ଏସୀୟ କ୍ରୀଡ଼ା ୨୦୨୩: ମହିଳା ଗୋଲ୍ଫରେ ରୌପ୍ୟ ଜିତି ଇତିହାସ ରଚିଲେ ଭାରତର ଅଦିତି ଅଶୋକ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି। ଗୋଲ୍ଫରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି। ମହିଳା ଗୋଲ୍ଫରେ ରୌପ୍ୟ ଜିତିଛନ୍ତି ଅଦିତି ଅଶୋକ । ଏଥିସହ ଅଦିତି ଅଶୋକ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ଏସିଆଡ୍ରେ ପଦକ ଜିତିଛନ୍ତି ଅଦିତି ଅଶୋକ। ଏଥିସହ ବର୍ତ୍ତମାନ ୧୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ଭାରତକୁ […]
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି। ଗୋଲ୍ଫରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି। ମହିଳା ଗୋଲ୍ଫରେ ରୌପ୍ୟ ଜିତିଛନ୍ତି ଅଦିତି ଅଶୋକ । ଏଥିସହ ଅଦିତି ଅଶୋକ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ଏସିଆଡ୍ରେ ପଦକ ଜିତିଛନ୍ତି ଅଦିତି ଅଶୋକ। ଏଥିସହ ବର୍ତ୍ତମାନ ୧୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ଭାରତକୁ ୩୯ ପଦକ ମିଳିଛି।
01 Oct 2023
By The Sakala
ଏସୀୟ କ୍ରୀଡ଼ା ୨୦୨୩: ମହିଳା ଗୋଲ୍ଫରେ ରୌପ୍ୟ ଜିତି ଇତିହାସ ରଚିଲେ ଭାରତର ଅଦିତି ଅଶୋକ
ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି। ଗୋଲ୍ଫରେ ଭାରତକୁ ଏହି ରୌପ୍ୟ ପଦକ ମିଳିଛି। ମହିଳା ଗୋଲ୍ଫରେ ରୌପ୍ୟ ଜିତିଛନ୍ତି ଅଦିତି ଅଶୋକ । ଏଥିସହ ଅଦିତି ଅଶୋକ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ଏସିଆଡ୍ରେ ପଦକ ଜିତିଛନ୍ତି ଅଦିତି ଅଶୋକ। ଏଥିସହ ବର୍ତ୍ତମାନ ୧୦ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୪ ବ୍ରୋଞ୍ଜ ସହ ଭାରତକୁ ୩୯ ପଦକ ମିଳିଛି।
https://www.thesakala.in/sports/asian-games-2023-indian-golfer-aditi-ashok-wins-silver-medal-in-womens-individual-event/article-25952