ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଅଷ୍ଟ୍ରେଲିଆର ସହଜ ବିଜୟ

The Sakala Picture
Published On

ମୋହାଲି: ଆଜିଠୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌। ମୋହାଲି ପିସିଏ ଷ୍ଟାଡିୟମ୍‌ରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୨୦୮ ରନ କରିଥିଲା। ଅଷ୍ଟ୍ରେଲିଆ ଏହି ମ୍ଯାଚକୁ  ୨୧୧ ରନ କରି ସହଜରେ ଜିତି ନେଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ ଫିଞ୍ଚ ୧୩ ବଲରେ ୨୨ ରନ କରି ଆଉଟ ହୋଇଥିବା ବେଳ କ୍ୟାମେରୁନ ଗ୍ରୀନ ଏକ ବିସ୍ଫୋରକ […]

ମୋହାଲି: ଆଜିଠୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌। ମୋହାଲି ପିସିଏ ଷ୍ଟାଡିୟମ୍‌ରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୨୦୮ ରନ କରିଥିଲା। ଅଷ୍ଟ୍ରେଲିଆ ଏହି ମ୍ଯାଚକୁ  ୨୧୧ ରନ କରି ସହଜରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ ଫିଞ୍ଚ ୧୩ ବଲରେ ୨୨ ରନ କରି ଆଉଟ ହୋଇଥିବା ବେଳ କ୍ୟାମେରୁନ ଗ୍ରୀନ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। କ୍ୟାମେରୁନ ୩୧ ବଲରେ ୬୧ ରନ କରିଥିଲ। ଷ୍ଟିଭ୍ ସ୍ମିଥ୍ ୨୪ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ୩ ବଲରେ ୧ ରନ କରି ଆଉଟ ହୋଇଥିଲେ। ଜୋସ ଇଙ୍ଗିଲ୍ସ  ୧୦ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଏହା ପରେ ପାରିକୁ ଟିମ୍ ଡେଭିଡ୍  ଓ ମାଥ୍ୟୁ ଓ୍ଵାଦେ ପାରିକୁ ସମ୍ଭାଳିଥିଲେ। ପରେ  ଟିମ୍ ଡେଭିଡ୍  ୧୪ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ମାଥ୍ୟୁ ଓ୍ଵାଦେ ୨୧ ବଲରେ ୪୫ ରନ କରି ଅପରାଜିତ ରହିଥିବା ବେଳ ପାଟ୍ କମିନ୍ସ  ୪ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପର ୨୩ତମ ସଂସ୍କରଣ: ମେକ୍ସିକୋ- ଦ.ଆଫ୍ରିକା ମଧ୍ୟରେ ଉଦଘାଟନୀ ମୁକାବିଲା

ଭାରତ ପକ୍ଷରୁ  ଅକ୍ଷର ପଟେଲ୍ ୩ଟି ୱିକେଟ ନେଇଥିବା ବେଳେ  ଉମେଶ ଯାଦବ ୨ଟି ୱିକେଟ ନେଇଥିବା ବେଳେ  ୟୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

20 Sep 2022 By The Sakala

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଅଷ୍ଟ୍ରେଲିଆର ସହଜ ବିଜୟ

ମୋହାଲି: ଆଜିଠୁ ଆରମ୍ଭ ହୋଇଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌। ମୋହାଲି ପିସିଏ ଷ୍ଟାଡିୟମ୍‌ରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୨୦୮ ରନ କରିଥିଲା। ଅଷ୍ଟ୍ରେଲିଆ ଏହି ମ୍ଯାଚକୁ  ୨୧୧ ରନ କରି ସହଜରେ ଜିତି ନେଇଛି।

ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ ଫିଞ୍ଚ ୧୩ ବଲରେ ୨୨ ରନ କରି ଆଉଟ ହୋଇଥିବା ବେଳ କ୍ୟାମେରୁନ ଗ୍ରୀନ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। କ୍ୟାମେରୁନ ୩୧ ବଲରେ ୬୧ ରନ କରିଥିଲ। ଷ୍ଟିଭ୍ ସ୍ମିଥ୍ ୨୪ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ୩ ବଲରେ ୧ ରନ କରି ଆଉଟ ହୋଇଥିଲେ। ଜୋସ ଇଙ୍ଗିଲ୍ସ  ୧୦ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଏହା ପରେ ପାରିକୁ ଟିମ୍ ଡେଭିଡ୍  ଓ ମାଥ୍ୟୁ ଓ୍ଵାଦେ ପାରିକୁ ସମ୍ଭାଳିଥିଲେ। ପରେ  ଟିମ୍ ଡେଭିଡ୍  ୧୪ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ମାଥ୍ୟୁ ଓ୍ଵାଦେ ୨୧ ବଲରେ ୪୫ ରନ କରି ଅପରାଜିତ ରହିଥିବା ବେଳ ପାଟ୍ କମିନ୍ସ  ୪ ରନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ  ଅକ୍ଷର ପଟେଲ୍ ୩ଟି ୱିକେଟ ନେଇଥିବା ବେଳେ  ଉମେଶ ଯାଦବ ୨ଟି ୱିକେଟ ନେଇଥିବା ବେଳେ  ୟୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର