ଭାରତ ଓ ଇଂଲଣ୍ଡ ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

The Sakala Picture
Published On

ଲଣ୍ଡନ:  ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆରମ୍ଭ ହୋଇଛି। ପ୍ରଥମ ମ୍ଯାଚରେ ଭାରତର ସହଜ ବିଜୟ ହୋଇଛି। ଆଜିର ମ୍ଯାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତର ବୋଲିଂ ବାହିନୀ ଆଗରେ ଇଂଲଣ୍ଡ ବ୍ଯଟ୍ସ ମ୍ଯାନ ମାନେ ଧରାଶୟୀ ହୋଇଥିଲେ। ଫଳରେ ଇଂଲଣ୍ଡର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ଇଂଲଣ୍ଡ ୨୫ ଓଭର ୨ଟି ବଲରେ ୧୦ ୱିକେଟ ହରାଇ ୧୧୦ରନ କରିଥିଲା। ଏହି ମ୍ଯାଚ ଜିତିବାକୁ […]

ଲଣ୍ଡନ:  ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆରମ୍ଭ ହୋଇଛି। ପ୍ରଥମ ମ୍ଯାଚରେ ଭାରତର ସହଜ ବିଜୟ ହୋଇଛି। ଆଜିର ମ୍ଯାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତର ବୋଲିଂ ବାହିନୀ ଆଗରେ ଇଂଲଣ୍ଡ ବ୍ଯଟ୍ସ ମ୍ଯାନ ମାନେ ଧରାଶୟୀ ହୋଇଥିଲେ। ଫଳରେ ଇଂଲଣ୍ଡର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ଇଂଲଣ୍ଡ ୨୫ ଓଭର ୨ଟି ବଲରେ ୧୦ ୱିକେଟ ହରାଇ ୧୧୦ରନ କରିଥିଲା। ଏହି ମ୍ଯାଚ ଜିତିବାକୁ ହେଲେ ଭାରତକୁ ୧୧୧ ରନ ଆବଶ୍ୟକ ରହିଥିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱନ ଅପରାଜିତ ରହି ଏହି ମ୍ଯାଚକୁ  ୧୮ ଓଭର ୪ଟି ବଲରେ ଜିତାଇ ଦେଇଥିଲେ। ଫଳରେ ଭାରତ ୧୦ ୱିକଟରେ ଏହି ମ୍ଯାଚକୁ ଜିତି ନେଇଛି। ରୋହିତ ଶର୍ମା ୫୮ ବଲରେ ୭୬ ରନ କରିଥିବା ବେଳେ ଶିଖର ୫୪ ବଲରେ ୩୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର