ବାସ୍ତୁଶାସ୍ତ୍ରରେ ଗୋଲମରିଚର ମହତ୍ତ୍ବ

The Sakala Picture
Published On

ଆୟୁର୍ବେଦରେ ଗୋଲମରିଚକୁ ବିଭିନ୍ନ ଔଷଧରେ ବ୍ୟବହାର କରାଯାଏ। ସେହିପରି ଘରୋଇ ମସଲାରେ ମଧ୍ୟ ଗୋଲମରିଚର ଏକ ବିଶେଷ ସ୍ଥାନ ରହିଛି। ଏସବୁ ବ୍ୟତୀତ ବାସ୍ତୁଶାସ୍ତ୍ରରେ ମଧ୍ୟ ଗୋଲମରିଚକୁ ପ୍ରାଧାନ୍ୟ ଦିଆଯାଇଛି। ଏହାଦ୍ବାରା ଅନେକ ବାସ୍ତୁଦୋଷ ଦୂର ହେବା ସହ ଘରେ ଧନସମ୍ପତ୍ତି ବୃଦ୍ଧ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ ଗୋଲମରିଚକୁ କିଭଳି ଭାବେ ବ୍ୟବହାର କରାଯାଇପାରିବ। ଶନିଦୋଷରୁ ମୁକ୍ତି ଚାହୁଁଥିଲେ କଳା କପଡ଼ାରେ ଗୋଲମରିଚ ଓ ୧୧ ଟଙ୍କା ବାନ୍ଧି ଦାନ କରନ୍ତୁ। କାର୍ଯ୍ୟରେ ସଫଳତା […]

ଆୟୁର୍ବେଦରେ ଗୋଲମରିଚକୁ ବିଭିନ୍ନ ଔଷଧରେ ବ୍ୟବହାର କରାଯାଏ। ସେହିପରି ଘରୋଇ ମସଲାରେ ମଧ୍ୟ ଗୋଲମରିଚର ଏକ ବିଶେଷ ସ୍ଥାନ ରହିଛି। ଏସବୁ ବ୍ୟତୀତ ବାସ୍ତୁଶାସ୍ତ୍ରରେ ମଧ୍ୟ ଗୋଲମରିଚକୁ ପ୍ରାଧାନ୍ୟ ଦିଆଯାଇଛି। ଏହାଦ୍ବାରା ଅନେକ ବାସ୍ତୁଦୋଷ ଦୂର ହେବା ସହ ଘରେ ଧନସମ୍ପତ୍ତି ବୃଦ୍ଧ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ ଗୋଲମରିଚକୁ କିଭଳି ଭାବେ ବ୍ୟବହାର କରାଯାଇପାରିବ। ଶନିଦୋଷରୁ ମୁକ୍ତି ଚାହୁଁଥିଲେ କଳା କପଡ଼ାରେ ଗୋଲମରିଚ ଓ ୧୧ ଟଙ୍କା ବାନ୍ଧି ଦାନ କରନ୍ତୁ। କାର୍ଯ୍ୟରେ ସଫଳତା ପାଇବା ପାଇଁ କିଛି ଗୋଲମରିଚକୁ ଦାଣ୍ଡଦୁଆରେ ପକାଇ ଦିଅନ୍ତୁ ଏବଂ ଘରୁ ବାହାରିବା ସମୟରେ ସେହି ଗୋଲମରିଚ ଉପରେ ପାଦ ରଖୀ ଯାଆନ୍ତୁ। ଏଭଳି କରିବା ଦ୍ବାରା ସଫଳତା ମିଳିଥାଏ। ଗୋଲମରିଚର ୭-୮ଟି ଦାନା ନେଇ ଘର କୋଣରେ ଦୀପରେ ରଖୀ ସେଥିରେ ଜଳାଇ ଦିଅନ୍ତୁ। ଏହା ବ୍ୟତୀତ ୫ ଗ୍ରାମ୍‌ ହେଙ୍ଗୁ, ୫ଟି କର୍ପୂର ଓ ୬ଟି ଗୋଲମରିଚ ମିଶାଇ ଏହାକୁ ସକାଳେ ଓ ସନ୍ଧ୍ୟାେର ଘରେ ଜଳାନ୍ତୁ। ଏହାଦ୍ବାରା ଆର୍ଥିକ ସ୍ବଚ୍ଛଳତା ଆସିଥାଏ।

ଆହୁରି ପଢ଼ନ୍ତୁ: ବିପଶ୍ୟନା ଧ୍ୟାନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୧୨ ଦିନର ସ୍ୱତନ୍ତ୍ର ଛୁଟି

15 Jan 2022 By The Sakala

ବାସ୍ତୁଶାସ୍ତ୍ରରେ ଗୋଲମରିଚର ମହତ୍ତ୍ବ

ଆୟୁର୍ବେଦରେ ଗୋଲମରିଚକୁ ବିଭିନ୍ନ ଔଷଧରେ ବ୍ୟବହାର କରାଯାଏ। ସେହିପରି ଘରୋଇ ମସଲାରେ ମଧ୍ୟ ଗୋଲମରିଚର ଏକ ବିଶେଷ ସ୍ଥାନ ରହିଛି। ଏସବୁ ବ୍ୟତୀତ ବାସ୍ତୁଶାସ୍ତ୍ରରେ ମଧ୍ୟ ଗୋଲମରିଚକୁ ପ୍ରାଧାନ୍ୟ ଦିଆଯାଇଛି। ଏହାଦ୍ବାରା ଅନେକ ବାସ୍ତୁଦୋଷ ଦୂର ହେବା ସହ ଘରେ ଧନସମ୍ପତ୍ତି ବୃଦ୍ଧ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ ଗୋଲମରିଚକୁ କିଭଳି ଭାବେ ବ୍ୟବହାର କରାଯାଇପାରିବ। ଶନିଦୋଷରୁ ମୁକ୍ତି ଚାହୁଁଥିଲେ କଳା କପଡ଼ାରେ ଗୋଲମରିଚ ଓ ୧୧ ଟଙ୍କା ବାନ୍ଧି ଦାନ କରନ୍ତୁ। କାର୍ଯ୍ୟରେ ସଫଳତା ପାଇବା ପାଇଁ କିଛି ଗୋଲମରିଚକୁ ଦାଣ୍ଡଦୁଆରେ ପକାଇ ଦିଅନ୍ତୁ ଏବଂ ଘରୁ ବାହାରିବା ସମୟରେ ସେହି ଗୋଲମରିଚ ଉପରେ ପାଦ ରଖୀ ଯାଆନ୍ତୁ। ଏଭଳି କରିବା ଦ୍ବାରା ସଫଳତା ମିଳିଥାଏ। ଗୋଲମରିଚର ୭-୮ଟି ଦାନା ନେଇ ଘର କୋଣରେ ଦୀପରେ ରଖୀ ସେଥିରେ ଜଳାଇ ଦିଅନ୍ତୁ। ଏହା ବ୍ୟତୀତ ୫ ଗ୍ରାମ୍‌ ହେଙ୍ଗୁ, ୫ଟି କର୍ପୂର ଓ ୬ଟି ଗୋଲମରିଚ ମିଶାଇ ଏହାକୁ ସକାଳେ ଓ ସନ୍ଧ୍ୟାେର ଘରେ ଜଳାନ୍ତୁ। ଏହାଦ୍ବାରା ଆର୍ଥିକ ସ୍ବଚ୍ଛଳତା ଆସିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର