ଏହି ଦେଶର ଲୋକେ ନିର୍ମାଣ କରିଛନ୍ତି ଏଲିଅନ୍ଙ୍କ ପାଇଁ ୱେଲ୍କମ୍ ସେଣ୍ଟର୍…
ଏଲିଅନ୍ଙ୍କ ଅସ୍ତିତ୍ବକୁ ନେଇ ବୈଜ୍ଞାନିକମାନେ ସବୁବେଳେ ଗବେଷଣା କରିଥାନ୍ତି। ଆମେରିକାରେ ଅଧିକ ୟୁଏଫ୍ଓ (ଉଡନ୍ତା ଥାଳିଆ)ଦେଖାଯାଉଥିବା ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ଏଲିଅନ୍ ଓ ୟୁଏଫ୍ଓ ଉପରେ ଏଠାକାର ବୈଜ୍ଞାନିକମାନେ ଅଧିକ ଗବେଷଣା ଚଳାଇଛନ୍ତି। ଆମେରିକାର ସାଉଥ୍ କେରୋଲିନାରେ ୟୁଏଫ୍ଓ ଦେଖାଯିବା ଘଟଣା ସର୍ବାଧିକ ଦେଖିବାକୁ ମିଳିଛି। ତେଣୁ ଏଠାକାର ଲୋକମାନଙ୍କର ଏଲିଅନ୍ ଓ ୟୁଏଫ୍ଓ ଉପରେ ବିଶ୍ବାସ ଆସିଗଲାଣି। ଏଲିଅନ୍ଙ୍କୁ ସ୍ବାଗତ ଜଣାଇବା ପାଇଁ ଜୋଡି ପେଣ୍ଡ୍ରାଭିସ୍ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ‘ୟୁଏଫ୍ଓ ୱେଲ୍କମ୍ […]
ଏଲିଅନ୍ଙ୍କ ଅସ୍ତିତ୍ବକୁ ନେଇ ବୈଜ୍ଞାନିକମାନେ ସବୁବେଳେ ଗବେଷଣା କରିଥାନ୍ତି। ଆମେରିକାରେ ଅଧିକ ୟୁଏଫ୍ଓ (ଉଡନ୍ତା ଥାଳିଆ)ଦେଖାଯାଉଥିବା ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ଏଲିଅନ୍ ଓ ୟୁଏଫ୍ଓ ଉପରେ ଏଠାକାର ବୈଜ୍ଞାନିକମାନେ ଅଧିକ ଗବେଷଣା ଚଳାଇଛନ୍ତି। ଆମେରିକାର ସାଉଥ୍ କେରୋଲିନାରେ ୟୁଏଫ୍ଓ ଦେଖାଯିବା ଘଟଣା ସର୍ବାଧିକ ଦେଖିବାକୁ ମିଳିଛି। ତେଣୁ ଏଠାକାର ଲୋକମାନଙ୍କର ଏଲିଅନ୍ ଓ ୟୁଏଫ୍ଓ ଉପରେ ବିଶ୍ବାସ ଆସିଗଲାଣି। ଏଲିଅନ୍ଙ୍କୁ ସ୍ବାଗତ ଜଣାଇବା ପାଇଁ ଜୋଡି ପେଣ୍ଡ୍ରାଭିସ୍ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ‘ୟୁଏଫ୍ଓ ୱେଲ୍କମ୍ ସେଣ୍ଟର୍’ ନିର୍ମାଣ କରିଛନ୍ତି। ଜୋଡି ୧୯୯୪ରେ ଏହାକୁ ନିର୍ମାଣ କରିଥିଲେ। ଏହି ସେଣ୍ଟର୍ରେ ଟିଭି, ଏସି, ସାୱର୍ ଭଳି ଅତ୍ୟାଧୁନିକ ସୁବିଧା ରହିଛି। ଏଠାରେ ଏଲିଅନ୍ଙ୍କ ପାଇଁ ଟଏଲେଟ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଏଲିଅନ୍ମାନେ କେବେ ତାଙ୍କ ସେଣ୍ଟରକୁ ଆସିବେ ସେହି ଅପେକ୍ଷାରେ ଜୋଡି ଅଛନ୍ତି।