ରଙ୍ଗର ପର୍ବ ହୋଲି ଖେଳିବା ସମୟରେ ଅବଲମ୍ବନ କରନ୍ତୁ ଏହିସବୁ ସତର୍କତା..

The Sakala Picture
Published On

ହୋଲି ଖେଳିବା ସମୟରେ ଟିକିଏ ଅସାବଧାନତା ଅନେକ ସମସ୍ୟାର କାରଣ ପାଲଟେ। ତେଣୁ ହୋଲି ଖେଳିବା ସମୟରେ ନିମ୍ନ ପ୍ରଦତ୍ତ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ଚର୍ମ ଏବଂ କେଶ ସୁରକ୍ଷିତ ରହିଥାଏ। ଘରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ନ ପାରିଲେ ବଜାରେ ଉପଲବ୍ଧ ହର୍ବାଲ ରଙ୍ଗ କିଣି ତାହାକୁ ବ୍ୟବହାର କରନ୍ତୁ। ହୋଲି ଖେଳିବା ପୂର୍ବରୁ ପୂରା […]

ହୋଲି ଖେଳିବା ସମୟରେ ଟିକିଏ ଅସାବଧାନତା ଅନେକ ସମସ୍ୟାର କାରଣ ପାଲଟେ। ତେଣୁ ହୋଲି ଖେଳିବା ସମୟରେ ନିମ୍ନ ପ୍ରଦତ୍ତ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

  • ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ଚର୍ମ ଏବଂ କେଶ ସୁରକ୍ଷିତ ରହିଥାଏ।
  • ଘରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ନ ପାରିଲେ ବଜାରେ ଉପଲବ୍ଧ ହର୍ବାଲ ରଙ୍ଗ କିଣି ତାହାକୁ ବ୍ୟବହାର କରନ୍ତୁ।
  • ହୋଲି ଖେଳିବା ପୂର୍ବରୁ ପୂରା ଶରୀର, ମୁହଁରେ ମଏଶ୍ଚରାଇଜର୍‌ ଓ ନଡ଼ିଆ ତେଲ ଲଗାନ୍ତୁ। କେଶରେ ମଧ୍ୟ ତେଲ ଲଗାନ୍ତୁ। ଏହାଦ୍ବାରା ଗାଢ଼ ରଙ୍ଗ ସହଜରେ ଶରୀରରୁ ଛାଡ଼ି ଯାଇଥାଏ।
  • ହୋଲିରେ ଡେନିମ୍ ଜିନ୍ସ, ଜ୍ୟାକେଟ୍ ପିନ୍ଧନ୍ତୁ, ଯାହା ଫଳରେ କଳା, ସବୁଜ, ନୀଳ, ବାଇଗଣୀ ଭଳି ଉଜ୍ଜ୍ୱଳ ଓ ଗାଢ଼ ରଙ୍ଗ କପଡ଼ାରେ ସହଜରେ ଲାଗି ନ ଥାଏ।
08 Mar 2023 By The Sakala

ରଙ୍ଗର ପର୍ବ ହୋଲି ଖେଳିବା ସମୟରେ ଅବଲମ୍ବନ କରନ୍ତୁ ଏହିସବୁ ସତର୍କତା..

ହୋଲି ଖେଳିବା ସମୟରେ ଟିକିଏ ଅସାବଧାନତା ଅନେକ ସମସ୍ୟାର କାରଣ ପାଲଟେ। ତେଣୁ ହୋଲି ଖେଳିବା ସମୟରେ ନିମ୍ନ ପ୍ରଦତ୍ତ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

  • ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ଚର୍ମ ଏବଂ କେଶ ସୁରକ୍ଷିତ ରହିଥାଏ।
  • ଘରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ନ ପାରିଲେ ବଜାରେ ଉପଲବ୍ଧ ହର୍ବାଲ ରଙ୍ଗ କିଣି ତାହାକୁ ବ୍ୟବହାର କରନ୍ତୁ।
  • ହୋଲି ଖେଳିବା ପୂର୍ବରୁ ପୂରା ଶରୀର, ମୁହଁରେ ମଏଶ୍ଚରାଇଜର୍‌ ଓ ନଡ଼ିଆ ତେଲ ଲଗାନ୍ତୁ। କେଶରେ ମଧ୍ୟ ତେଲ ଲଗାନ୍ତୁ। ଏହାଦ୍ବାରା ଗାଢ଼ ରଙ୍ଗ ସହଜରେ ଶରୀରରୁ ଛାଡ଼ି ଯାଇଥାଏ।
  • ହୋଲିରେ ଡେନିମ୍ ଜିନ୍ସ, ଜ୍ୟାକେଟ୍ ପିନ୍ଧନ୍ତୁ, ଯାହା ଫଳରେ କଳା, ସବୁଜ, ନୀଳ, ବାଇଗଣୀ ଭଳି ଉଜ୍ଜ୍ୱଳ ଓ ଗାଢ଼ ରଙ୍ଗ କପଡ଼ାରେ ସହଜରେ ଲାଗି ନ ଥାଏ।
https://www.thesakala.in/special/follow-these-precautions-while-playing-holi/article-19627
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର