ଦିଲ୍ଲୀ ସହ ଉତ୍ତର ଭାରତରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୫.୫ ତୀବ୍ରତା ରେକର୍ଡ

The Sakala Picture
Published On

ନୂଆଦିଲ୍ଲୀ : ଶନିବାର ଦେଶର ଅନେକ ସ୍ଥାନରେ ଭୂକମ୍ପର‌ ଝଟକା ଅନୁଭୂତ ହୋଇଛି। ରାତି ୯.୩୧ ମିନିଟରେ ଭୂକମ୍ପର ତୀବ୍ର ଝଟକା ଦିଲ୍ଲୀ ଏନସିଆରରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଦିଲ୍ଲୀରୁ କିସ୍ତାନ ଓ ଲାହୋର ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଥିଲା ବୋଲି ଜଣାପଡିଛି। ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ମିଳିଥିବା ସୂଚନା ମୁତାବକ ଦିଲ୍ଲୀ-ଏନସିଆରରେ ମଧ୍ୟ […]

ନୂଆଦିଲ୍ଲୀ : ଶନିବାର ଦେଶର ଅନେକ ସ୍ଥାନରେ ଭୂକମ୍ପର‌ ଝଟକା ଅନୁଭୂତ ହୋଇଛି। ରାତି ୯.୩୧ ମିନିଟରେ ଭୂକମ୍ପର ତୀବ୍ର ଝଟକା ଦିଲ୍ଲୀ ଏନସିଆରରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଦିଲ୍ଲୀରୁ କିସ୍ତାନ ଓ ଲାହୋର ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଥିଲା ବୋଲି ଜଣାପଡିଛି। ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ବାରଣାସୀ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଜିଲ୍ଲା ଜଜ୍‌ଙ୍କୁ ମିଳିଲା ଇ-ମେଲ୍; କ୍ୟାମ୍ପସ ଖାଲି

ମିଳିଥିବା ସୂଚନା ମୁତାବକ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୟରେ ଲୋକେ ଘରୁ ବାହାରି ଆସିଥିଲେ। ପାକିସ୍ତାନ, ଆଫଗାନିସ୍ତାନ ଓ ଭାରତରେ ଏକା ସହିତ ଏହି ଝଟକା ଅନୁଭୂତ ହୋଇଛି ।

ଆହୁରି ପଢ଼ନ୍ତୁ: ପ୍ରଥମେ ଜ୍ୱାଇଁ ଆଉ ଏବେ ସ୍ୱାମୀଙ୍କ ଭିଣୋଇ: ପୁଣି ପ୍ରେମିକ ସହ ଫେରାର ହେଲେ ଚର୍ଚ୍ଚିତ ଶାଶୂ 'ଅପନା ଦେବୀ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp