ଟ୍ରେନିଂ ସମୟରେ ବିସ୍ଫୋରଣ: ୨ ଯବାନ ମୃତ, ଜଣେ ଆହତ

The Sakala Picture
Published On

ରାଜସ୍ଥାନ: ରାଜସ୍ଥାନର ବିକାନେରରେ ମହାଜନ ଫାୟାରିଂ ରେଞ୍ଜରେ ବୁଧବାର ବଡ଼ ଦୁର୍ଘଟଣା ଘଟିଛି । ଟ୍ରେନିଂ ସମୟରେ ଏକ ବିସ୍ଫୋରଣ ଘଟି ସେନାର ୨ ଯବାନଙ୍କ ମୃତ୍ୟୁ ଘଟିଛି। ଟ୍ୟାଙ୍କରେ ଗୋଳା ବାରୁଦ ଲୋଡ୍ କରିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ଯବାନ ଆହତ ହେବାର ମଧ୍ୟ ଖବର ରହିଛି । ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯବାନ ହେଲେ ଆଶୁତୋଷ ମିଶ୍ରା ଓ ଜିତେନ୍ଦ୍ର । ଆହତ […]

ରାଜସ୍ଥାନ: ରାଜସ୍ଥାନର ବିକାନେରରେ ମହାଜନ ଫାୟାରିଂ ରେଞ୍ଜରେ ବୁଧବାର ବଡ଼ ଦୁର୍ଘଟଣା ଘଟିଛି । ଟ୍ରେନିଂ ସମୟରେ ଏକ ବିସ୍ଫୋରଣ ଘଟି ସେନାର ୨ ଯବାନଙ୍କ ମୃତ୍ୟୁ ଘଟିଛି। ଟ୍ୟାଙ୍କରେ ଗୋଳା ବାରୁଦ ଲୋଡ୍ କରିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ଯବାନ ଆହତ ହେବାର ମଧ୍ୟ ଖବର ରହିଛି ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯବାନ ହେଲେ ଆଶୁତୋଷ ମିଶ୍ରା ଓ ଜିତେନ୍ଦ୍ର । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ନିଆଯାଇଛି । ଏହା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପାର୍ଥିବ ଶରୀରକୁ ସୁରତଗଡ଼ ମିଲିଟାରୀ ଷ୍ଟେସନ ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

18 Dec 2024 By The Sakala

ଟ୍ରେନିଂ ସମୟରେ ବିସ୍ଫୋରଣ: ୨ ଯବାନ ମୃତ, ଜଣେ ଆହତ

ରାଜସ୍ଥାନ: ରାଜସ୍ଥାନର ବିକାନେରରେ ମହାଜନ ଫାୟାରିଂ ରେଞ୍ଜରେ ବୁଧବାର ବଡ଼ ଦୁର୍ଘଟଣା ଘଟିଛି । ଟ୍ରେନିଂ ସମୟରେ ଏକ ବିସ୍ଫୋରଣ ଘଟି ସେନାର ୨ ଯବାନଙ୍କ ମୃତ୍ୟୁ ଘଟିଛି। ଟ୍ୟାଙ୍କରେ ଗୋଳା ବାରୁଦ ଲୋଡ୍ କରିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ଯବାନ ଆହତ ହେବାର ମଧ୍ୟ ଖବର ରହିଛି ।

ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯବାନ ହେଲେ ଆଶୁତୋଷ ମିଶ୍ରା ଓ ଜିତେନ୍ଦ୍ର । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ନିଆଯାଇଛି । ଏହା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପାର୍ଥିବ ଶରୀରକୁ ସୁରତଗଡ଼ ମିଲିଟାରୀ ଷ୍ଟେସନ ନିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର