ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଜାଣନ୍ତୁ କିଭଳି ବଢ଼ାଇବେ କାର୍ଯ୍ୟଦକ୍ଷତା…

The Sakala Picture
Published On

ଅଫିସ୍‌ରେ ଅଧିକ କାମ, ଲଗାତାର ମିଟିଂ ଯୋଗୁଁ କାମ କରିବା ଅନେକ ସମୟରେ କଷ୍ଟକର ହୋଇଥାଏ। ହେଲେ କିଛି ଉପାୟକୁ ଆପଣାଇ ଅଫିସ୍‌ରେ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରାଯାଇ ପାରିବ। -ଅଫିସ୍‌ରେ ସମୟ ବହୁତ ଶୀଘ୍ର ଅତିବାହିତ ହୋଇଥାଏ। ଫଳରେ କାମ ଅଧୁରା ରହେ। ତେଣୁ ସ୍ମାର୍ଟ ୱାର୍କ ଏବଂ ଅଧିକ ପରିଶ୍ରମରେ ଏହାର ସମାଧାନ କରାଯାଇପାରିବ। -ଯୋଜନା ମୁତାବକ କାମ କରିବା ଖୁବ୍ ଜରୁରି। ଦିନର ଆରମ୍ଭରୁ ଏ ବିଷୟରେ ଜାଣିବା ଦରକାର, କେଉଁ କାମ […]

ଅଫିସ୍‌ରେ ଅଧିକ କାମ, ଲଗାତାର ମିଟିଂ ଯୋଗୁଁ କାମ କରିବା ଅନେକ ସମୟରେ କଷ୍ଟକର ହୋଇଥାଏ। ହେଲେ କିଛି ଉପାୟକୁ ଆପଣାଇ ଅଫିସ୍‌ରେ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରାଯାଇ ପାରିବ।
-ଅଫିସ୍‌ରେ ସମୟ ବହୁତ ଶୀଘ୍ର ଅତିବାହିତ ହୋଇଥାଏ। ଫଳରେ କାମ ଅଧୁରା ରହେ। ତେଣୁ ସ୍ମାର୍ଟ ୱାର୍କ ଏବଂ ଅଧିକ ପରିଶ୍ରମରେ ଏହାର ସମାଧାନ କରାଯାଇପାରିବ।
-ଯୋଜନା ମୁତାବକ କାମ କରିବା ଖୁବ୍ ଜରୁରି। ଦିନର ଆରମ୍ଭରୁ ଏ ବିଷୟରେ ଜାଣିବା ଦରକାର, କେଉଁ କାମ କେତେବେଳେ କରିବା ଉଚିତ। ଗୁରୁତ୍ବ ରଖୁଥିବା କାମକୁ ହିଁ ପ୍ରଥମେ ସଂପାଦନ କରିବା।
-ପ୍ରତି ୪୦ ମିନିଟ୍‌ ଅନ୍ତରରେ ଛୋଟ ବ୍ରେକ୍‌ ନିଅନ୍ତୁ। ଏହାଦ୍ବାରା ମସ୍ତିଷ୍କ ଶାନ୍ତ ରହିବା ସହ ସତେଜ ଲାଗେ। ଫଳରେ କାମ କରିବାରେ ଆଗ୍ରହ ଆସେ।
-ଗୋଟିଏ ସମୟରେ ଗୋଟିଏ କାମ ଉପରେ ଗୁରୁତ୍ବ ଦିଅନ୍ତୁ। ମଲ୍‌ଟିଟାସ୍କିଂ ଦ୍ବାରା କାମର ଗୁଣବତ୍ତା ଖରାପ ହୋଇଥାଏ।
 -ବ୍ୟବସ୍ଥିତ ଡେସ୍କ୍‌ରେ କାମ କରିବା ଦ୍ବାରା କାମ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଥାଏ।
-ସ୍ମାର୍ଟ ୱାର୍କ ଏବଂ ଠିକ୍ ମ୍ୟାନେଜମେଣ୍ଟ ଦ୍ବାରା ଅଫିସ୍ ଜୀବନ ଚିନ୍ତାମୁକ୍ତ ରହେ।
02 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp