ଦୁଇ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର

The Sakala Picture
Published On

ଷ୍ଟକହୋମ୍: ୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ ଆବିଷ୍କାର କୋଭିଡ୍-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟୀକା ବିକଶିତ କରିବାରେ ସକ୍ଷମ ହୋଇଛି। ଏମଆରଏନଏ ଟୀକା ମଧ୍ୟମରେ ବିଶ୍ବରେ କୋଭିଡ୍ ମହାମାରୀକୁ ହରାଇବାରେ ସହାୟତା ମିଳିଥିଲା । କାଟାଲିନ ଜଣେ ହଙ୍ଗେରୀ ବଂଶୋଦ୍ଭବ ଆମେରିକୀୟ […]

ଷ୍ଟକହୋମ୍: ୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ ଆବିଷ୍କାର କୋଭିଡ୍-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟୀକା ବିକଶିତ କରିବାରେ ସକ୍ଷମ ହୋଇଛି। ଏମଆରଏନଏ ଟୀକା ମଧ୍ୟମରେ ବିଶ୍ବରେ କୋଭିଡ୍ ମହାମାରୀକୁ ହରାଇବାରେ ସହାୟତା ମିଳିଥିଲା ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

କାଟାଲିନ ଜଣେ ହଙ୍ଗେରୀ ବଂଶୋଦ୍ଭବ ଆମେରିକୀୟ ବାୟୋକେମିଷ୍ଟ ହୋଇଥିବାବେଳେ ଡ୍ରିଉ ଜଣେ ଆମେରିକୀୟ ଜୈବ ବିଜ୍ଞାନୀ । ଆରଏନଏ ବାୟୋଲୋଜୀ କ୍ଷେତ୍ରରେ ନିଜର ଗବେଷଣା ପାଇଁ ଡ୍ରିଉ ପ୍ରସିଦ୍ଧ । ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ବାରା ଫାଇଜର ଓ ମଡର୍ଣ୍ଣା ଟୀକା ବିକଶିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶର ଦେବାସରେ ବଡ଼ ଧରଣର ସିମ୍ ଜାଲିଆତି: ଗୋଟିଏ ଫଟୋ ବ୍ୟବହାର କରି ୮୪ଟି ସିମ୍ କାର୍ଡ ଇସ୍ୟୁ କରିଥିବା ଏଜେଣ୍ଟ ଗିରଫ

02 Oct 2023 By The Sakala

ଦୁଇ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର

ଷ୍ଟକହୋମ୍: ୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ ଆବିଷ୍କାର କୋଭିଡ୍-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟୀକା ବିକଶିତ କରିବାରେ ସକ୍ଷମ ହୋଇଛି। ଏମଆରଏନଏ ଟୀକା ମଧ୍ୟମରେ ବିଶ୍ବରେ କୋଭିଡ୍ ମହାମାରୀକୁ ହରାଇବାରେ ସହାୟତା ମିଳିଥିଲା ।

କାଟାଲିନ ଜଣେ ହଙ୍ଗେରୀ ବଂଶୋଦ୍ଭବ ଆମେରିକୀୟ ବାୟୋକେମିଷ୍ଟ ହୋଇଥିବାବେଳେ ଡ୍ରିଉ ଜଣେ ଆମେରିକୀୟ ଜୈବ ବିଜ୍ଞାନୀ । ଆରଏନଏ ବାୟୋଲୋଜୀ କ୍ଷେତ୍ରରେ ନିଜର ଗବେଷଣା ପାଇଁ ଡ୍ରିଉ ପ୍ରସିଦ୍ଧ । ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ବାରା ଫାଇଜର ଓ ମଡର୍ଣ୍ଣା ଟୀକା ବିକଶିତ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର