ବର୍ଷା ପରେ ମାଟିରୁ ବାସ୍ନା କାହିଁକି ଆସେ

The Sakala Picture
Published On

ଗ୍ରୀଷ୍ମଋତୁ ପରେ ଯେତେବେଳେ ପ୍ରଥମ ବର୍ଷା ହୁଏ, ସେତେବେଳେ ମାଟିରୁ ଏକ ପ୍ରକାର ବାସ୍ନା ବହାରେ | ପହିଲି ବର୍ଷାର ମାଟିର ବାସ୍ନା ମନକୁ ମତୁଆଲା କରିଦିଏ | ତେବେ ଏଠାରେ ମନକୁ ପ୍ରଶ୍ନଆସେ ବର୍ଷା ପରେ ମାଟିରୁ କାହିଁକି ଏ ପ୍ରକାର ବାସ୍ନା ବାହାରିଥାଏ? ଏପରି ବାସ୍ନା ହେବାର କାରଣ ହେଉଛି, ଆମ ବାୟୁମଣ୍ଡଳରେ ଥିବା ଓଜୋନ୍ ଗ୍ୟାସ୍। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ବର୍ଷା ପରେ ବାୟୁମଣ୍ଡଳରେ ଥିବା ଓଜୋନ୍ ଗ୍ୟାସ୍ କିଛି ମାତ୍ରାରେ ପାଣିରେ […]

ଗ୍ରୀଷ୍ମଋତୁ ପରେ ଯେତେବେଳେ ପ୍ରଥମ ବର୍ଷା ହୁଏ, ସେତେବେଳେ ମାଟିରୁ ଏକ ପ୍ରକାର ବାସ୍ନା ବହାରେ | ପହିଲି ବର୍ଷାର ମାଟିର ବାସ୍ନା ମନକୁ ମତୁଆଲା କରିଦିଏ | ତେବେ ଏଠାରେ ମନକୁ ପ୍ରଶ୍ନଆସେ ବର୍ଷା ପରେ ମାଟିରୁ କାହିଁକି ଏ ପ୍ରକାର ବାସ୍ନା ବାହାରିଥାଏ? ଏପରି ବାସ୍ନା ହେବାର କାରଣ ହେଉଛି, ଆମ ବାୟୁମଣ୍ଡଳରେ ଥିବା ଓଜୋନ୍ ଗ୍ୟାସ୍। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ବର୍ଷା ପରେ ବାୟୁମଣ୍ଡଳରେ ଥିବା ଓଜୋନ୍ ଗ୍ୟାସ୍ କିଛି ମାତ୍ରାରେ ପାଣିରେ ମିଶିଯାଏ, ଫଳରେ ମାଟିରୁ ବାସ୍ନା ବହାରିଥାଏ।

ଆହୁରି ପଢ଼ନ୍ତୁ: ନାସାର ଆର୍ଟେମିସ୍-୨ ମିଶନରେ ସମସ୍ୟା: ଓରିଅନ୍ ମହାକାଶଯାନରେ ଖରାପ ହେଲା ୨୩ ନିୟୁତ ଡଲାର୍ ମୂଲ୍ୟର ଶୌଚାଳୟ

ସେହିଭଳି ବୈଜ୍ଞାନିକମାନେ କହିଛନ୍ତି, ମାଟିରେ ଅନେକ ପ୍ରକାରର ଜୀବାଣୁ ଥା’ନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ନୋକାର୍ଡିଆ ।ବର୍ଷା ହେତୁ ମାଟି ଓଦା ହୋଇଗଲେ ଏହି ଜୀବାଣୁ ‘ଗ୍ୟାସୋମାଇନ୍’ ନାମକ ଏକ ରାସାୟନିକ ପଦାର୍ଥ ନିର୍ଗତ କରେ। ଯେଉଁଥିପାଇଁ ମାଟିରୁ ସୁଗନ୍ଧ ବହାରିଥାଏ। ତୃତୀୟ କାରଣ ହେଉଛି ଗଛଗୁଡ଼ିକ ମଧ୍ୟରୁ ଲଗାତାର ତୈକାଂଶ ନିର୍ଗତ ହୋଇଥାଏ । ଯେତେବେଳେ ବର୍ଷା ହୁଏ ଏହି ତୈକାଂଶ ବର୍ଷା ଜଳ ସହ ମିଶି ପୂରା ବାୟୁମଣ୍ଡଳରେ ଖେଳେଇ ହୋଇଯାଏ ଓ ଏଥିରୁ ଏକ ଅଜବ ବାସ୍ନା ବାହାରିଥାଏ |

ଆହୁରି ପଢ଼ନ୍ତୁ: ଆଜି 'ଛେନାପୋଡ଼ ଦିବସ': ଜାଣନ୍ତୁ ଓଡ଼ିଶାର ଏହି ପ୍ରସିଦ୍ଧ ମିଷ୍ଠାନ୍ନର ଇତିହାସ ଓ ମହତ୍ତ୍ୱ

ପ୍ରକୃତରେ ବର୍ଷା ଜଳରେ କୌଣସି ବାସ୍ନା ନ ଥାଏ। କିନ୍ତୁ ଯେତେବେଳେ ଏହା ଭୂଇଁକୁ ସ୍ପର୍ଶ କରେ ଓ ଧୂଳିକଣା ସହିତ ମିଳିତ ହୋଇଥାଏ ସେତେବେଳେ ଏଥିରୁ ଏକ ମନମୋହକ ବାସ୍ନା ଏଥିରୁ ବାହାରିଥାଏ | ମାଟିର ଏହି ଗନ୍ଧକୁ ପେଟ୍ରିକୋର୍ କୁହାଯାଏ । ଏହି ଶବ୍ଦର ପ୍ରୟୋଗ ଦୁଇଜଣ ଅଷ୍ଟ୍ରେଲିଆର ବୈଜ୍ଞାନିକ ପାଣିପାଗ ବିଜ୍ଞାନ ବିଷୟ ଅଧ୍ୟୟନ କରୁଥିବା ସମୟରେ କରିଥିଲେ।

ଆହୁରି ପଢ଼ନ୍ତୁ: ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆରୁ ସେନା ଅଧିକାରୀ: ହାର୍ଭାର୍ଡ ପିଏଚଡି ଛାଡି ସେନାରେ ଲେଫ୍ଟନାଣ୍ଟ୍ ହେଲେ କଶିଶ୍ ମେଥୱାନୀ

17 Sep 2021 By The Sakala

ବର୍ଷା ପରେ ମାଟିରୁ ବାସ୍ନା କାହିଁକି ଆସେ

ଗ୍ରୀଷ୍ମଋତୁ ପରେ ଯେତେବେଳେ ପ୍ରଥମ ବର୍ଷା ହୁଏ, ସେତେବେଳେ ମାଟିରୁ ଏକ ପ୍ରକାର ବାସ୍ନା ବହାରେ | ପହିଲି ବର୍ଷାର ମାଟିର ବାସ୍ନା ମନକୁ ମତୁଆଲା କରିଦିଏ | ତେବେ ଏଠାରେ ମନକୁ ପ୍ରଶ୍ନଆସେ ବର୍ଷା ପରେ ମାଟିରୁ କାହିଁକି ଏ ପ୍ରକାର ବାସ୍ନା ବାହାରିଥାଏ? ଏପରି ବାସ୍ନା ହେବାର କାରଣ ହେଉଛି, ଆମ ବାୟୁମଣ୍ଡଳରେ ଥିବା ଓଜୋନ୍ ଗ୍ୟାସ୍। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ବର୍ଷା ପରେ ବାୟୁମଣ୍ଡଳରେ ଥିବା ଓଜୋନ୍ ଗ୍ୟାସ୍ କିଛି ମାତ୍ରାରେ ପାଣିରେ ମିଶିଯାଏ, ଫଳରେ ମାଟିରୁ ବାସ୍ନା ବହାରିଥାଏ।

ସେହିଭଳି ବୈଜ୍ଞାନିକମାନେ କହିଛନ୍ତି, ମାଟିରେ ଅନେକ ପ୍ରକାରର ଜୀବାଣୁ ଥା’ନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ନୋକାର୍ଡିଆ ।ବର୍ଷା ହେତୁ ମାଟି ଓଦା ହୋଇଗଲେ ଏହି ଜୀବାଣୁ ‘ଗ୍ୟାସୋମାଇନ୍’ ନାମକ ଏକ ରାସାୟନିକ ପଦାର୍ଥ ନିର୍ଗତ କରେ। ଯେଉଁଥିପାଇଁ ମାଟିରୁ ସୁଗନ୍ଧ ବହାରିଥାଏ। ତୃତୀୟ କାରଣ ହେଉଛି ଗଛଗୁଡ଼ିକ ମଧ୍ୟରୁ ଲଗାତାର ତୈକାଂଶ ନିର୍ଗତ ହୋଇଥାଏ । ଯେତେବେଳେ ବର୍ଷା ହୁଏ ଏହି ତୈକାଂଶ ବର୍ଷା ଜଳ ସହ ମିଶି ପୂରା ବାୟୁମଣ୍ଡଳରେ ଖେଳେଇ ହୋଇଯାଏ ଓ ଏଥିରୁ ଏକ ଅଜବ ବାସ୍ନା ବାହାରିଥାଏ |

ପ୍ରକୃତରେ ବର୍ଷା ଜଳରେ କୌଣସି ବାସ୍ନା ନ ଥାଏ। କିନ୍ତୁ ଯେତେବେଳେ ଏହା ଭୂଇଁକୁ ସ୍ପର୍ଶ କରେ ଓ ଧୂଳିକଣା ସହିତ ମିଳିତ ହୋଇଥାଏ ସେତେବେଳେ ଏଥିରୁ ଏକ ମନମୋହକ ବାସ୍ନା ଏଥିରୁ ବାହାରିଥାଏ | ମାଟିର ଏହି ଗନ୍ଧକୁ ପେଟ୍ରିକୋର୍ କୁହାଯାଏ । ଏହି ଶବ୍ଦର ପ୍ରୟୋଗ ଦୁଇଜଣ ଅଷ୍ଟ୍ରେଲିଆର ବୈଜ୍ଞାନିକ ପାଣିପାଗ ବିଜ୍ଞାନ ବିଷୟ ଅଧ୍ୟୟନ କରୁଥିବା ସମୟରେ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର