ଏକାକୀ ଲଢିବେ ସାଉଥ ଷ୍ଟାର ଥଲାପତି ବିଜୟ, କୌଣସି ଦଳ ସହ କରିବେ ନାହିଁ ମେଣ୍ଟ…

The Sakala Picture
Published On

ଚେନ୍ନାଇ: ୨୦୨୬ରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସାଉଥ ଷ୍ଟାର୍‌ ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଜଗାମ୍‌ (ଟିଭିକେ) କୌଣସି ଦଳ ସହ ମେଣ୍ଟ ନ କରି ଏକାକୀ ଲଢ଼ିବ। ଚେନ୍ନାଇରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ବିଜୟ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ଶାସକ ଦଳ ଡିଏମ୍‌କେ ସହ ତାଙ୍କର ରାଜନୈତିକ ଶତ୍ରୁତା ରହିଛି ଏବଂ କେନ୍ଦ୍ରରେ ଶାସକ ଭାଜପା ସହ ତାଙ୍କର ବୈଚାରିକ ଶତ୍ରୁତା ରହିଛି। ତେଣୁ ଉଭୟ ଦଳ […]

ଚେନ୍ନାଇ: ୨୦୨୬ରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସାଉଥ ଷ୍ଟାର୍‌ ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଜଗାମ୍‌ (ଟିଭିକେ) କୌଣସି ଦଳ ସହ ମେଣ୍ଟ ନ କରି ଏକାକୀ ଲଢ଼ିବ। ଚେନ୍ନାଇରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ବିଜୟ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ଶାସକ ଦଳ ଡିଏମ୍‌କେ ସହ ତାଙ୍କର ରାଜନୈତିକ ଶତ୍ରୁତା ରହିଛି ଏବଂ କେନ୍ଦ୍ରରେ ଶାସକ ଭାଜପା ସହ ତାଙ୍କର ବୈଚାରିକ ଶତ୍ରୁତା ରହିଛି। ତେଣୁ ଉଭୟ ଦଳ ସହ ଟିଭିକେର ମେଣ୍ଟ ହେବା ନେଇ ପ୍ରଶ୍ନ ଉଠୁନାହିଁ ବୋଲି ବିଜୟ କହିଛନ୍ତି। ୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ମୁଖ୍ୟ ମୁକାବିଲା ଡିଏମ୍‌କେ ଓ ଟିଭିକେ ମଧ୍ୟରେ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ବିଜୟ ମଦୁରାଇ ପୂର୍ବ ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

22 Aug 2025 By The Sakala

ଏକାକୀ ଲଢିବେ ସାଉଥ ଷ୍ଟାର ଥଲାପତି ବିଜୟ, କୌଣସି ଦଳ ସହ କରିବେ ନାହିଁ ମେଣ୍ଟ…

ଚେନ୍ନାଇ: ୨୦୨୬ରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସାଉଥ ଷ୍ଟାର୍‌ ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଜଗାମ୍‌ (ଟିଭିକେ) କୌଣସି ଦଳ ସହ ମେଣ୍ଟ ନ କରି ଏକାକୀ ଲଢ଼ିବ। ଚେନ୍ନାଇରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ବିଜୟ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ଶାସକ ଦଳ ଡିଏମ୍‌କେ ସହ ତାଙ୍କର ରାଜନୈତିକ ଶତ୍ରୁତା ରହିଛି ଏବଂ କେନ୍ଦ୍ରରେ ଶାସକ ଭାଜପା ସହ ତାଙ୍କର ବୈଚାରିକ ଶତ୍ରୁତା ରହିଛି। ତେଣୁ ଉଭୟ ଦଳ ସହ ଟିଭିକେର ମେଣ୍ଟ ହେବା ନେଇ ପ୍ରଶ୍ନ ଉଠୁନାହିଁ ବୋଲି ବିଜୟ କହିଛନ୍ତି। ୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ମୁଖ୍ୟ ମୁକାବିଲା ଡିଏମ୍‌କେ ଓ ଟିଭିକେ ମଧ୍ୟରେ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ବିଜୟ ମଦୁରାଇ ପୂର୍ବ ଆସନରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର