ଆଇପିଏଲ ୨୦୨୩: ରାଜସ୍ଥାନ ରୟାଲ୍ସକୁ ୧୫୫ ରନର ଟାର୍ଗେଟ ଦେଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

The Sakala Picture
Published On

ଜୟପୁର: ଇଣ୍ଡିଆ ପ୍ରିମିୟର ଲିଗରେ ଆଜି ୨୬ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁହାଁମୁହିଁ ହୋଇଛନ୍ତି । ପିଙ୍କ୍ ସିଟି ଜୟପୁରରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୫୪ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଜସ୍ଥାନକୁ ୧୫୫ ରନର ଆବଶ୍ୟକତା ରହିଛି। ଲକ୍ଷ୍ନୌ […]

ଜୟପୁର: ଇଣ୍ଡିଆ ପ୍ରିମିୟର ଲିଗରେ ଆଜି ୨୬ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁହାଁମୁହିଁ ହୋଇଛନ୍ତି । ପିଙ୍କ୍ ସିଟି ଜୟପୁରରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୫୪ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଜସ୍ଥାନକୁ ୧୫୫ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ  କେଏଲ ରାହୁଲ ୩୨ ବଲରେ ୩୯ ରନ କରି ଆଉଟ ହୋଇଥିଲେ। କାଇଲ୍ ମେୟର୍ସ ୪୨ ବଲରେ ୫୧ ରନ କରି ଆଉଟ ହୋଇଥିଲେ। ଆୟୂଷ ବଦୋନି ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ଦୀପକ ହୁଡ୍ଡା ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ମାର୍କସ ଷ୍ଟୋଇନିସ୍ ଓ ନିକୋଲାସ ପୂରନ ସମ୍ଭାଳିଥିଲେ। ମାର୍କସ ଷ୍ଟୋଇନିସ୍ ୧୬ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ପରେ ନିକୋଲାସ ପୂରନ ୨୦ ବଲରେ ୨୮ ରନ କରି ରନ ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ରାଜସ୍ଥାନ ରୟାଲ୍ସ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୨ଟି ୱିକେଟ ନେଇଥିଲେ। ସେହିପରି ଜାସନ ହୋଲଡର, ସନ୍ଦୀପ ଶର୍ମା ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp