ଆଇପିଏଲ ୨୦୨୨: ମୁମ୍ବାଇକୁ ହରାଇଲା ଦିଲ୍ଲୀ

The Sakala Picture
Published On

ମୁମ୍ବାଇ: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚ୍‌ରେ  ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି।  ଦିଲ୍ଲୀ କ୍ୟାପିଟାଲ୍ସ ୧୭୯ ରନ କରି ଆଜିର ମ୍ଯାଚକୁ ଜିତି ନେଇଛି। ମୁମ୍ବାଇ ପ୍ରଥମେ ବ୍ଯାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୭୭ ରନ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ  ପକ୍ଷରୁ ପୃଥ୍ୱୀ ଶ’  ୩୮ , ଟିମ୍‌ ସିଫର୍ଟ ୨୧ , ମନଦୀପ ସିଂ (୦), ରିଷଭ ପନ୍ତ (୧), ରୋଭମାନ ପାୱେଲ ( ୦), ସର୍ଦୁଲ […]

ମୁମ୍ବାଇ: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚ୍‌ରେ  ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି।  ଦିଲ୍ଲୀ କ୍ୟାପିଟାଲ୍ସ ୧୭୯ ରନ କରି ଆଜିର ମ୍ଯାଚକୁ ଜିତି ନେଇଛି। ମୁମ୍ବାଇ ପ୍ରଥମେ ବ୍ଯାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୭୭ ରନ କରିଥିଲା।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଦିଲ୍ଲୀ କ୍ୟାପିଟାଲ୍ସ  ପକ୍ଷରୁ ପୃଥ୍ୱୀ ଶ’  ୩୮ , ଟିମ୍‌ ସିଫର୍ଟ ୨୧ , ମନଦୀପ ସିଂ (୦), ରିଷଭ ପନ୍ତ (୧), ରୋଭମାନ ପାୱେଲ ( ୦), ସର୍ଦୁଲ ଠାକୁର (୨୨) ରନ କରି ଆଉଟ ହୋଇଥିବା ବେଳେ ଲଳିତ ଯାଦବ ଓ ଅକ୍ଷର ପଟେଲ ଅପରାଜିତ ରହି ମ୍ଯାଚକୁ ବିଜୟ ଆଡକୁ ନେଇଥିଲେ।  ଅକ୍ଷର ପଟେଲ  ୩୮ ଓ ଲଳିତ ଯାଦବ ୪୮ ରନ କରି ଆପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ମୁମ୍ବାଇ ପକ୍ଷରୁ ଥାମ୍ପି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମୁରୁଗାନ ଅଶ୍ୱିନ ୨ଟି ଓ ତାଇମାଲି ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

27 Mar 2022 By The Sakala

ଆଇପିଏଲ ୨୦୨୨: ମୁମ୍ବାଇକୁ ହରାଇଲା ଦିଲ୍ଲୀ

ମୁମ୍ବାଇ: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚ୍‌ରେ  ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି।  ଦିଲ୍ଲୀ କ୍ୟାପିଟାଲ୍ସ ୧୭୯ ରନ କରି ଆଜିର ମ୍ଯାଚକୁ ଜିତି ନେଇଛି। ମୁମ୍ବାଇ ପ୍ରଥମେ ବ୍ଯାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୭୭ ରନ କରିଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ  ପକ୍ଷରୁ ପୃଥ୍ୱୀ ଶ’  ୩୮ , ଟିମ୍‌ ସିଫର୍ଟ ୨୧ , ମନଦୀପ ସିଂ (୦), ରିଷଭ ପନ୍ତ (୧), ରୋଭମାନ ପାୱେଲ ( ୦), ସର୍ଦୁଲ ଠାକୁର (୨୨) ରନ କରି ଆଉଟ ହୋଇଥିବା ବେଳେ ଲଳିତ ଯାଦବ ଓ ଅକ୍ଷର ପଟେଲ ଅପରାଜିତ ରହି ମ୍ଯାଚକୁ ବିଜୟ ଆଡକୁ ନେଇଥିଲେ।  ଅକ୍ଷର ପଟେଲ  ୩୮ ଓ ଲଳିତ ଯାଦବ ୪୮ ରନ କରି ଆପରାଜିତ ରହିଥିଲେ।

ମୁମ୍ବାଇ ପକ୍ଷରୁ ଥାମ୍ପି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମୁରୁଗାନ ଅଶ୍ୱିନ ୨ଟି ଓ ତାଇମାଲି ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର