ଆସନ୍ତୁ ଜାଣିବା….ନୂତନ ଗୃହ ନିର୍ମାଣ ପାଇଁ କ’ଣ ରହିଛି ବାସ୍ତୁ ନିୟମ

The Sakala Picture
Published On

ବାସ୍ତୁ ନିୟମ ଅନୁସାରେ ଗୃହନିର୍ମାଣ କରିବା ଉଚିତ। ଘରର ମୁଖ୍ୟ ଦ୍ବାର ସହିତ କେଉଁ କୋଠରି କେଉଁ ଦିଗରେ ରହିବା ଆବଶ୍ୟକ, ତାହାକୁ ନେଇ ଅନେକ ବାସ୍ତୁ ନିୟମ ଅଛି। ଯଥା – ପୂର୍ବ ପୂର୍ବଦିଗ ସକାରାତ୍ମକ ଶକ୍ତି ସହିତ ଜଡ଼ିତ। ତେଣୁ ଘରର ମୁଖ୍ୟ କବାଟ ବା ଗେଟ୍‌ ପୂର୍ବ ଦିଗରେ ରହିବା ଉଚିତ। ମୁଖ୍ୟ ଝରକା ମଧ୍ୟ ପୂର୍ବ ଦିଗରେ ରହିବା ଭଲ। ପଶ୍ଚିମ ରୋେଷଇ ଘର କିମ୍ବା ଟଏଲେଟ୍‌ ପଶ୍ଚିମ ଦିଗରେ ରଖନ୍ତୁ। […]

ବାସ୍ତୁ ନିୟମ ଅନୁସାରେ ଗୃହନିର୍ମାଣ କରିବା ଉଚିତ। ଘରର ମୁଖ୍ୟ ଦ୍ବାର ସହିତ କେଉଁ କୋଠରି କେଉଁ ଦିଗରେ ରହିବା ଆବଶ୍ୟକ, ତାହାକୁ ନେଇ ଅନେକ ବାସ୍ତୁ ନିୟମ ଅଛି। ଯଥା –

ଆହୁରି ପଢ଼ନ୍ତୁ: ହନୁମାନଙ୍କୁ ମାତା ସୀତା ଦେଇଥିଲେ ଅଷ୍ଟସିଦ୍ଧି ଓ ଅମରତ୍ୱର ବରଦାନ: ଜାଣନ୍ତୁ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ

  • ପୂର୍ବ

    ପୂର୍ବଦିଗ ସକାରାତ୍ମକ ଶକ୍ତି ସହିତ ଜଡ଼ିତ। ତେଣୁ ଘରର ମୁଖ୍ୟ କବାଟ ବା ଗେଟ୍‌ ପୂର୍ବ ଦିଗରେ ରହିବା ଉଚିତ। ମୁଖ୍ୟ ଝରକା ମଧ୍ୟ ପୂର୍ବ ଦିଗରେ ରହିବା ଭଲ।

    ଆହୁରି ପଢ଼ନ୍ତୁ: ଆର୍ଥ ଆୱାର ୨୦୨୬: ଆଜି ରାତି ୮.୩୦ରୁ ୯.୩୦ ଯାଏଁ ବନ୍ଦ ରହିବ ଆଲୁଅ, ଜାଣନ୍ତୁ ଦିଲ୍ଲୀ ସମେତ ସାରା ଦେଶରେ କ’ଣ ରହିଛି ପ୍ରଭାବ

  • ପଶ୍ଚିମ

    ରୋେଷଇ ଘର କିମ୍ବା ଟଏଲେଟ୍‌ ପଶ୍ଚିମ ଦିଗରେ ରଖନ୍ତୁ।

    ଆହୁରି ପଢ଼ନ୍ତୁ: ମୃତ ବ୍ୟକ୍ତିଙ୍କ ପୋଷାକ ଏବଂ ଗହଣା ପିନ୍ଧିବା ଉଚିତ୍ କି ନୁହେଁ? ଜାଣନ୍ତୁ କ'ଣ ରହିଛି ନିୟମ

  • ଉତ୍ତର

    ଏହି ଦିଗରେ ଘରର କବାଟ ଓ ଝରକା ରହିବା ଆବଶ୍ୟକ। ଘରର ବାଲକୋନି ବା ୱାସ୍ ବେସିନ୍‌ ମଧ୍ୟ ଏହି ଦିଗରେ ରହିବା ଭଲ। ଚୁମ୍ବକୀୟ ବସ୍ତୁ ଏହି ଦିଗରେ ରଖିଲେ ଉତ୍ତମ।

  • ଦକ୍ଷିଣ

    ଦକ୍ଷିଣ ଦିଗରେ କୌଣସି ଖୋଲା ସ୍ଥାନ ବା ଶୌଚାଳୟ ରହିବା ଉଚିତ ନୁହେଁ। ଏହି ଦିଗରେ କବାଟ କିମ୍ବା ଝରକା ରଖନ୍ତୁ ନାହିଁ।

  • ଉତ୍ତର-ପୂର୍ବ

    ଏହି ଦିଗରେ ବୋରିଂ, ସୁଇମିଂ ପୁଲ୍‌, ପୂଜାସ୍ଥଳ ଆଦି ରଖିବା ଉଚିତ।

  • ଉତ୍ତର-ପଶ୍ଚିମ

    ଏହି ଦିଗରେ ଶୟନ କକ୍ଷ, ଗ୍ୟାରେଜ୍ ରଖିବା ଉତ୍ତମ ବୋଲି ବିଚାର କରାଯାଏ।

  • ଦକ୍ଷିଣ-ପୂର୍ବ

    ଏହି ଦିଗରେ ଗ୍ୟାସ୍‌, ବଏଲର୍‌, ଟ୍ରାନ୍ସଫର୍ମର୍‌ ଆଦି ରଖିପାରିବେ।

  • ଦକ୍ଷିଣ-ପଶ୍ଚିମ

    ଏହି ଦିଗରେ କବାଟ ଓ ଝରକା ଆଦି ରହିବା ଉଚିତ ନୁହେଁ। ଘରର ମୁଖ୍ୟ ବ୍ୟକ୍ତିଙ୍କ କୋଠରି ଏହି ଦିଗରେ ନିର୍ମାଣ କରିପାରିବେ। କ୍ୟାସ୍‌ କାଉଣ୍ଟର୍‌ ବା ମେସିନ୍‌ ସମ୍ପର୍କିତ ଜିନିଷ ଏହି ଦିଗରେ ରଖିବା ଉଚିତ।

08 Jan 2022 By The Sakala

ଆସନ୍ତୁ ଜାଣିବା….ନୂତନ ଗୃହ ନିର୍ମାଣ ପାଇଁ କ’ଣ ରହିଛି ବାସ୍ତୁ ନିୟମ

ବାସ୍ତୁ ନିୟମ ଅନୁସାରେ ଗୃହନିର୍ମାଣ କରିବା ଉଚିତ। ଘରର ମୁଖ୍ୟ ଦ୍ବାର ସହିତ କେଉଁ କୋଠରି କେଉଁ ଦିଗରେ ରହିବା ଆବଶ୍ୟକ, ତାହାକୁ ନେଇ ଅନେକ ବାସ୍ତୁ ନିୟମ ଅଛି। ଯଥା –

  • ପୂର୍ବ

    ପୂର୍ବଦିଗ ସକାରାତ୍ମକ ଶକ୍ତି ସହିତ ଜଡ଼ିତ। ତେଣୁ ଘରର ମୁଖ୍ୟ କବାଟ ବା ଗେଟ୍‌ ପୂର୍ବ ଦିଗରେ ରହିବା ଉଚିତ। ମୁଖ୍ୟ ଝରକା ମଧ୍ୟ ପୂର୍ବ ଦିଗରେ ରହିବା ଭଲ।

  • ପଶ୍ଚିମ

    ରୋେଷଇ ଘର କିମ୍ବା ଟଏଲେଟ୍‌ ପଶ୍ଚିମ ଦିଗରେ ରଖନ୍ତୁ।

  • ଉତ୍ତର

    ଏହି ଦିଗରେ ଘରର କବାଟ ଓ ଝରକା ରହିବା ଆବଶ୍ୟକ। ଘରର ବାଲକୋନି ବା ୱାସ୍ ବେସିନ୍‌ ମଧ୍ୟ ଏହି ଦିଗରେ ରହିବା ଭଲ। ଚୁମ୍ବକୀୟ ବସ୍ତୁ ଏହି ଦିଗରେ ରଖିଲେ ଉତ୍ତମ।

  • ଦକ୍ଷିଣ

    ଦକ୍ଷିଣ ଦିଗରେ କୌଣସି ଖୋଲା ସ୍ଥାନ ବା ଶୌଚାଳୟ ରହିବା ଉଚିତ ନୁହେଁ। ଏହି ଦିଗରେ କବାଟ କିମ୍ବା ଝରକା ରଖନ୍ତୁ ନାହିଁ।

  • ଉତ୍ତର-ପୂର୍ବ

    ଏହି ଦିଗରେ ବୋରିଂ, ସୁଇମିଂ ପୁଲ୍‌, ପୂଜାସ୍ଥଳ ଆଦି ରଖିବା ଉଚିତ।

  • ଉତ୍ତର-ପଶ୍ଚିମ

    ଏହି ଦିଗରେ ଶୟନ କକ୍ଷ, ଗ୍ୟାରେଜ୍ ରଖିବା ଉତ୍ତମ ବୋଲି ବିଚାର କରାଯାଏ।

  • ଦକ୍ଷିଣ-ପୂର୍ବ

    ଏହି ଦିଗରେ ଗ୍ୟାସ୍‌, ବଏଲର୍‌, ଟ୍ରାନ୍ସଫର୍ମର୍‌ ଆଦି ରଖିପାରିବେ।

  • ଦକ୍ଷିଣ-ପଶ୍ଚିମ

    ଏହି ଦିଗରେ କବାଟ ଓ ଝରକା ଆଦି ରହିବା ଉଚିତ ନୁହେଁ। ଘରର ମୁଖ୍ୟ ବ୍ୟକ୍ତିଙ୍କ କୋଠରି ଏହି ଦିଗରେ ନିର୍ମାଣ କରିପାରିବେ। କ୍ୟାସ୍‌ କାଉଣ୍ଟର୍‌ ବା ମେସିନ୍‌ ସମ୍ପର୍କିତ ଜିନିଷ ଏହି ଦିଗରେ ରଖିବା ଉଚିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର