ଆଇପିଏଲ ୨୦୨୨: ଦିଲ୍ଲୀକୁ ୧୬୧ ରନର ଟାର୍ଗେଟ ଦେଲା ରାଜସ୍ଥାନ

The Sakala Picture
Published On

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୫୮ତମ ଲିଗ୍‌ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ  ମୁହାଁମୁହିଁ ହୋଇଛନ୍ତି।  ଆଜିର ମୁକାବିଲାରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ରୟାଲ୍ସ  ପ୍ରଥମେ ବ୍ଯାଟିଂ କରି ୧୬୦ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ କୁ ୧୬୧ ରନର ଆବଶ୍ଯକତା ରହିଛି। ରାଜସ୍ଥାନ ପକ୍ଷରୁ ଯଶସ୍ୱୀ ଜୟସୱାଲ ୧୯ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଜୋସ୍ ବଟଲର୍ […]

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୫୮ତମ ଲିଗ୍‌ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ  ମୁହାଁମୁହିଁ ହୋଇଛନ୍ତି।  ଆଜିର ମୁକାବିଲାରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ରୟାଲ୍ସ  ପ୍ରଥମେ ବ୍ଯାଟିଂ କରି ୧୬୦ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ କୁ ୧୬୧ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ରାଜସ୍ଥାନ ପକ୍ଷରୁ ଯଶସ୍ୱୀ ଜୟସୱାଲ ୧୯ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଜୋସ୍ ବଟଲର୍ ମଧ୍ଯ ୧୧ ବଲରେ ୭ ରନ କରି ଆଉଟ ହୋଇଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ଅଶ୍ୱିନ୍ ୩୮ ବଲରେ ୫୦ ରନ କରି ଆଉଟ ହୋଇଥିଲେ। ଅନ୍ଯପଟେ ଦେବଦତ୍ତ ପାଡିକଲ ପାରିକୁ ସମ୍ଭାଳିଥିଲେ। ଅଧିନାୟକ ସଞ୍ଜୁ ସାମସନ୍ ନିରାସ କରିଥିଲେ। ସଞ୍ଜୁ ସାମସନ୍ ୪ ବଲରେ ୬ ରନ କରି ଆଉଟ ହୋଇଥିଲେ। ରିଆନ୍ ପରାଗ ୫ ବଲରେ ୯ ରନ କରି ଆଉଟ ହୋଇଥିଲେ। ପାରିକୁ ସମ୍ଭାଳିଥିବା ଦେବଦତ୍ତ ପାଡିକଲ ୩୦ ବଲରେ ୪୮ ରନ କରି ଆଉଟ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟ ୩ ରନ କରି ଅପରାଜିତ ରହିଥିବା ବେଳେ ରସି ଭାନଡର ଡସେନ ୧୨ ରନ କରି ଅପପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଚେତନ ସକାରିଆ, ମିଚେଲ ମାର୍ଶ ଓ ଓନରିଚ ନର୍ଟେଜେ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

11 May 2022 By The Sakala

ଆଇପିଏଲ ୨୦୨୨: ଦିଲ୍ଲୀକୁ ୧୬୧ ରନର ଟାର୍ଗେଟ ଦେଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୫୮ତମ ଲିଗ୍‌ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ  ମୁହାଁମୁହିଁ ହୋଇଛନ୍ତି।  ଆଜିର ମୁକାବିଲାରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ରୟାଲ୍ସ  ପ୍ରଥମେ ବ୍ଯାଟିଂ କରି ୧୬୦ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ କୁ ୧୬୧ ରନର ଆବଶ୍ଯକତା ରହିଛି।

ରାଜସ୍ଥାନ ପକ୍ଷରୁ ଯଶସ୍ୱୀ ଜୟସୱାଲ ୧୯ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଜୋସ୍ ବଟଲର୍ ମଧ୍ଯ ୧୧ ବଲରେ ୭ ରନ କରି ଆଉଟ ହୋଇଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ଅଶ୍ୱିନ୍ ୩୮ ବଲରେ ୫୦ ରନ କରି ଆଉଟ ହୋଇଥିଲେ। ଅନ୍ଯପଟେ ଦେବଦତ୍ତ ପାଡିକଲ ପାରିକୁ ସମ୍ଭାଳିଥିଲେ। ଅଧିନାୟକ ସଞ୍ଜୁ ସାମସନ୍ ନିରାସ କରିଥିଲେ। ସଞ୍ଜୁ ସାମସନ୍ ୪ ବଲରେ ୬ ରନ କରି ଆଉଟ ହୋଇଥିଲେ। ରିଆନ୍ ପରାଗ ୫ ବଲରେ ୯ ରନ କରି ଆଉଟ ହୋଇଥିଲେ। ପାରିକୁ ସମ୍ଭାଳିଥିବା ଦେବଦତ୍ତ ପାଡିକଲ ୩୦ ବଲରେ ୪୮ ରନ କରି ଆଉଟ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟ ୩ ରନ କରି ଅପରାଜିତ ରହିଥିବା ବେଳେ ରସି ଭାନଡର ଡସେନ ୧୨ ରନ କରି ଅପପରାଜିତ ରହିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଚେତନ ସକାରିଆ, ମିଚେଲ ମାର୍ଶ ଓ ଓନରିଚ ନର୍ଟେଜେ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର