ଭାରତୀୟ କୁସ୍ତି ମହାସଂଘକୁ ରଦ୍ଦ କଲା କ୍ରୀଡ଼ା ମନ୍ତ୍ରାଳୟ, ନବ ନିର୍ବାଚିତ ଅଧ୍ୟକ୍ଷଙ୍କ ସହ ନୂଆ କାର୍ଯ୍ୟକାରିଣୀ ନିଲମ୍ବିତ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ରଦ୍ଦ । ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରାଳୟ । ନବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ । ଅଧ୍ୟକ୍ଷଙ୍କ ସହ କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀ ନିଲମ୍ବିତ । ସଞ୍ଜୟ ସିଂହଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଇଲା କ୍ରୀଡ଼ା ମନ୍ତ୍ରାଳୟ । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସଙ୍ଘର ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ ରୋକ ଲଗାଇ ଦିଆଯାଇଛି । ବିଜେପି […]

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ରଦ୍ଦ । ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରାଳୟ । ନବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ । ଅଧ୍ୟକ୍ଷଙ୍କ ସହ କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀ ନିଲମ୍ବିତ । ସଞ୍ଜୟ ସିଂହଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଇଲା କ୍ରୀଡ଼ା ମନ୍ତ୍ରାଳୟ । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସଙ୍ଘର ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ ରୋକ ଲଗାଇ ଦିଆଯାଇଛି । ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଗୁଜୁରାଟ ଟାଇଟନ୍ସକୁ ଫେରିବାକୁ ଚାହୁଁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, କିନ୍ତୁ ଅଧିନାୟକ ପଦ ଦାବି ଯୋଗୁଁ ଭାଙ୍ଗିଲା ଡିଲ୍

ନିକଟରେ ହୋଇଥିବା କୁସ୍ତି ମହାସଂଘ ନିର୍ବାଚନରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ । ଯାହାକୁ ବିରୋଧ କରିଥିଲ କୁସ୍ତିଯୋଦ୍ଧା । ପରେ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ୍ ରେସଲିଂରୁ ସନ୍ୟାସ ନେଇଥିଲା । ସେହିପରି କୁସ୍ତି ଯୋଦ୍ଧା ବା ଅଲମ୍ପିକ୍ସ ବିଜେତା ବଜରଙ୍ଗ ପୁନିଆ ସରକାରଙ୍କୁ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଥିଲେ । ଏବେ ଏହି ପ୍ରସଙ୍ଗରେ ବଡ଼ ନିଷ୍ପତି ନେଇଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ଭାରତୀୟ କୁସ୍ତି ମହାସଂଘକୁ ରଦ୍ଦ କରିବା ସହ ସଂଘର ସମସ୍ତ ନିଷ୍ପତି ଉପରେ ରୋକ ଲଗାଇ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: କଳିଙ୍ଗରେ ଐତିହାସିକ ବିଶ୍ୱ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ସିଲ୍‌ଭର୍‌ ମିଟ୍‌, ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମରେ ଜମିବ କ୍ରିଡା କୁମ୍ଭ

24 Dec 2023 By The Sakala

ଭାରତୀୟ କୁସ୍ତି ମହାସଂଘକୁ ରଦ୍ଦ କଲା କ୍ରୀଡ଼ା ମନ୍ତ୍ରାଳୟ, ନବ ନିର୍ବାଚିତ ଅଧ୍ୟକ୍ଷଙ୍କ ସହ ନୂଆ କାର୍ଯ୍ୟକାରିଣୀ ନିଲମ୍ବିତ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ରଦ୍ଦ । ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରାଳୟ । ନବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ । ଅଧ୍ୟକ୍ଷଙ୍କ ସହ କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀ ନିଲମ୍ବିତ । ସଞ୍ଜୟ ସିଂହଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଇଲା କ୍ରୀଡ଼ା ମନ୍ତ୍ରାଳୟ । ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସଙ୍ଘର ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ ରୋକ ଲଗାଇ ଦିଆଯାଇଛି । ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

ନିକଟରେ ହୋଇଥିବା କୁସ୍ତି ମହାସଂଘ ନିର୍ବାଚନରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ । ଯାହାକୁ ବିରୋଧ କରିଥିଲ କୁସ୍ତିଯୋଦ୍ଧା । ପରେ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ୍ ରେସଲିଂରୁ ସନ୍ୟାସ ନେଇଥିଲା । ସେହିପରି କୁସ୍ତି ଯୋଦ୍ଧା ବା ଅଲମ୍ପିକ୍ସ ବିଜେତା ବଜରଙ୍ଗ ପୁନିଆ ସରକାରଙ୍କୁ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଥିଲେ । ଏବେ ଏହି ପ୍ରସଙ୍ଗରେ ବଡ଼ ନିଷ୍ପତି ନେଇଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ଭାରତୀୟ କୁସ୍ତି ମହାସଂଘକୁ ରଦ୍ଦ କରିବା ସହ ସଂଘର ସମସ୍ତ ନିଷ୍ପତି ଉପରେ ରୋକ ଲଗାଇ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର