ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ, କବାଡିରେ ସ୍ୱର୍ଣ୍ଣ ସହ ପ୍ରଥମଥର ପାଇଁ ୧୦୦ ଛୁଇଁଲା ଭାରତର ପଦକ ସଂଖ୍ୟା

The Sakala Picture
Published On

ହାଙ୍ଗଝୋଉ: ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ । ଭାରତର ମୋଟ୍ ପଦକ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି । ଆଜି ତୀରନ୍ଦାଜୀ ଏବଂ କବାଡିରେ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି। ଏସିଆନ ଗେମ୍ସରେ ଭାରତ ଜିତିଥିବା ପଦକ ମଧ୍ୟରେ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୦ ପଦକ ଅଛି । ୧୦୦ ପଦକ ସହ ଏସୀୟ କ୍ରୀଡା ତାଲିକାର ଚତୁର୍ଥ ସ୍ଥାନରେ ଅଛି ଭାରତ । ଏସିଆନ୍ […]

ହାଙ୍ଗଝୋଉ: ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ । ଭାରତର ମୋଟ୍ ପଦକ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି । ଆଜି ତୀରନ୍ଦାଜୀ ଏବଂ କବାଡିରେ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି। ଏସିଆନ ଗେମ୍ସରେ ଭାରତ ଜିତିଥିବା ପଦକ ମଧ୍ୟରେ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୦ ପଦକ ଅଛି । ୧୦୦ ପଦକ ସହ ଏସୀୟ କ୍ରୀଡା ତାଲିକାର ଚତୁର୍ଥ ସ୍ଥାନରେ ଅଛି ଭାରତ ।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ଏସିଆନ୍ ଗେମ୍ସର ୧୪ତମ ଦିନରେ ଭାରତକୁ ଆଉ ୫ଟି ପଦକ ମିଳିଛି । ତୀରନ୍ଦାଜୀରେ ୨ଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ମିଳିଥିବା ବେଳେ ମହିଳା କବାଡ଼ି ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ମହିଳା ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ଭାରତର ଜ୍ୟୋତି ସୁରେକ୍ଷା ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ସମାନ ଇଭେଣ୍ଟରେ ଅଦିତି ଗୋପିଚାନ୍ଦ ହାତେଇଛନ୍ତି କାଂସ୍ୟ । ସେହିଭଳି ପୁରୁଷ ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ୍ ପ୍ରବୀଣ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଅଭିଷେକ ପାଇଛନ୍ତି ରୌପ୍ୟ ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

07 Oct 2023 By The Sakala

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ, କବାଡିରେ ସ୍ୱର୍ଣ୍ଣ ସହ ପ୍ରଥମଥର ପାଇଁ ୧୦୦ ଛୁଇଁଲା ଭାରତର ପଦକ ସଂଖ୍ୟା

ହାଙ୍ଗଝୋଉ: ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ । ଭାରତର ମୋଟ୍ ପଦକ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି । ଆଜି ତୀରନ୍ଦାଜୀ ଏବଂ କବାଡିରେ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି। ଏସିଆନ ଗେମ୍ସରେ ଭାରତ ଜିତିଥିବା ପଦକ ମଧ୍ୟରେ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୦ ପଦକ ଅଛି । ୧୦୦ ପଦକ ସହ ଏସୀୟ କ୍ରୀଡା ତାଲିକାର ଚତୁର୍ଥ ସ୍ଥାନରେ ଅଛି ଭାରତ ।

ଏସିଆନ୍ ଗେମ୍ସର ୧୪ତମ ଦିନରେ ଭାରତକୁ ଆଉ ୫ଟି ପଦକ ମିଳିଛି । ତୀରନ୍ଦାଜୀରେ ୨ଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ମିଳିଥିବା ବେଳେ ମହିଳା କବାଡ଼ି ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ମହିଳା ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ଭାରତର ଜ୍ୟୋତି ସୁରେକ୍ଷା ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ସମାନ ଇଭେଣ୍ଟରେ ଅଦିତି ଗୋପିଚାନ୍ଦ ହାତେଇଛନ୍ତି କାଂସ୍ୟ । ସେହିଭଳି ପୁରୁଷ ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ୍ ପ୍ରବୀଣ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଅଭିଷେକ ପାଇଛନ୍ତି ରୌପ୍ୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର