ପନିର୍ ତାୱା ଫ୍ରାଏ

The Sakala Picture
Published On

ଆବଶ୍ୟକ ସାମଗ୍ରୀ ପନିର୍‌- ୨୦୦ ଗ୍ରାମ୍‌, କର୍ଣ୍ଣଫ୍ଲୋର- ୨ ଚାମଚ, ଗୋଲମରିଚ ଗୁଣ୍ଡ- ଏକ ଚାମଚ, ଲଙ୍କା ଗୁଣ୍ଡ- ଏକ ଚାମଚ, ଓରେଗାନୋ- ଅଧା ଚାମଚ, ଚିଲି ସସ୍‌- ଦୁଇ ଚାମଚ, ଅଦା ପେଷ୍ଟ- ୨ ଚାମଚ, ରସୁଣ ପେଷ୍ଟ- ଦୁଇ ଚାମଚ, ବଟର- ୨ ଚାମଚ, ଲୁଣ- ସ୍ବାଦ ଅନୁସାରେ ପ୍ରଣାଳୀ ପ୍ରଥମେ ପନିର୍‌କୁ କାଟି ରଖନ୍ତୁ। ଏହା ପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ଗୋଲମରିଚ ଗୁଣ୍ଡ, ନାଲି ଲଙ୍କା ଗୁଣ୍ଡ, ଅଦା […]

ଆବଶ୍ୟକ ସାମଗ୍ରୀ

ପନିର୍‌- ୨୦୦ ଗ୍ରାମ୍‌,
କର୍ଣ୍ଣଫ୍ଲୋର- ୨ ଚାମଚ,
ଗୋଲମରିଚ ଗୁଣ୍ଡ- ଏକ ଚାମଚ,
ଲଙ୍କା ଗୁଣ୍ଡ- ଏକ ଚାମଚ,
ଓରେଗାନୋ- ଅଧା ଚାମଚ,
ଚିଲି ସସ୍‌- ଦୁଇ ଚାମଚ,
ଅଦା ପେଷ୍ଟ- ୨ ଚାମଚ,
ରସୁଣ ପେଷ୍ଟ- ଦୁଇ ଚାମଚ,
ବଟର- ୨ ଚାମଚ,
ଲୁଣ- ସ୍ବାଦ ଅନୁସାରେ

ପ୍ରଣାଳୀ

ପ୍ରଥମେ ପନିର୍‌କୁ କାଟି ରଖନ୍ତୁ। ଏହା ପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ଗୋଲମରିଚ ଗୁଣ୍ଡ, ନାଲି ଲଙ୍କା ଗୁଣ୍ଡ, ଅଦା ରସୁଣ ବଟା, ଚିଲି ସସ୍, ଲୁଣ, ଓରେଗାନୋ ଓ ଅଳ୍ପ ପାଣି ଦେଇ ଭଲଭାବେ ଗୋଳାନ୍ତୁ। ସେଥିରେ ପନିର୍‌କୁ ଗୋଳାଇ ଫ୍ରିଜ୍‌ରେ ୧୫-୨୦ ମିନିଟ୍ ରଖନ୍ତୁ। ଏହାପରେ ଚୁଲାରେ ତାୱା ବସାଇ ବଟର ଗରମ କରନ୍ତୁ। ମ୍ୟାରିନେଟ୍ ପନିରକୁ ଗୋଟିଏ ଗୋଟିଏ ତାୱାରେ ରଖି ଭାଜନ୍ତୁ। ଧିମା ଆଞ୍ଚରେ ପନିର୍‌ର ଦୁଇ ପାର୍ଶ୍ବକୁ ଭଲ ଭାବେ ଭାଜନ୍ତୁ। ଏହାକୁ ପୋଦିନା କିମ୍ବା ଧନିଆ ଚଟଣି ସହ ଗରମ ଗରମ ପରଷନ୍ତୁ।

02 Sep 2021 By The Sakala

https://www.thesakala.in/our-cook/paneer-fry-recipe/article-5112
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର