ଆଶ୍ଚର୍ଯ୍ୟ ! ୧୧ ବର୍ଷ ବୟସରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ

The Sakala Picture
Published On

ଅଧିକାଂଶ ପିଲା ୧୧ ବର୍ଷ ବୟସ ପର୍ଯ୍ୟନ୍ତ ଗୁଣନ, ହରଣ ଆଦି ଲେଖିବା ଶିଖୁଥିବାବେଳେ ବେଲଜିୟମର ବାସିନ୍ଦା ଲରେଣ୍ଟ ସିମନ୍ସ ମାତ୍ର ୧୧ ବର୍ଷ ବୟସରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ସ୍ନାତକ ଡିଗ୍ରୀ ପାଇଁ ଅତି କମ୍‌ରେ ତିନି ବର୍ଷ ସମୟ ଲାଗୁଥିବାବେଳେ ଲରେଣ୍ଟ ଏହାକୁ ମାତ୍ର ଗୋଟିଏ ବର୍ଷରେ ସମ୍ପୂର୍ଣ୍ଣ କରିଛନ୍ତି। ଲରେଣ୍ଟ ଆଣ୍ଟୱର୍ପ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ କହିଛନ୍ତି ଯେ, […]

ଅଧିକାଂଶ ପିଲା ୧୧ ବର୍ଷ ବୟସ ପର୍ଯ୍ୟନ୍ତ ଗୁଣନ, ହରଣ ଆଦି ଲେଖିବା ଶିଖୁଥିବାବେଳେ ବେଲଜିୟମର ବାସିନ୍ଦା ଲରେଣ୍ଟ ସିମନ୍ସ ମାତ୍ର ୧୧ ବର୍ଷ ବୟସରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ସ୍ନାତକ ଡିଗ୍ରୀ ପାଇଁ ଅତି କମ୍‌ରେ ତିନି ବର୍ଷ ସମୟ ଲାଗୁଥିବାବେଳେ ଲରେଣ୍ଟ ଏହାକୁ ମାତ୍ର ଗୋଟିଏ ବର୍ଷରେ ସମ୍ପୂର୍ଣ୍ଣ କରିଛନ୍ତି। ଲରେଣ୍ଟ ଆଣ୍ଟୱର୍ପ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ କହିଛନ୍ତି ଯେ, ମୁଁ କେବେ ନିଜକୁ ଛୋଟ ପିଲା କି ମୋ ବୟସ କମ୍‌ ବୋଲି ଭାବିନି, ମୋତେ କେବଳ ଜ୍ଞାନ ଆହରଣ କରିବାର ଅଛି। ମଣିଷମାନଙ୍କର ଅଙ୍ଗପ୍ରତ୍ୟଙ୍ଗକୁ ମେସିନ୍‌ରେ ପରିଣତ କରିବାକୁ ମୁଁ ଚାହୁଁଛି। ମଣିଷମାନଙ୍କୁ ଅମର ବନେଇବା ମୋର ଲକ୍ଷ୍ୟ। ମୁଁ ଏଥିପାଇଁ ଯୋଜନା ମଧ୍ୟ କରିସାରିଛି। ଏହା ଏକ କଷ୍ଟ ପହେଳି ଭଳି। କ୍ବାଣ୍ଟମ୍‌ ଫିଜିକ୍ସରୁ ମୁଁ ଛୋଟ ଛୋଟ କଣିକା ବିଷୟରେ ପଢ଼ିଛି। ଲରେଣ୍ଟ ବିଶ୍ବର ସବୁଠୁ ଭଲ ପ୍ରଫେସରଙ୍କ ସହ କାମ କରିବାକୁ ଇଚ୍ଛା ରଖିଛନ୍ତି। ମଣିଷର ମସ୍ତିଷ୍କକୁ ପଢ଼ିବା ସହ ଏହା କିଭଳି କାର୍ଯ୍ୟ କରେ ସେ କଥା ଜାଣିବାକୁ ଲକ୍ଷ୍ୟ ରଖିଛନ୍ତି ଲରେଣ୍ଟ। ଲରେଣ୍ଟ ମାତ୍ର ୮ ବର୍ଷ ବୟସରେ ହାଇସ୍କୁଲ ପାସ୍‌ କରିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

09 Jul 2021 By The Sakala

ଆଶ୍ଚର୍ଯ୍ୟ ! ୧୧ ବର୍ଷ ବୟସରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ

ଅଧିକାଂଶ ପିଲା ୧୧ ବର୍ଷ ବୟସ ପର୍ଯ୍ୟନ୍ତ ଗୁଣନ, ହରଣ ଆଦି ଲେଖିବା ଶିଖୁଥିବାବେଳେ ବେଲଜିୟମର ବାସିନ୍ଦା ଲରେଣ୍ଟ ସିମନ୍ସ ମାତ୍ର ୧୧ ବର୍ଷ ବୟସରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ସ୍ନାତକ ଡିଗ୍ରୀ ପାଇଁ ଅତି କମ୍‌ରେ ତିନି ବର୍ଷ ସମୟ ଲାଗୁଥିବାବେଳେ ଲରେଣ୍ଟ ଏହାକୁ ମାତ୍ର ଗୋଟିଏ ବର୍ଷରେ ସମ୍ପୂର୍ଣ୍ଣ କରିଛନ୍ତି। ଲରେଣ୍ଟ ଆଣ୍ଟୱର୍ପ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ କହିଛନ୍ତି ଯେ, ମୁଁ କେବେ ନିଜକୁ ଛୋଟ ପିଲା କି ମୋ ବୟସ କମ୍‌ ବୋଲି ଭାବିନି, ମୋତେ କେବଳ ଜ୍ଞାନ ଆହରଣ କରିବାର ଅଛି। ମଣିଷମାନଙ୍କର ଅଙ୍ଗପ୍ରତ୍ୟଙ୍ଗକୁ ମେସିନ୍‌ରେ ପରିଣତ କରିବାକୁ ମୁଁ ଚାହୁଁଛି। ମଣିଷମାନଙ୍କୁ ଅମର ବନେଇବା ମୋର ଲକ୍ଷ୍ୟ। ମୁଁ ଏଥିପାଇଁ ଯୋଜନା ମଧ୍ୟ କରିସାରିଛି। ଏହା ଏକ କଷ୍ଟ ପହେଳି ଭଳି। କ୍ବାଣ୍ଟମ୍‌ ଫିଜିକ୍ସରୁ ମୁଁ ଛୋଟ ଛୋଟ କଣିକା ବିଷୟରେ ପଢ଼ିଛି। ଲରେଣ୍ଟ ବିଶ୍ବର ସବୁଠୁ ଭଲ ପ୍ରଫେସରଙ୍କ ସହ କାମ କରିବାକୁ ଇଚ୍ଛା ରଖିଛନ୍ତି। ମଣିଷର ମସ୍ତିଷ୍କକୁ ପଢ଼ିବା ସହ ଏହା କିଭଳି କାର୍ଯ୍ୟ କରେ ସେ କଥା ଜାଣିବାକୁ ଲକ୍ଷ୍ୟ ରଖିଛନ୍ତି ଲରେଣ୍ଟ। ଲରେଣ୍ଟ ମାତ୍ର ୮ ବର୍ଷ ବୟସରେ ହାଇସ୍କୁଲ ପାସ୍‌ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp