ହକି ଇଣ୍ଡିଆ ବାର୍ଷିକ ପୁରସ୍କାର-୨୦୨୨: ହକି ବିଶ୍ବକପକୁ ସଫଳ କରାଇବାରେ ଓଡ଼ିଶାର ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

The Sakala Picture
Published On

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅଶୋକା ହୋଟେଲରେ ହକି ଇଣ୍ଡିଆର ବାର୍ଷିକ ପୁରସ୍କାର- ୨୦୨୨ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହକି ଖେଳାଳିଙ୍କୁ ସମ୍ମାନିତ କରାଯାଉଛି। ପ୍ରଥମେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କିଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମାଇଲଷ୍ଟୋନ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।  ହକି ଇଣ୍ଡିଆରେ ଓଡ଼ିଶାର ଅବଦାନ, ହକି ବିଶ୍ଵକପ ଆୟୋଜନ ଏବଂ ଏହାକୁ ସଫଳ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅଶୋକା ହୋଟେଲରେ ହକି ଇଣ୍ଡିଆର ବାର୍ଷିକ ପୁରସ୍କାର- ୨୦୨୨ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହକି ଖେଳାଳିଙ୍କୁ ସମ୍ମାନିତ କରାଯାଉଛି। ପ୍ରଥମେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କିଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମାଇଲଷ୍ଟୋନ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।  ହକି ଇଣ୍ଡିଆରେ ଓଡ଼ିଶାର ଅବଦାନ, ହକି ବିଶ୍ଵକପ ଆୟୋଜନ ଏବଂ ଏହାକୁ ସଫଳ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହକି ଇଣ୍ଡିଆ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆୱାର୍ଡ଼ ଗ୍ରହଣ କରିଥିଲେ ନୂଆଦିଲ୍ଲୀ ଆବାସିକ କମିଶନର ଏସ୍ ରବିକାନ୍ତ ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ସେହିପରି ହକି ଇଣ୍ଡିଆର ପରଗଦ ସିଂହ ଆୱାର୍ଡ଼ ଫର୍ defender of the year ୨୦୨୧ର ମହିଳା କାଟାଗୋରୀରେ ଦୀପ ଗ୍ରେସ ଏକ୍କାଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିବା ବେଳେ  ହକି ଇଣ୍ଡିଆର ପରଗଦ ସିଂହ ଆୱାର୍ଡ଼ ଫର୍ defender of the year ୨୦୨୧ ର ପୁରୁଷ କାଟାଗୋରୀରେ  ଅମିତ ରୋହି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ଏହି କାର୍ଯ୍ଯକ୍ରମରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର  ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଯୋଗ ଦେଇଥିଲେ। ଅନୁରାଗ ଠାକୁର କହିଥିଲେ ଯେ, ହକି ବିଶ୍ଵକପର ସଫଳ ଆୟୋଜନ କରିଛି ଓଡ଼ିଶା । ପୁରୁଷ ଟିମ୍ ଏବଂ ମହିଳା ଟିମ୍ ଖୁବ୍ ପ୍ରସଂଶନୀୟ ପ୍ରଦର୍ଶନ କରୁଛନ୍ତି । ଜୁନିଅର ଟିମ୍ ମଧ୍ୟ  ଭଲ ପ୍ରଦର୍ଶନ କରିଛନ୍ତି ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଥିଲେ ଯେ,  ହକି ବର୍ତ୍ତମାନ କେବଳ ପଞ୍ଜାବ ହରିୟଣା ରେ ସୀମିତ ନାହିଁ । ଓଡ଼ିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡରୁ ଆରମ୍ଭ କରି ସମଗ୍ର ଦେଶରୁ ହକି ଖେଳାଳି ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

17 Mar 2023 By The Sakala

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର-୨୦୨୨: ହକି ବିଶ୍ବକପକୁ ସଫଳ କରାଇବାରେ ଓଡ଼ିଶାର ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅଶୋକା ହୋଟେଲରେ ହକି ଇଣ୍ଡିଆର ବାର୍ଷିକ ପୁରସ୍କାର- ୨୦୨୨ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହକି ଖେଳାଳିଙ୍କୁ ସମ୍ମାନିତ କରାଯାଉଛି। ପ୍ରଥମେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କିଙ୍କ ଅଭିଭାଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମାଇଲଷ୍ଟୋନ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।  ହକି ଇଣ୍ଡିଆରେ ଓଡ଼ିଶାର ଅବଦାନ, ହକି ବିଶ୍ଵକପ ଆୟୋଜନ ଏବଂ ଏହାକୁ ସଫଳ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହକି ଇଣ୍ଡିଆ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆୱାର୍ଡ଼ ଗ୍ରହଣ କରିଥିଲେ ନୂଆଦିଲ୍ଲୀ ଆବାସିକ କମିଶନର ଏସ୍ ରବିକାନ୍ତ ।

ସେହିପରି ହକି ଇଣ୍ଡିଆର ପରଗଦ ସିଂହ ଆୱାର୍ଡ଼ ଫର୍ defender of the year ୨୦୨୧ର ମହିଳା କାଟାଗୋରୀରେ ଦୀପ ଗ୍ରେସ ଏକ୍କାଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିବା ବେଳେ  ହକି ଇଣ୍ଡିଆର ପରଗଦ ସିଂହ ଆୱାର୍ଡ଼ ଫର୍ defender of the year ୨୦୨୧ ର ପୁରୁଷ କାଟାଗୋରୀରେ  ଅମିତ ରୋହି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ଯକ୍ରମରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର  ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଯୋଗ ଦେଇଥିଲେ। ଅନୁରାଗ ଠାକୁର କହିଥିଲେ ଯେ, ହକି ବିଶ୍ଵକପର ସଫଳ ଆୟୋଜନ କରିଛି ଓଡ଼ିଶା । ପୁରୁଷ ଟିମ୍ ଏବଂ ମହିଳା ଟିମ୍ ଖୁବ୍ ପ୍ରସଂଶନୀୟ ପ୍ରଦର୍ଶନ କରୁଛନ୍ତି । ଜୁନିଅର ଟିମ୍ ମଧ୍ୟ  ଭଲ ପ୍ରଦର୍ଶନ କରିଛନ୍ତି ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଥିଲେ ଯେ,  ହକି ବର୍ତ୍ତମାନ କେବଳ ପଞ୍ଜାବ ହରିୟଣା ରେ ସୀମିତ ନାହିଁ । ଓଡ଼ିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡରୁ ଆରମ୍ଭ କରି ସମଗ୍ର ଦେଶରୁ ହକି ଖେଳାଳି ଆସୁଛନ୍ତି।

https://www.thesakala.in/sports/celebrating-excellence-on-and-off-the-field-hockey-india-5th-annual-award-2022/article-19883
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp