କୁସ୍ତି ମହାସଂଘର ସଭାପତିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ: ପୁଲିସ ଏତଲା ପଞ୍ଜୀକରଣ କରୁ ନ ଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ କୁସ୍ତି ଯୋଦ୍ଧା

The Sakala Picture
Published On

ଭୁବନେଶ୍ବର: ସୁପ୍ରିମକୋର୍ଟ ଗଲେ କୁସ୍ତିଯୋଦ୍ଧା । ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଧାରଣାରତ ୭ କୁସ୍ତି ଯୋଦ୍ଧା । ଭିନେଶ ଫୋଗଟ୍‌ଙ୍କ ସମେତ ୭ କୁସ୍ତି ଯୋଦ୍ଧା ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦିଲ୍ଲୀ ପୁଲିସ ଏତଲା ପଞ୍ଜୀକରଣ କରୁ ନ ଥିବାରୁ ପିଟିସନ କରିଛନ୍ତି। । ଏତଲା କରିବା ସହ କାଲିଠୁ ଜନ୍ତରମନ୍ତରରେ ଧାରଣା ଦେଇଛନ୍ତି କୁସ୍ତି ଯୋଦ୍ଧା  । ସୂଚନା ଅନୁଯାଯୀ, କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ବ୍ରିଜ ଭୂଷଣ ସିଂଙ୍କ […]

ଭୁବନେଶ୍ବର: ସୁପ୍ରିମକୋର୍ଟ ଗଲେ କୁସ୍ତିଯୋଦ୍ଧା । ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଧାରଣାରତ ୭ କୁସ୍ତି ଯୋଦ୍ଧା । ଭିନେଶ ଫୋଗଟ୍‌ଙ୍କ ସମେତ ୭ କୁସ୍ତି ଯୋଦ୍ଧା ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦିଲ୍ଲୀ ପୁଲିସ ଏତଲା ପଞ୍ଜୀକରଣ କରୁ ନ ଥିବାରୁ ପିଟିସନ କରିଛନ୍ତି। । ଏତଲା କରିବା ସହ କାଲିଠୁ ଜନ୍ତରମନ୍ତରରେ ଧାରଣା ଦେଇଛନ୍ତି କୁସ୍ତି ଯୋଦ୍ଧା  ।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

ସୂଚନା ଅନୁଯାଯୀ, କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି ରେସଲର । ପୂର୍ବରୁ ମଧ୍ୟ ବ୍ରିଜଭୂଷଣଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣି କୁସ୍ତିଯୋଦ୍ଧା ଧାରଣାରେ ବସିଥିଲେ। ୭ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ନାଁରେ ଏତଲା ଦେଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅଢ଼େଇ ମାସ ପୂର୍ବରୁ ଅଭିଯୋଗ ହୋଇଥିଲେ ବି କିଛି ଗଠିତ କମିଟି ପକ୍ଷରୁ କିଛି ଫଇସଲା ନଆସିବାରୁ କୁସ୍ତିଯୋଦ୍ଧା ସଂଘ ପକ୍ଷରୁ ପୁଣି ଧାରଣା ଆରମ୍ଭ ହୋଇଛି । ଗତକାଲିଠାରୁ ଧାରଣା ଆରମ୍ଭ ହୋଇଥିବା ବେଳେ ଜନ୍ତରମନ୍ତରଠାରେ ରାତି ତମାମ ସେମାନେ ଧାରଣାରେ ବସିରହିଥିଲେ ।

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

24 Apr 2023 By The Sakala

କୁସ୍ତି ମହାସଂଘର ସଭାପତିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ: ପୁଲିସ ଏତଲା ପଞ୍ଜୀକରଣ କରୁ ନ ଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ କୁସ୍ତି ଯୋଦ୍ଧା

ଭୁବନେଶ୍ବର: ସୁପ୍ରିମକୋର୍ଟ ଗଲେ କୁସ୍ତିଯୋଦ୍ଧା । ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଧାରଣାରତ ୭ କୁସ୍ତି ଯୋଦ୍ଧା । ଭିନେଶ ଫୋଗଟ୍‌ଙ୍କ ସମେତ ୭ କୁସ୍ତି ଯୋଦ୍ଧା ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦିଲ୍ଲୀ ପୁଲିସ ଏତଲା ପଞ୍ଜୀକରଣ କରୁ ନ ଥିବାରୁ ପିଟିସନ କରିଛନ୍ତି। । ଏତଲା କରିବା ସହ କାଲିଠୁ ଜନ୍ତରମନ୍ତରରେ ଧାରଣା ଦେଇଛନ୍ତି କୁସ୍ତି ଯୋଦ୍ଧା  ।

ସୂଚନା ଅନୁଯାଯୀ, କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି ରେସଲର । ପୂର୍ବରୁ ମଧ୍ୟ ବ୍ରିଜଭୂଷଣଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣି କୁସ୍ତିଯୋଦ୍ଧା ଧାରଣାରେ ବସିଥିଲେ। ୭ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ନାଁରେ ଏତଲା ଦେଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅଢ଼େଇ ମାସ ପୂର୍ବରୁ ଅଭିଯୋଗ ହୋଇଥିଲେ ବି କିଛି ଗଠିତ କମିଟି ପକ୍ଷରୁ କିଛି ଫଇସଲା ନଆସିବାରୁ କୁସ୍ତିଯୋଦ୍ଧା ସଂଘ ପକ୍ଷରୁ ପୁଣି ଧାରଣା ଆରମ୍ଭ ହୋଇଛି । ଗତକାଲିଠାରୁ ଧାରଣା ଆରମ୍ଭ ହୋଇଥିବା ବେଳେ ଜନ୍ତରମନ୍ତରଠାରେ ରାତି ତମାମ ସେମାନେ ଧାରଣାରେ ବସିରହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର