ଆଇପିଏଲ ୨୦୨୩: କୋଲକାତାକୁ ୨୨୯ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ

The Sakala Picture
Published On

କୋଲକାତା: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଖେଳାଯାଉଛି ୧୯ତମ ମ୍ୟାଚ୍ । ସଂଧ୍ୟାରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । କୋଲକାତାର ଇନଡେନ ଗାର୍ଡେନରେ ଖେଳାଯାଇଛି ଏହି ମ୍ୟାଚ୍ । କୋଲକାତା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୨୨୨୮ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ସନରାଇଜର୍ସ ହାଇଦ୍ରାବାଦକୁ ୨୨୯ ରନର ଆବଶ୍ୟକତା […]

କୋଲକାତା: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଖେଳାଯାଉଛି ୧୯ତମ ମ୍ୟାଚ୍ । ସଂଧ୍ୟାରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । କୋଲକାତାର ଇନଡେନ ଗାର୍ଡେନରେ ଖେଳାଯାଇଛି ଏହି ମ୍ୟାଚ୍ । କୋଲକାତା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୨୨୨୮ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ସନରାଇଜର୍ସ ହାଇଦ୍ରାବାଦକୁ ୨୨୯ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମୟଙ୍କ ଅଗ୍ରୱାଲ ୧୩ ବଲରେ ୯ ରନ କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ୪ ବଲରେ ରନ କରି ଆଉଟ ହୋଇଥିଲେ। ଆଡେନ ମାକ୍ରମ ୨୬ ବଲରେ ୫୦ ରନ କରି ଆଉଟ ହୋଇଥିଲେ। ପାରିକୁ ହ୍ୟାରି ବ୍ରୁକ ଓ ଅଭିଶେକ ଶର୍ମା ସମ୍ଭାଳିଥିଲେ। ଅଭିଶେକ ଶର୍ମା ୧୭ ବଲରେ ୩୨ ରନ କରି ଆଉଟ ହୋଇଥିଲେ।  ହ୍ୟାରି ବ୍ରୁକ ୫୫ ବଲର ୧୦୦ ରନ କରି ଅପରାଜିତ ରହିଥିବା ବେଳେ କ୍ଲାସନ ୬ ବଲରେ ୧୬ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତି ଗୋଚଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

14 Apr 2023 By The Sakala

ଆଇପିଏଲ ୨୦୨୩: କୋଲକାତାକୁ ୨୨୯ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ

କୋଲକାତା: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଖେଳାଯାଉଛି ୧୯ତମ ମ୍ୟାଚ୍ । ସଂଧ୍ୟାରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । କୋଲକାତାର ଇନଡେନ ଗାର୍ଡେନରେ ଖେଳାଯାଇଛି ଏହି ମ୍ୟାଚ୍ । କୋଲକାତା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୨୨୨୮ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ସନରାଇଜର୍ସ ହାଇଦ୍ରାବାଦକୁ ୨୨୯ ରନର ଆବଶ୍ୟକତା ରହିଛି।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମୟଙ୍କ ଅଗ୍ରୱାଲ ୧୩ ବଲରେ ୯ ରନ କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ୪ ବଲରେ ରନ କରି ଆଉଟ ହୋଇଥିଲେ। ଆଡେନ ମାକ୍ରମ ୨୬ ବଲରେ ୫୦ ରନ କରି ଆଉଟ ହୋଇଥିଲେ। ପାରିକୁ ହ୍ୟାରି ବ୍ରୁକ ଓ ଅଭିଶେକ ଶର୍ମା ସମ୍ଭାଳିଥିଲେ। ଅଭିଶେକ ଶର୍ମା ୧୭ ବଲରେ ୩୨ ରନ କରି ଆଉଟ ହୋଇଥିଲେ।  ହ୍ୟାରି ବ୍ରୁକ ୫୫ ବଲର ୧୦୦ ରନ କରି ଅପରାଜିତ ରହିଥିବା ବେଳେ କ୍ଲାସନ ୬ ବଲରେ ୧୬ ରନ କରି ଅପରାଜିତ ରହିଥିଲେ।

କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତି ଗୋଚଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର