-set-a-target-of-183-runs-to-kolkata/article-31019
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର