ତାମିଲନାଡୁରେ ବର୍ଷା ବିତ୍ପାତ, ୫ ଜିଲ୍ଲାରେ ସ୍କୁଲ ବନ୍ଦ ନିର୍ଦ୍ଦେଶ

The Sakala Picture
Published On

ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ । ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ  ଭୂସ୍ଖଳନ ପରେ କୋଏମ୍ବାଟୁର ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି। ଫଳରେ ୫ଜିଲ୍ଲାରେ ସ୍କୁଲ ବନ୍ଦ  ରହିଛି। ଗୁରୁବାର କୁନଜପା ପଣାଇରେ ଭୂସ୍ଖଳନ ପରେ ରାସ୍ତା ଅବରୋଧ ହୋଇଛି । ତିରୁପୁର, ମଦୁରାଇ, ଥେନି, ଡିନିଡୁଗୁଲ ଏବଂ କିଛି ତାଲୁକରେ ସ୍କୁଲ ଦିନକ ପାଇଁ ବନ୍ଦ ରଖିଛନ୍ତି ସରକାର । ଭାରତୀୟ ପାଣିପାଗ ବିଭାଗ-ଆଇଏମଡିଙ୍କ ଆକଳନ ଅନୁସାରେ, ଆସନ୍ତା ୩ଦିନ […]

ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ । ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ  ଭୂସ୍ଖଳନ ପରେ କୋଏମ୍ବାଟୁର ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି। ଫଳରେ ୫ଜିଲ୍ଲାରେ ସ୍କୁଲ ବନ୍ଦ  ରହିଛି। ଗୁରୁବାର କୁନଜପା ପଣାଇରେ ଭୂସ୍ଖଳନ ପରେ ରାସ୍ତା ଅବରୋଧ ହୋଇଛି । ତିରୁପୁର, ମଦୁରାଇ, ଥେନି, ଡିନିଡୁଗୁଲ ଏବଂ କିଛି ତାଲୁକରେ ସ୍କୁଲ ଦିନକ ପାଇଁ ବନ୍ଦ ରଖିଛନ୍ତି ସରକାର ।

ଆହୁରି ପଢ଼ନ୍ତୁ: ଗଙ୍ଗା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଗୋଟିଏ ପରିବାରର ୭ ଝିଅ, ୨ ମୃତ ଓ ୨ ନିଖୋଜ

ଭାରତୀୟ ପାଣିପାଗ ବିଭାଗ-ଆଇଏମଡିଙ୍କ ଆକଳନ ଅନୁସାରେ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାମିଲନାଡୁ ଓ କେରଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି । ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପ୍ରର୍ୟ୍ୟନ୍ତ ୧୪ଟି ଜିଲ୍ଲାରେ ଭୀଷଣ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି । କ୍ଷେତ୍ରୀୟ ମୌସୁମୀ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆସନ୍ତା ୨ଦିନ ପର୍ଯ୍ୟନ୍ତ ତାମିଲନାଡୁରେ ପୂର୍ବତଟ ମୌସୁମୀ ବାୟୁ ପବାହ ତୀବ୍ର ହେବା କାରଣରୁ ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ମଡେଲ ତ୍ୱିଶା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ୬୩୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ସିବିଆଇ

09 Nov 2023 By The Sakala

ତାମିଲନାଡୁରେ ବର୍ଷା ବିତ୍ପାତ, ୫ ଜିଲ୍ଲାରେ ସ୍କୁଲ ବନ୍ଦ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ । ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ  ଭୂସ୍ଖଳନ ପରେ କୋଏମ୍ବାଟୁର ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି। ଫଳରେ ୫ଜିଲ୍ଲାରେ ସ୍କୁଲ ବନ୍ଦ  ରହିଛି। ଗୁରୁବାର କୁନଜପା ପଣାଇରେ ଭୂସ୍ଖଳନ ପରେ ରାସ୍ତା ଅବରୋଧ ହୋଇଛି । ତିରୁପୁର, ମଦୁରାଇ, ଥେନି, ଡିନିଡୁଗୁଲ ଏବଂ କିଛି ତାଲୁକରେ ସ୍କୁଲ ଦିନକ ପାଇଁ ବନ୍ଦ ରଖିଛନ୍ତି ସରକାର ।

ଭାରତୀୟ ପାଣିପାଗ ବିଭାଗ-ଆଇଏମଡିଙ୍କ ଆକଳନ ଅନୁସାରେ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାମିଲନାଡୁ ଓ କେରଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି । ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପ୍ରର୍ୟ୍ୟନ୍ତ ୧୪ଟି ଜିଲ୍ଲାରେ ଭୀଷଣ ବର୍ଷା ନେଇ ହାଇଆଲର୍ଟ ଜାରି କରାଯାଇଛି । କ୍ଷେତ୍ରୀୟ ମୌସୁମୀ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆସନ୍ତା ୨ଦିନ ପର୍ଯ୍ୟନ୍ତ ତାମିଲନାଡୁରେ ପୂର୍ବତଟ ମୌସୁମୀ ବାୟୁ ପବାହ ତୀବ୍ର ହେବା କାରଣରୁ ଅଧିକାଂଶ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର