ଆଇପିଏଲ ୨୦୨୩: ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୦୧ ରନର ଟାର୍ଗେଟ ଦେଲା କୋଲକାତା ନାଇଟ ରାଇଡର୍ସ

The Sakala Picture
Published On

ବେଙ୍ଗାଲୁରୁ:  ଆଜି ସନ୍ଧ୍ୟାରେ ଆଇପିଏଲ୍‌ର ୩୬ତମ୍ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ ଜିତି ବୋଲି ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୦୧ ରନର ଆବଶ୍ୟକତା ରହିଛି। କୋଲକାତା ପକ୍ଷରୁ ଜସନ ରୟ ୨୯ ବଲରେ ୫୬ […]

ବେଙ୍ଗାଲୁରୁ:  ଆଜି ସନ୍ଧ୍ୟାରେ ଆଇପିଏଲ୍‌ର ୩୬ତମ୍ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ ଜିତି ବୋଲି ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୦୧ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

କୋଲକାତା ପକ୍ଷରୁ ଜସନ ରୟ ୨୯ ବଲରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଜଗଦିସାନ ୨୯ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ନିତିଶ ରାଣା ଓ ଭେଙ୍କଟେଶ ଆୟର ସମ୍ଭାଳିଥିଲେ। ନିତିଶ ରାଣା ୨୧ ବଲରେ ୪୮ ରନ କରି ଆଉଟ ହୋଇଥିଲେ।  ଭେଙ୍କଟେଶ ଆୟର ୨୬ ବଲରେ ୩୧ ରନ କରି ଆଉଟ ହୋଇଥିଲା।  ପରେ ରସେଲ ଓ ରିଙ୍କୁ ସିଂହ ପାରିକୁ ସମ୍ଭାଳିଥିଲେ। ପରେ ରସେଲ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ପରେ ଡେଭିଡ ୱାଇଜ ୩ ବଲରେ ୧୨ ରନ କରି ଅପରାଜିତ ରହିଥିବା ବେଳେ ରିଙ୍କୁ ସିଂହ ୧୦ ବଲରେ ୧୮ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିଜୟକୁମାର ଓ ହସରଙ୍ଗା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସିରାଜ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

26 Apr 2023 By The Sakala

ଆଇପିଏଲ ୨୦୨୩: ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୦୧ ରନର ଟାର୍ଗେଟ ଦେଲା କୋଲକାତା ନାଇଟ ରାଇଡର୍ସ

ବେଙ୍ଗାଲୁରୁ:  ଆଜି ସନ୍ଧ୍ୟାରେ ଆଇପିଏଲ୍‌ର ୩୬ତମ୍ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ ଜିତି ବୋଲି ନିଷ୍ପତ୍ତି ନେଇଥିଲା । ଫଳରେ କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୨୦୧ ରନର ଆବଶ୍ୟକତା ରହିଛି।

କୋଲକାତା ପକ୍ଷରୁ ଜସନ ରୟ ୨୯ ବଲରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଜଗଦିସାନ ୨୯ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ନିତିଶ ରାଣା ଓ ଭେଙ୍କଟେଶ ଆୟର ସମ୍ଭାଳିଥିଲେ। ନିତିଶ ରାଣା ୨୧ ବଲରେ ୪୮ ରନ କରି ଆଉଟ ହୋଇଥିଲେ।  ଭେଙ୍କଟେଶ ଆୟର ୨୬ ବଲରେ ୩୧ ରନ କରି ଆଉଟ ହୋଇଥିଲା।  ପରେ ରସେଲ ଓ ରିଙ୍କୁ ସିଂହ ପାରିକୁ ସମ୍ଭାଳିଥିଲେ। ପରେ ରସେଲ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ପରେ ଡେଭିଡ ୱାଇଜ ୩ ବଲରେ ୧୨ ରନ କରି ଅପରାଜିତ ରହିଥିବା ବେଳେ ରିଙ୍କୁ ସିଂହ ୧୦ ବଲରେ ୧୮ ରନ କରି ଅପରାଜିତ ରହିଥିଲେ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିଜୟକୁମାର ଓ ହସରଙ୍ଗା ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସିରାଜ ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର