ଆଇପିଏଲ ୨୦୨୨: ବାଙ୍ଗାଲୋରକୁ ୧୭୦ ରନର ଟାର୍ଗେଟ ଦେଲା ରାଜସ୍ଥାନ

The Sakala Picture
Published On

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୩ତମ ଲିଗ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ରାଜସ୍ଥାନ ରୟାଲ୍ସ ୧୬୯ ରନ କରିଛି । ଏହି ମ୍ଯାଚକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିବାକୁ ହେଲେ ୧୭୦  ରନର ଆବଶ୍ଯକତା ରହିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ  ଯଶସ୍ୱୀ ଜୈଶ୍ଵାଲ (୨), ଦେବଦତ୍ତ ପାଡ଼ିକଲ ୨୯ ବଲରେ ୩୭ ରନ କରି […]

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୩ତମ ଲିଗ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ଯାଟିଂ କରି ରାଜସ୍ଥାନ ରୟାଲ୍ସ ୧୬୯ ରନ କରିଛି । ଏହି ମ୍ଯାଚକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିବାକୁ ହେଲେ ୧୭୦  ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ରାଜସ୍ଥାନ ରୟାଲ୍ସ ପକ୍ଷରୁ  ଯଶସ୍ୱୀ ଜୈଶ୍ଵାଲ (୨), ଦେବଦତ୍ତ ପାଡ଼ିକଲ ୨୯ ବଲରେ ୩୭ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ସଞ୍ଜୁ ସାମସନ ମାତ୍ର ୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶେଷ ପର୍ଯ୍ଯନ୍ତ ଜୋସ ବଟଲର ଓ ସିମରନ ହେତମେୟର ସମ୍ଭାଳିଥିଲେ। ଜୋସ ବଟଲର ଅପରାଜିତ ରହି ୪୭ ବଲରେ ୭୦ ରନ କରିଥିବା ବେଳେ ସିମରନ ହେତମେୟର ୩୧ ବଲରେ ୪୨ ରନ କରିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ୱାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp