ଆଇପିଏଲ ୨୦୨୩: କୋଲକାତା ନାଇଟ୍ ରାଇଡର୍ସକୁ ୨୩୬ ରନର ଟାର୍ଗେଟ ଦେଲା ଚେନ୍ନାଇ ସୁପର କିଙ୍ଗସ୍

The Sakala Picture
Published On

ବେଙ୍ଗାଲୁର: ରବିବାର ଆଇପିଏଲରେ ଆଜି ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହୋଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ୨୩୫ ରନ କରିଛି। ଏହି ମ୍ୟାଚକୁ କୋଲକାତା ନାଇଟ୍ ରାଇଡର୍ସ ଜିତିବାକୁ ହେଲେ ୨୩୬ ରନର ଆବଶ୍ୟକତା ରହିଛି। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ […]

ବେଙ୍ଗାଲୁର: ରବିବାର ଆଇପିଏଲରେ ଆଜି ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମୁହାଁମୁହିଁ ହୋଇଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ୨୩୫ ରନ କରିଛି। ଏହି ମ୍ୟାଚକୁ କୋଲକାତା ନାଇଟ୍ ରାଇଡର୍ସ ଜିତିବାକୁ ହେଲେ ୨୩୬ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଋତୁରାଜ ଗାଇକ୍ବାଡ ୨୦ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ପରେ ଫର୍ମରେ ଥିବା କନୱେ ୪୦ ବଲରେ ୫୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରାହାଣେ ଓ ସିଭମ ଦୁବେ ସମ୍ଭାଳିଥିଲେ। ଦୁବେ ୨୧ ବଲରେ ୫୦ ରନ କରି ଆଉଟ ହୋଇଥିଲେ। ପରେ ରବିନ୍ଦ୍ର ଜାଡେଜ ୮ ବଲରେ ୧୮ ରନ ରନ କରି ଆଉଟ ହୋଇଥିଲେ। ରାହାଣେ ୨୯ ବଲରେ ୭୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ କୁଲୱନ୍ତ ୨ଟି ୱିକେଟ ନେଇଥିବା ବେଳେ ସୁୟାସ ସର୍ମା ଓ ବରୁଣ ଚକ୍ରବର୍ତ୍ତି ଗୋଟିଏ ଲେଖାଏଁ  ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp