ଉତ୍ତରାଖଣ୍ଡ ନିର୍ବାଚନ: ଜିତିଲା ଦଳ, ହେଲେ ହାରିଲେ ମୁଖ୍ୟମନ୍ତ୍ରୀ
ଉତ୍ତରାଖଣ୍ଡ: ହାରିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ହେଲେ ତାଙ୍କ ଦଳ ଅର୍ଥାତ ବିଜେପି ବିଜୟ ଆଡକୁ ଗତି କରୁଛି। ଖଟିମା ଆସନରେ କଂଗ୍ରେସର ଭୁବନ ତାପଡିଙ୍କଠୁ ହାରିଛନ୍ତି ବିଜେପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ବିଜେପି ସରକାର ଗଠନ କରିବ । ବର୍ତ୍ତମାନ ୭୦ ଆସନରୁ ୪୮ଟି ସିଟରେ ଆଗରେ ରହିଛି ବିଜେପି।
ଉତ୍ତରାଖଣ୍ଡ: ହାରିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ହେଲେ ତାଙ୍କ ଦଳ ଅର୍ଥାତ ବିଜେପି ବିଜୟ ଆଡକୁ ଗତି କରୁଛି। ଖଟିମା ଆସନରେ କଂଗ୍ରେସର ଭୁବନ ତାପଡିଙ୍କଠୁ ହାରିଛନ୍ତି ବିଜେପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।
ଆହୁରି ପଢ଼ନ୍ତୁ: ବିକ୍ଷୋଭ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ସିଜେପି ନେତା ଅଭିଜିତ ଦିପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କା ଅଟକ
ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ବିଜେପି ସରକାର ଗଠନ କରିବ । ବର୍ତ୍ତମାନ ୭୦ ଆସନରୁ ୪୮ଟି ସିଟରେ ଆଗରେ ରହିଛି ବିଜେପି।






