ବିଶ୍ବକପ୍‌ ଦ୍ବିତୀୟ ସେମିଫାଇନାଲ୍‌: ଅଷ୍ଟ୍ରେଲିଆକୁ ୨୧୩ ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

The Sakala Picture
Published On

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଛି । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ୨୧୩ ରନର ଆବଶ୍ୟକତା ରହିଛି। ଦକ୍ଷିଣ ଆଫ୍ରିକାର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୧୪ ବଲରେ […]

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଛି । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ୨୧୩ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଦକ୍ଷିଣ ଆଫ୍ରିକାର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୧୪ ବଲରେ ୩ରନ କରି କ୍ବିଣ୍ଟନ୍‌ ଡି କକ୍‌ ଆଉଟ ହୋଇଥିବା ବେଳେ ତେମ୍ବା ବାବୁମା ୪ ବଲର ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ରେସି ଭାନ୍‌ ଡର୍‌ ଦୁସେନ୍‌ ୩୧ ବଲରେ ୬ ରନ କରି ଆଉଟ ହୋଇଥିଲେ । ଏଡେନ୍‌ ମାର୍କରମ୍‌ ୨୦ ବଲରେ ୧୯ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହିନ୍‌ରିଚ୍ କ୍ଲାସେନ୍‌ ଓ ଡେଭିଡ୍‌ ମିଲର୍‌ ସମ୍ଭାଳିଥିଲେ। ହିନ୍‌ରିଚ୍ କ୍ଲାସେନ୍‌  ୪୮ ବଲରେ ୪୭ ରନ କରି ଆଉଟ ହୋଇଥିଲେ। ର୍କୋ ଜାନ୍‌ସେନ୍‌ ୧ ବଲରେ କୌଣିସି ରନ ନ କରି ଆଉଟ ହୋଇଥିଲେ। ଜେରାଲ୍ଡ୍‌ କୋଟିଜି ୩୯ ବଲରୋ ୧୯ରନ କରି ଆଉଟ ହୋଇଥିଲେ। କେଶବ ମହାରାଜ ୮ବଲରେ ୪ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳି ରଖିଥିବା ଡେଭିଡ୍‌ ମିଲର୍‌ ଏକ ଶତକୀୟ ପାରି ଖେଳି ଆଉଟ ହୋଇଥିଲେ। ଡେଭିଡ୍‌ ମିଲର୍‌ ୧୧୬ ବଲରେ ୧୦୧ ରନ କରି ଆଉଟ ହୋଇଥିଲେ। କାଗିସୋ ରାବାଦା ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଅଷ୍ଟ୍ରେଲିଆ ପକ୍ଷରୁ ମିସେଲ୍‌ ଷ୍ଟାର୍କ ଓ ପ୍ୟାଟ୍‌ କ୍ୟୁମିନ୍‌ ୩ଟି ଲେଖାଏଁ  ୱିକେଟ ନେଇଥିବା ବେଳେ ଜସ୍‌ ହେଜେଲ୍‌ଉଡ୍‌ ଓ ଟ୍ରେଭିସ୍‌ ହେଡ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

16 Nov 2023 By The Sakala

ବିଶ୍ବକପ୍‌ ଦ୍ବିତୀୟ ସେମିଫାଇନାଲ୍‌: ଅଷ୍ଟ୍ରେଲିଆକୁ ୨୧୩ ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଛି । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ୨୧୩ ରନର ଆବଶ୍ୟକତା ରହିଛି।

ଦକ୍ଷିଣ ଆଫ୍ରିକାର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୧୪ ବଲରେ ୩ରନ କରି କ୍ବିଣ୍ଟନ୍‌ ଡି କକ୍‌ ଆଉଟ ହୋଇଥିବା ବେଳେ ତେମ୍ବା ବାବୁମା ୪ ବଲର ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ରେସି ଭାନ୍‌ ଡର୍‌ ଦୁସେନ୍‌ ୩୧ ବଲରେ ୬ ରନ କରି ଆଉଟ ହୋଇଥିଲେ । ଏଡେନ୍‌ ମାର୍କରମ୍‌ ୨୦ ବଲରେ ୧୯ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହିନ୍‌ରିଚ୍ କ୍ଲାସେନ୍‌ ଓ ଡେଭିଡ୍‌ ମିଲର୍‌ ସମ୍ଭାଳିଥିଲେ। ହିନ୍‌ରିଚ୍ କ୍ଲାସେନ୍‌  ୪୮ ବଲରେ ୪୭ ରନ କରି ଆଉଟ ହୋଇଥିଲେ। ର୍କୋ ଜାନ୍‌ସେନ୍‌ ୧ ବଲରେ କୌଣିସି ରନ ନ କରି ଆଉଟ ହୋଇଥିଲେ। ଜେରାଲ୍ଡ୍‌ କୋଟିଜି ୩୯ ବଲରୋ ୧୯ରନ କରି ଆଉଟ ହୋଇଥିଲେ। କେଶବ ମହାରାଜ ୮ବଲରେ ୪ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳି ରଖିଥିବା ଡେଭିଡ୍‌ ମିଲର୍‌ ଏକ ଶତକୀୟ ପାରି ଖେଳି ଆଉଟ ହୋଇଥିଲେ। ଡେଭିଡ୍‌ ମିଲର୍‌ ୧୧୬ ବଲରେ ୧୦୧ ରନ କରି ଆଉଟ ହୋଇଥିଲେ। କାଗିସୋ ରାବାଦା ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିସେଲ୍‌ ଷ୍ଟାର୍କ ଓ ପ୍ୟାଟ୍‌ କ୍ୟୁମିନ୍‌ ୩ଟି ଲେଖାଏଁ  ୱିକେଟ ନେଇଥିବା ବେଳେ ଜସ୍‌ ହେଜେଲ୍‌ଉଡ୍‌ ଓ ଟ୍ରେଭିସ୍‌ ହେଡ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

https://www.thesakala.in/sports/2nd-semi-final-south-africa-gave-australia-a-target-of-213runs/article-27352
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର