ହାଇଟେକ୍‌ ଅଟୋ, କାଫେ ଭଳି ରହିଛି ସୁବିଧା

The Sakala Picture
Published On

ଆମ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ସ୍ବତନ୍ତ୍ର କାମ କରିବାକୁ ମନ ବଳାଇଥାନ୍ତି। ଚେନ୍ନାଇର ଆନ୍ନା ଦୁରଇ ନାମକ ଜଣେ ଅଟୋ ଚାଳକ ସାଧାରଣ ଅଟୋଚାଳକଙ୍କ ଠାରୁ ଚାରିପାଦ ଆଗରେ ରହିଛନ୍ତି। ତାଙ୍କର ଅଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆନ୍ନା ପିଲାଟି ଦିନରୁ ବ୍ୟବସାୟ କରିବାକୁ ସ୍ବପ୍ନ ଦେଖିଥିଲେ। ହେଲେ ତାଙ୍କ ଘରର ଆର୍ଥିକ ସ୍ଥିତି ଏତେଟା ସ୍ବଚ୍ଛଳା ନଥିଲା। ତେଣୁ ଅଟୋ ଚଳାଇବା ସହିତ କିଛି ଭିନ୍ନ କାମ […]

ଆମ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ସ୍ବତନ୍ତ୍ର କାମ କରିବାକୁ ମନ ବଳାଇଥାନ୍ତି। ଚେନ୍ନାଇର ଆନ୍ନା ଦୁରଇ ନାମକ ଜଣେ ଅଟୋ ଚାଳକ ସାଧାରଣ ଅଟୋଚାଳକଙ୍କ ଠାରୁ ଚାରିପାଦ ଆଗରେ ରହିଛନ୍ତି। ତାଙ୍କର ଅଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆନ୍ନା ପିଲାଟି ଦିନରୁ ବ୍ୟବସାୟ କରିବାକୁ ସ୍ବପ୍ନ ଦେଖିଥିଲେ। ହେଲେ ତାଙ୍କ ଘରର ଆର୍ଥିକ ସ୍ଥିତି ଏତେଟା ସ୍ବଚ୍ଛଳା ନଥିଲା। ତେଣୁ ଅଟୋ ଚଳାଇବା ସହିତ କିଛି ଭିନ୍ନ କାମ କରିବାକୁ ମନ ବଳାଇଥିଲେ। ତେଣୁ ଅଟୋରେ କାଫେ ପରି ଯାତ୍ରୀଙ୍କୁ ସୁବିଧା ଦେବା ପାଇଁ ସ୍ଥିର କରିଥିଲେ। ଅଫିସିଆଲ ହ୍ୟୁମାନ୍‌ସ ଅଫ୍ ବମ୍ବେ ନାମକ ଆକାଉଣ୍ଟ ତା’ର ଇନ୍‌ଷ୍ଟାଗ୍ରାମ ରିଲ୍‌ସ୍‌ ଭିଡିଓ ଜରିଆରେ ଆନ୍ନାଙ୍କର ହାଇଟେକ୍‌ ଅଟୋର ଭିଡିଓକୁ ସେୟାର କରିଛି। ଆନ୍ନାଙ୍କର ଏହି ଛୋଟ ଅଟୋଟିରେ କାଫେ ଭଳି ସୁବିଧା ରହିଛି। କରୋନା ମହାମାରୀ ସମୟରେ ଆନ୍ନାଙ୍କର ଏହି ଅଟୋରେ ମାସ୍କ, ସାନିଟାଇଜର ଏବଂ ଛୋଟ ଫ୍ରିଜ୍ ସୁବିଧା ସହିତ ଟିଭି, ଖବରକାଗଜ, ମ୍ୟାଗାଜିନ୍‌, ସ୍ନାକ୍ସ, ଆଇପ୍ୟାଡ ଏବଂ ଚାର୍ଜରର ସୁବିଧା ଯାତ୍ରୀଙ୍କୁ ମିଳିଥାଏ। ଜଣେ ଯାତ୍ରୀ ଅଟୋରେ ବସିବା ପରେ ଯେକୌଣସି ସୁବିଧା ଖୋଜିଥାନ୍ତି ତାଙ୍କୁ ଏଠାରେ ସହଜରେ ମିଳିଯାଇଥାଏ। ଏହା ସହିତ ସେ ଜଣେ ମୋଟିଭେସନାଲ ସ୍ପିକର ମଧ୍ୟ। ୯ଟି ଭାଷାରେ ଜ୍ଞାନ ରଖିଥିବା ଆନ୍ନା ନିଜର ଯାତ୍ରୀମାନଙ୍କୁ ଭଗବାନ ଭାବନ୍ତି।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

22 Jul 2021 By The Sakala

ହାଇଟେକ୍‌ ଅଟୋ, କାଫେ ଭଳି ରହିଛି ସୁବିଧା

ଆମ ଭିତରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ସ୍ବତନ୍ତ୍ର କାମ କରିବାକୁ ମନ ବଳାଇଥାନ୍ତି। ଚେନ୍ନାଇର ଆନ୍ନା ଦୁରଇ ନାମକ ଜଣେ ଅଟୋ ଚାଳକ ସାଧାରଣ ଅଟୋଚାଳକଙ୍କ ଠାରୁ ଚାରିପାଦ ଆଗରେ ରହିଛନ୍ତି। ତାଙ୍କର ଅଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆନ୍ନା ପିଲାଟି ଦିନରୁ ବ୍ୟବସାୟ କରିବାକୁ ସ୍ବପ୍ନ ଦେଖିଥିଲେ। ହେଲେ ତାଙ୍କ ଘରର ଆର୍ଥିକ ସ୍ଥିତି ଏତେଟା ସ୍ବଚ୍ଛଳା ନଥିଲା। ତେଣୁ ଅଟୋ ଚଳାଇବା ସହିତ କିଛି ଭିନ୍ନ କାମ କରିବାକୁ ମନ ବଳାଇଥିଲେ। ତେଣୁ ଅଟୋରେ କାଫେ ପରି ଯାତ୍ରୀଙ୍କୁ ସୁବିଧା ଦେବା ପାଇଁ ସ୍ଥିର କରିଥିଲେ। ଅଫିସିଆଲ ହ୍ୟୁମାନ୍‌ସ ଅଫ୍ ବମ୍ବେ ନାମକ ଆକାଉଣ୍ଟ ତା’ର ଇନ୍‌ଷ୍ଟାଗ୍ରାମ ରିଲ୍‌ସ୍‌ ଭିଡିଓ ଜରିଆରେ ଆନ୍ନାଙ୍କର ହାଇଟେକ୍‌ ଅଟୋର ଭିଡିଓକୁ ସେୟାର କରିଛି। ଆନ୍ନାଙ୍କର ଏହି ଛୋଟ ଅଟୋଟିରେ କାଫେ ଭଳି ସୁବିଧା ରହିଛି। କରୋନା ମହାମାରୀ ସମୟରେ ଆନ୍ନାଙ୍କର ଏହି ଅଟୋରେ ମାସ୍କ, ସାନିଟାଇଜର ଏବଂ ଛୋଟ ଫ୍ରିଜ୍ ସୁବିଧା ସହିତ ଟିଭି, ଖବରକାଗଜ, ମ୍ୟାଗାଜିନ୍‌, ସ୍ନାକ୍ସ, ଆଇପ୍ୟାଡ ଏବଂ ଚାର୍ଜରର ସୁବିଧା ଯାତ୍ରୀଙ୍କୁ ମିଳିଥାଏ। ଜଣେ ଯାତ୍ରୀ ଅଟୋରେ ବସିବା ପରେ ଯେକୌଣସି ସୁବିଧା ଖୋଜିଥାନ୍ତି ତାଙ୍କୁ ଏଠାରେ ସହଜରେ ମିଳିଯାଇଥାଏ। ଏହା ସହିତ ସେ ଜଣେ ମୋଟିଭେସନାଲ ସ୍ପିକର ମଧ୍ୟ। ୯ଟି ଭାଷାରେ ଜ୍ଞାନ ରଖିଥିବା ଆନ୍ନା ନିଜର ଯାତ୍ରୀମାନଙ୍କୁ ଭଗବାନ ଭାବନ୍ତି।

https://www.thesakala.in/special/hi-tech-auto/article-3993
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର