ଦକ୍ଷତା ବୃଦ୍ଧି କରାଏ ୱାନ୍‌ ଟୁ ୱାନ୍ କମ୍ୟୁନିକେସନ

The Sakala Picture
Published On

ଦ୍ବାଦଶ ବା ସ୍ନାତକ ପଢ଼ା ସାରି ଅଧିକାଂଶ ସେଲ୍ଫ ଫାଇନାନ୍ସ କୋର୍ସ କରିବାକୁ ଗୁରୁତ୍ୱ ଦେଉଛନ୍ତି। ନୂତନ ଶିକ୍ଷାନୁଷ୍ଠାନରେ ନିଜର ପରିଚୟ ଦେବା ସହିତ ଅନେକଙ୍କୁ ‘ୱାନ୍‌ ଟୁ ୱାନ୍‌ କମ୍ୟୁନିକେସନ’ରେ ଭାଗ ନେବାକୁ ହୁଏ। ଏହି ଯୋଗାଯୋଗ ଦୁଇଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଥାଏ। ଦକ୍ଷତା ଅଭିବୃଦ୍ଧି କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରେ। ତେଣୁ ଏଥିରେ ଭାଗ ନେବାକୁ ନିଜକୁ କିପରି ପ୍ରସ୍ତୁତ କରିବେ ଓ ଏହାଦ୍ବାରା କ’ଣ ଲାଭ ହୁଏ ଜାଣିରଖନ୍ତୁ। -ୱାନ୍‌ […]

ଦ୍ବାଦଶ ବା ସ୍ନାତକ ପଢ଼ା ସାରି ଅଧିକାଂଶ ସେଲ୍ଫ ଫାଇନାନ୍ସ କୋର୍ସ କରିବାକୁ ଗୁରୁତ୍ୱ ଦେଉଛନ୍ତି। ନୂତନ ଶିକ୍ଷାନୁଷ୍ଠାନରେ ନିଜର ପରିଚୟ ଦେବା ସହିତ ଅନେକଙ୍କୁ ‘ୱାନ୍‌ ଟୁ ୱାନ୍‌ କମ୍ୟୁନିକେସନ’ରେ ଭାଗ ନେବାକୁ ହୁଏ। ଏହି ଯୋଗାଯୋଗ ଦୁଇଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଥାଏ। ଦକ୍ଷତା ଅଭିବୃଦ୍ଧି କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରେ। ତେଣୁ ଏଥିରେ ଭାଗ ନେବାକୁ ନିଜକୁ କିପରି ପ୍ରସ୍ତୁତ କରିବେ ଓ ଏହାଦ୍ବାରା କ’ଣ ଲାଭ ହୁଏ ଜାଣିରଖନ୍ତୁ।

-ୱାନ୍‌ ଟୁ ୱାନ୍‌ କମ୍ୟୁନିକେସନରେ ଯୋଗଦେବା ପରେ ପ୍ରଥମେ ଶୁଣିବା ଆରମ୍ଭ କରନ୍ତୁ। ନିର୍ଦ୍ଦିଷ୍ଟ କଥା କୁହନ୍ତୁ। କହିବା ପୂର୍ବରୁ ଚିନ୍ତା କରିବା ଭଲ ଅଭ୍ୟାସ। ଏକ ସକାରାତ୍ମକ ମନୋଭାବ ଏବଂ ଚେହେରାରେ ହସ ରଖି ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ। ଶରୀରର ଭାଷାକୁ ଗୁରୁତ୍ୱ ଦେବା ଜରୁରି। ଯାହା ସହିତ କଥା ବାର୍ତ୍ତା କରୁଛନ୍ତି, ତାଙ୍କ ଚେହେରା ବା ଆଖିକୁ ଆଖି ମିଶାଇ ଉତ୍ତର ଦେବା ଭଲ ଅଭ୍ୟାସ। ଏପରି କରିବା ଦ୍ୱାରା ଭବିଷ୍ୟତରେ ଏହା ଅନେକ ସାହାଯ୍ୟ କରିଥାଏ।

-ଚାକିରି ପାଇବାରେ ସମସ୍ୟା ହୁଏନି। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିବାରେ ସାହାଯ୍ୟ କରିଥାଏ। ବ୍ୟବସାୟକୁ ପ୍ରତିନିଧିତ୍ୱ କରିବା ପାଇଁ ଆତ୍ମବିଶ୍ୱାସ ବଢ଼ାଇବାରେ ସହାୟକ ହୁଏ। ଯେକୌଣସି କ୍ଷେତ୍ରରେ କ୍ଲାଏଣ୍ଟ ସହ ଯୋଗାଯୋଗ କରିବାରେ ସମସ୍ୟା ହୁଏନି। ଜଣେ ବ୍ୟକ୍ତିର ଦକ୍ଷତାକୁ ପରିପ୍ରକାଶ କରେ ୱାନ୍‌ ଟୁ ୱାନ୍ କମ୍ୟୁନିକେସନ। ଯେକୌଣସି କମ୍ପାନୀ ହୋଇଥାଉନା କାହିଁ, ସାକ୍ଷାତକାର ଦେବା ସମୟରେ ସମସ୍ୟା ହୁଏ ନାହିଁ।

14 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର