ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଭାରତୀୟ ଦଳ ଘୋଷଣା
ଭୁବନେଶ୍ବର: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ପଡିଆକୁ ଓହ୍ଲାଇବ । ପୁଣିଥରେ ଆଜିଙ୍କ୍ୟ ରାହେଣେ ଟେଷ୍ଟ ଦଳକୁ ଫେରିଛନ୍ତି। 🚨 NEWS 🚨#TeamIndia squad for ICC World Test Championship 2023 Final announced. Details 🔽 #WTC23 https://t.co/sz7F5ByfiU pic.twitter.com/KIcH530rOL — BCCI (@BCCI) April 25, 2023 ଭାରତୀୟ ଦଳ: ରୋହିତ […]
ଭୁବନେଶ୍ବର: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ପଡିଆକୁ ଓହ୍ଲାଇବ । ପୁଣିଥରେ ଆଜିଙ୍କ୍ୟ ରାହେଣେ ଟେଷ୍ଟ ଦଳକୁ ଫେରିଛନ୍ତି।
🚨 NEWS 🚨#TeamIndia squad for ICC World Test Championship 2023 Final announced.
ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ରDetails 🔽 #WTC23 https://t.co/sz7F5ByfiU pic.twitter.com/KIcH530rOL
ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ— BCCI (@BCCI) April 25, 2023
ଭାରତୀୟ ଦଳ: ରୋହିତ ଶର୍ମା ( ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା , ବିରାଟ କୋହଲି, ଆଜିଙ୍କ୍ୟ ରାହେଣେ , କେଏଲ ରାହୁଲ, କେଏସ. ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସର୍ଦ୍ଦୁଲ ଠାକୁର, ମହମ୍ମଦ ସାମ୍ମୀ, ମହମ୍ମଦ ସିରାଜ୍, ଉମେଶ ଯାଦବ, ଜୟଦେବ ଉନାଦକଟ ।
ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଭାରତୀୟ ଦଳ ଘୋଷଣା
ଭୁବନେଶ୍ବର: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ପଡିଆକୁ ଓହ୍ଲାଇବ । ପୁଣିଥରେ ଆଜିଙ୍କ୍ୟ ରାହେଣେ ଟେଷ୍ଟ ଦଳକୁ ଫେରିଛନ୍ତି।
🚨 NEWS 🚨#TeamIndia squad for ICC World Test Championship 2023 Final announced.
Details 🔽 #WTC23 https://t.co/sz7F5ByfiU pic.twitter.com/KIcH530rOL
— BCCI (@BCCI) April 25, 2023