ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିଲା ୬ ଇଞ୍ଚର ପାଇପ୍, ଯାଇପାରିବ କଠିନ ଖାଦ୍ୟ

The Sakala Picture
Published On

ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୮ ଦିନ ପୂରି ୯ ଦିନ ହେଲାଣି ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ ଏହାରି ମଧ୍ୟରେ ଆଜି ଉଦ୍ଧାରକାରୀ ଦଳକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଫସିଥିବା ଶ୍ରମିକଙ୍କ ନିକଟକୁ ପହଞ୍ଚିଛି ଏକ ୬ ଇଞ୍ଚର ପାଇପ୍ । ଏହା ଫଳରେ ସେମାନଙ୍କ ନିକଟକୁ କଠିନ ଖାଦ୍ୟ ପଠାଇବା ସମ୍ଭବ ହୋଇପାରିବ। […]

ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୮ ଦିନ ପୂରି ୯ ଦିନ ହେଲାଣି ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ ଏହାରି ମଧ୍ୟରେ ଆଜି ଉଦ୍ଧାରକାରୀ ଦଳକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଫସିଥିବା ଶ୍ରମିକଙ୍କ ନିକଟକୁ ପହଞ୍ଚିଛି ଏକ ୬ ଇଞ୍ଚର ପାଇପ୍ । ଏହା ଫଳରେ ସେମାନଙ୍କ ନିକଟକୁ କଠିନ ଖାଦ୍ୟ ପଠାଇବା ସମ୍ଭବ ହୋଇପାରିବ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ମିଳିଥିବା ସୂଚନା ଅନୁଯାୟୀ, ଲାଇଫ୍ ସପୋର୍ଟ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ୬ ଇଞ୍ଚର ପାଇପ୍ ୪୧ ଜଣ ଶ୍ରମିକଙ୍କ ପାଖରେ ପହଞ୍ଚିଛି। ପୂର୍ବରୁ ଏହି ପାଇପ୍ ପଥର ଅତିକ୍ରମ କରିନପାରିବାରୁ ଅଟକି ରହିଥିଲା। ଏବେ ଏହି ପାଇପ୍ ୫୭ ମିଟର ଅତିକ୍ରମ କରିଛି। ଏବେ ଏହି ପାଇପ୍ ସାହାଯ୍ୟରେ ଶ୍ରମିକମାନେ ସାଧାରଣ ଖାଦ୍ୟ ଅର୍ଥାତ୍ ରୁଟି, ପନିପରିବା, ଚିକିତ୍ସା ସାମଗ୍ରୀ ପାଇପାରିବେ। କାରଣ ଏହା ପୂର୍ବରୁ ଶ୍ରମିକମାନେ କଦଳୀ, ସିଝା ଓ ଭଜାଚଣା ଓ ଶୁଖିଲା ଫଳ ଖାଉଥିଲେ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

20 Nov 2023 By The Sakala

ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିଲା ୬ ଇଞ୍ଚର ପାଇପ୍, ଯାଇପାରିବ କଠିନ ଖାଦ୍ୟ

ଡେରାଡୁନ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୮ ଦିନ ପୂରି ୯ ଦିନ ହେଲାଣି ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ ଏହାରି ମଧ୍ୟରେ ଆଜି ଉଦ୍ଧାରକାରୀ ଦଳକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଫସିଥିବା ଶ୍ରମିକଙ୍କ ନିକଟକୁ ପହଞ୍ଚିଛି ଏକ ୬ ଇଞ୍ଚର ପାଇପ୍ । ଏହା ଫଳରେ ସେମାନଙ୍କ ନିକଟକୁ କଠିନ ଖାଦ୍ୟ ପଠାଇବା ସମ୍ଭବ ହୋଇପାରିବ।

ମିଳିଥିବା ସୂଚନା ଅନୁଯାୟୀ, ଲାଇଫ୍ ସପୋର୍ଟ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ୬ ଇଞ୍ଚର ପାଇପ୍ ୪୧ ଜଣ ଶ୍ରମିକଙ୍କ ପାଖରେ ପହଞ୍ଚିଛି। ପୂର୍ବରୁ ଏହି ପାଇପ୍ ପଥର ଅତିକ୍ରମ କରିନପାରିବାରୁ ଅଟକି ରହିଥିଲା। ଏବେ ଏହି ପାଇପ୍ ୫୭ ମିଟର ଅତିକ୍ରମ କରିଛି। ଏବେ ଏହି ପାଇପ୍ ସାହାଯ୍ୟରେ ଶ୍ରମିକମାନେ ସାଧାରଣ ଖାଦ୍ୟ ଅର୍ଥାତ୍ ରୁଟି, ପନିପରିବା, ଚିକିତ୍ସା ସାମଗ୍ରୀ ପାଇପାରିବେ। କାରଣ ଏହା ପୂର୍ବରୁ ଶ୍ରମିକମାନେ କଦଳୀ, ସିଝା ଓ ଭଜାଚଣା ଓ ଶୁଖିଲା ଫଳ ଖାଉଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର